ଶ୍ରୀ ମନ୍ଦିର ରେ କାହିଁକି ବାଜେ ନାହିଁ ( ଘଣ୍ଟା ) । କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ଜଗତର ନାଥ ହେଉଛନ୍ତି ଶ୍ରୀ ଜଗନ୍ନାଥ । ତାଙ୍କର ଡୋରୀ ଲାଗିଲେ ହି ପ୍ରଭୁ ଙ୍କ ଦର୍ଶନ ମିଳିଥାଏ । ପୁରୀ ଜଗନାଥ ମନ୍ଦିର ଯିବା ପାଇଁ ସମସ୍ତଙ୍କ ମନରେ ଇଛା ରହିଥାଏ । କିନ୍ତୁ କଳିଆର ଡୋରୀ ଲାଗିଲେ ହିଁ ତାର ଦର୍ଶନ ମିଳିଥାଏ । ବିଶେଷ ଭାବରେ ଶିବ ମନ୍ଦିର ରେ ଘଣ୍ଟି ରହିବାର ବେବସ୍ତା ଥାଏ । କିନ୍ତୁ ଜଗନ୍ନାଥ ମହାପ୍ରଭୁ ଙ୍କର ମନ୍ଦିର ରେ ଘଣ୍ଟି ରହିବାର ବେବସ୍ତ ନଥାଏ । କାରଣ ସେ ଅପୂର୍ବ ନେତ୍ର ଧାରି । ସଦ ସର୍ବଦା ସେ ଜାଗ୍ରତ ହୋଇଥାନ୍ତି ।

ଘଣ୍ଟି ଏକ ଜାଗ୍ରତ ଧ୍ଵନି ସୃଷ୍ଟି କରିଥାଏ । ଭକ୍ତ ମନେ ରେ ଜାଗ୍ରତ ଭାବନା ଆଣି ଦେଇଥାଏ । ଘଣ୍ଟି 2 ପ୍ରକାର ର ଯେପରିକି ଘଣ୍ଟି ଏବଂ ଘଣ୍ଟା । ଜଣେ ପୂଜକ ଆସନ ଗ୍ରହଣ କଲା ପରେ ବାମ ପଟେ ଘଣ୍ଟା ପ୍ରାପ୍ତ କରିଥାଏ । ବା ଗଜ ଧ୍ଵନି ସୃଷ୍ଟି କରି ଥାଏ । ସେହି ଘଣ୍ଟା କୁ ବଜାଇ ପୂଜା ଆରମ୍ଭ ହୋଇଥାଏ । ଯେତେବେଳେ ଦର୍ଶକ ଆସନ୍ତି ସେମାନେ ଆସନ ରେ ବସିକି ପୂଜା କରିପାରିବେ ନାହିଁ । ସେ ପ୍ରଭୁ ଙ୍କୁ ଦର୍ଶନ କରିବେ ।

ବିଶେଷ ଭାବରେ ଶିବ ମନ୍ଦିର ରେ ଘଣ୍ଟି ରହିବାର ପ୍ରଥା ଅଛି । ମା ଭଗବତୀ ଙ୍କ ମନ୍ଦିର ରେ ଘଣ୍ଟି ରହିବାର ପ୍ରଥା ରହି ଅଛି । କିନ୍ତୁ ବିଷ୍ଣୁ ମନ୍ଦିର ରେ ଘଣ୍ଟି ରହିବାର ସନାତନ ଧର୍ମ ପରମ୍ପରା ଅନ୍ତର୍ଗତ । ଭଗବାନ ଶଙ୍କର ସଡ ସର୍ବଦା ନିତ୍ୟ ସ୍ମରଣ ଏବଂ ନିତ୍ୟ ଧ୍ୟାନ ଗତ ଥାଆନ୍ତି ଭଗବାନ ଶଙ୍କର । ବୃଶବ ସହ ହସ୍ତ ସଂଯୋଗ କରିବା ଦ୍ୱାରା ସୋମ ସଂଯୋଗ ରହିଥାଏ । ଶିବ ଜାଗ୍ରତ ହୋଇଥାନ୍ତି ଗଜ ଧ୍ଵନି ବା ମନ୍ତ୍ର ପ୍ରା ହେବା ଦ୍ୱାରା ସୋୟଂ ଭଗବାନ ଜାଗ୍ରତ ହୋଇଥାନ୍ତି ।

ଏବଂ ସମସ୍ତ ଦେବତା ମନେ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ବିଶେଷ ଭାବରେ ଶିବ ମନ୍ଦିର ରେ ଘଣ୍ଟି ରହିବାର ବ୍ୟବସ୍ଥା ଥାଏ । କିନ୍ତୁ ଜଗନ୍ନାଥ ମହାପ୍ରଭୁ ଙ୍କ ମନ୍ଦିର ରେ ଘଣ୍ଟି ରହିବାର ବେବାସ୍ତ ନଥାଏ । କାରଣ ସେ ଅପୂର୍ବ ନେତ୍ର ଧାରି ସେ ସଡ ସର୍ବଦା ନିତ୍ୟ ଜାଗ୍ରତ ହୋଇ ରହିଥାନ୍ତି । ତେଣୁ ଘଣ୍ଟି ବଜାଇ ତାଙ୍କୁ ଜାଗ୍ରତ କରିବାର କିଛି ଆବଶ୍ୟକତା ନାହିଁ । କିନ୍ତୁ ପୂଜକ ପୂଜା ସମୟ ରେ ଘଣ୍ଟି ବଜାଇ ଜଗନ୍ନାଥ ଙ୍କୁ ପ୍ରସନ୍ନ କରିଥାନ୍ତି ।

କିନ୍ତୁ ଭକ୍ତ ମାନେ ଘଣ୍ଟା ବଯାଇବାରେ କିଛି ପାର୍ଥକ୍ୟ ରହିଛି କାରଣ ପୂଜକ ଘଣ୍ଟି ବଜାଇ ଏବଂ ଭକ୍ତ ମାନେ ଘଣ୍ଟା ବଜାଇ ଥାଆନ୍ତି । ଭାରତ ରେ ବିଭିନ୍ନ ପ୍ରକାର ର ପ୍ରଥା ରହିଅଛି । ପବନ କ୍ଷେତ୍ର ରେ ନୀତି ଏକ ସ୍ଵତନ୍ତ୍ର ଅଟେ । ମହାପ୍ରଭୁ ଙ୍କ ର ପୂଜା ପର୍ବ ଆଦି ରେ ଦେବତା ମାନ ଙ୍କ ର ଯେଉଁ ଦର୍ଶନ ର ବିଧି ଅନୁଯାୟୀ ଜଗନ୍ନାଥ ଙ୍କ ଦର୍ଶନ ସମୟ ରେ ଘଣ୍ଟା ର କିଛି ଆବଶ୍ୟକତା ନାହିଁ । ପ୍ରଭୁ ଶ୍ରୀ ଜଗନାଥ ଙ୍କ କୃପା ଲାଭ କରିବା ପାଇଁ ଲେଖନ୍ତୁ ଜୟ ଜଗନାଥ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *