ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଷ୍ଟୋନ ଓ ଜାଣନ୍ତୁ ନିଜର ସମସ୍ୟା ଓ ତାହାର ସମାଧାନ ( Personality Test )

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ୩ଟି ପଥର ନେଇ ଆସିଛୁ ଯାହା ଦ୍ଵାରା ଆପଣଙ୍କ ବିଷୟରେ କିଛି ଖାସ କଥା ଜାଣିପାରିବେ । ତେବେ ଏହି 6ଟି ପଥର ଭିତରୁ ଗୋଟିଏ ପଥର ନିଜର ପ୍ରଥମ ନଜରରେ ହିଁ ବାଛି ନିଅନ୍ତୁ । ଏହି ପଥର ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ପ୍ରଥମେ ଗୋଟେ ପଥର ବାଛି ନିଅନ୍ତୁ । ତେବେ ଚାଲନ୍ତୁ ଜାଣିବା ପଥର ଆପଣଙ୍କ ବିଷୟରେ କଣ କହୁଛି ।

୧ ନମ୍ବର ଷ୍ଟୋନ:- ଯଦି ଆପଣ ଏହି ଷ୍ଟୋନ କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ନିଜର ଜୀବନରେ ନିଜର ସ୍ୱତନ୍ତ୍ରତା କି ଅଧିକ ପ୍ରାଥମିକତା ଦେଇଥାନ୍ତି । ଆପଣଙ୍କ ଜୀବନରେ ସମସ୍ୟା ଥିଲେ ମଧ୍ୟ ଆପଣ ଖୁବ ସହଜରେ ଏହାକୁ ତୁଲାଇ ଥାଆନ୍ତି ।

୨ ନମ୍ବର ଷ୍ଟୋନ:- ଏହି ଷ୍ଟୋନ ଏହା ଦର୍ଶାଉଛି କି ଆପଣଙ୍କ ଜୀବନ ଏବେ ପରିବର୍ତ୍ତନ ର ମୋଡ଼ ନେଉଛି । ଶୀଘ୍ର ହିଁ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଛି । ପ୍ରେମ ସମ୍ପର୍କରେ ଆଗକୁ ବଢ଼ିବେ ।

୩ ନମ୍ବର ଷ୍ଟୋନ:- ଏହି ଷ୍ଟୋନ ଟି ଆପଣଙ୍କ ବିଷୟରେ ଏହା କହୁଛି କି ଆପଣ ବହୁତ ଅଧିକ ଆଶାବାଦୀ ପ୍ରକୃତି ର ବ୍ୟକ୍ତି ଅଟନ୍ତି । ଆପଣଙ୍କ ଭବିଷ୍ୟତ ଯେତେ ଉଜ୍ବଳ ହୋଇପାରେ ତାହା ଆପଣଙ୍କ ପାଇଁ ସେତେ ଭଲ ହେବ । ଆପଣ ଅନ୍ୟ ମାନଙ୍କ ଦୁଃଖ କଷ୍ଟ ବୁଝିପାରନ୍ତି ।

୪ ନମ୍ବର ଷ୍ଟୋନ:- ଏହି ଷ୍ଟୋନ ଆପଣଙ୍କୁ ଏହା କହିବାକୁ ଚାହେଁ କି ବର୍ତ୍ତମାନ ଆପଣଙ୍କର ଯେଉଁ ସମୟ ଚାଲିଛି ତାହା ପୁରୁଣା ଜିନିଷ, ପୁରୁଣା ସମ୍ବନ୍ଧ ଏବଂ ପୁରୁଣା ଜୀବନଶୈଳୀ ଠାରୁ ଭିନ୍ନ ରହିଛି । ଆପଣଙ୍କୁ ଆଗ ନିଜର ଜୀବନ କୁ ସୁଧାରିବାକୁ ପଡ଼ିବ । ଏବଂ ସବୁ କିଛି ଭୁଲି ଆଗକୁ ବଢ଼ିବାକୁ ହେବ ।

୫ ନମ୍ବର ଷ୍ଟୋନ:- ଯଦି ଆପଣ ଏହି ଷ୍ଟୋନ ବାଛିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ମୃତ ପୁର୍ବଜ କିଛି ସଂକେତ ଦେବାକୁ ଯାଉଛନ୍ତି । ଆପଣ ଜୀବନରେ ବହୁତ ଅଧିକ ସଫଳତା ପାଇବେ । ଆପଣଙ୍କ ପାଇଁ ଖୁସିର ଲହରୀ ଖେଳିବାକୁ ଯାଉଅଛି ।

୬ ନମ୍ବର ଷ୍ଟୋନ:- ଯଦି ଆପଣ ଏହି ଷ୍ଟୋନ ବାଛିଛନ୍ତି ତେବେ ଆପଣ ଏବେ ସବୁ କ୍ଷେତ୍ରରେ ଆଗକୁ ବଢ଼ିବେ । ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କ ଉପରେ ଆପଣଙ୍କ ପରିବାର ଲୋକଙ୍କ ଆଶୀର୍ବାଦ ରହିବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *