Vastu Tips- ଦୁନିଆର ସବୁଠାରୁ ଭଲ ସ୍ଵପ୍ନ । ଯଦି ଦେଖିଛନ୍ତି କାହାକୁ କୁହନ୍ତୁ ନାହିଁ …

ବନ୍ଧୁଗଣ ରାତିରେ ସମସ୍ତେ କିଛି ନା କିଛି ସ୍ଵପ୍ନ ଦେଖିଥାଉ । ସ୍ୱପ୍ନରେ ଅଲଗା ଅଲଗା ଜିନିଷ ଦେଖିଥାନ୍ତି । ଏମିତି ବି ସ୍ବପ୍ନ ଦେଖିଥାଆନ୍ତି ଯାହାର କିଛି ମୂଲ୍ୟ ରହିନଥାଏ । କିନ୍ତୁ ସ୍ବପ୍ନ ବେଳେ ବେଳେ ସତ ହୋଇଯାଇଥାଏ । ଏବଂ ସ୍ବପ୍ନ ମାଧ୍ୟମରେ ଆମ ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଏମିତି କିଛି ସ୍ବପ୍ନ ବିଷୟରେ କହିବୁ । କେଉଁ କେଉଁ ସ୍ବପ୍ନ ଦେଖିବା ଦ୍ୱାରା ଆପଣଙ୍କୁ କେଉଁ ସବୁ ଫଳ ମିଳିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ବନ୍ଧୁଗଣ ଯଦି ଆପଣ କେବେ କୌଣସି ଭଲ ସ୍ଵପ୍ନ ଦେଖୁଛନ୍ତି ଏବଂ ଅଧାରୁ ଆପଣଙ୍କ ନିଦ ଭାଙ୍ଗି ଯାଉଛି ତେବେ ପୁଣି ଥରେ ସୁଅନ୍ତୁ ନାହିଁ । ଏହି ସମୟରେ ସେଜ ଉପରେ ବସି ଭଗବାନ ଙ୍କୁ ଧ୍ୟାନ କରନ୍ତୁ ଏବଂ ଏହା ସହିତ ଏହି ସ୍ବପ୍ନ ବିଷୟରେ କେବେ କାହାକୁ କିଛି କୁହନ୍ତୁ ନାହିଁ । ନହେଲେ ଏହି ସ୍ବପ୍ନ କେବେ ମଧ୍ୟ ସାକାର ହେବ ନାହିଁ । ଏବଂ ଆପଣ ବହୁତ ଚିନ୍ତିତ ରହିବେ ।

ଯଦି ଭୟଙ୍କର ସ୍ବପ୍ନ ରାତି ୧୨ ଟାରୁ ୩ ଟା ଭିତରେ ଦେଖୁଛନ୍ତି ତେବେ ସେହି ଦିନ ଆପଣଙ୍କୁ ଭଗବାନ ଶିବ ଙ୍କ ଧ୍ୟାନ କରିବା ଉଚିତ ହୋଇଥାଏ । ନହେଲେ ଓମ ନମଃ ଶିବାୟ ର ଜପ କରନ୍ତୁ । ସକାଳୁ ଉଠିବା ପରେ ଶିବ ମନ୍ଦିର ଯାଇ ଭଗବାନ ଶିବଙ୍କ ପୂଜା ନିଶ୍ଚିନ୍ତ ଭାବରେ କରନ୍ତୁ । ଏମିତି କରିବା ଦ୍ଵାରା ଦେଖିଥିବା ଖରାପ ସ୍ୱପ୍ନର ପ୍ରଭାବ ସମାପ୍ତ ହୋଇଥାଏ । ଯଦି ଆପଣ ବାରମ୍ବାର ଭୟଙ୍କର ସ୍ବପ୍ନ ଦେଖୁଛନ୍ତି ତାହେଲେ ଆପଣ ଭଗବାନ ଶିବଙ୍କ ସହିତ ପ୍ରଭୁ ହନୁମାନ ଙ୍କ ଧ୍ୟାନ ନିଶ୍ଚିନ୍ତ କରନ୍ତୁ । ହନୁମାନ ଙ୍କ ଧ୍ୟାନ କରିବା ସହିତ ହନୁମାନ ଚାଳିଶା ପଢନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଖରାପ ସ୍ୱପ୍ନର ଖରାପ ପ୍ରଭାବ ପଡ଼ିବ ନାହିଁ ।

ରାତି ୧୧ ଟା ପୂର୍ବରୁ ଯଦି ଆପଣ କୌଣସି ସ୍ବପ୍ନ ଦେଖୁଛନ୍ତି ତେବେ ତାହା ମୂଲ୍ୟହୀନ ହୋଇଥାଏ । ଏହାର କିଛି ଖରାପ ବା ଶୁଭ ଫଳ ହୋଇନଥାଏ ତେଣୁ ଏହାକୁ ଭୁଲି ଯାଆନ୍ତୁ । ରାତି ୧୨ ଟାରୁ ୧ ଭିତରେ ଯଦି କୌଣସି ସ୍ବପ୍ନ ଦେଖୁଛନ୍ତି ତେବେ ତାହାକୁ ପୂରଣ ହେବାକୁ ତିନି ବର୍ଷ ଲାଗିଯାଇଥାଏ । ରାତି ୧ ଟାରୁ ୨ ତ ଭିତରେ ଦେଖିଥିବା ସ୍ଵପ୍ନ ର ଫଳ ଏକ ବର୍ଷ ଭିତରେ ଆପଣଙ୍କୁ ପ୍ରାପ୍ତି ହୋଇଥାଏ ।

ରାତି ୩ ଟାରୁ ୪ ଟା ଭିତରେ ଦେଖିଥିବା ସ୍ୱପ୍ନ ଛଅ ମାସ ଭିତରେ ସତ ହୋଇଥାଏ । ସକାଳ ୪ ଟାରୁ ୫ ଟା ଭିତରେ ଦେଖିଥିବା ସ୍ୱପ୍ନ ର ଫଳ ୨ ମାସ ଭିତରେ ମିଳିଥାଏ । ସକାଳ ୫ ଟାରୁ ୬ ତ ଭିତରେ ଦେଖିଥିବା ସ୍ୱପ୍ନର ଫଳ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *