ଶୁଭାଶିଷଙ୍କ ଜନ୍ମଦିନରେ ତାଙ୍କ ଝିଅର ଉପହାର ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ Video

ଆପଣ ଜାଣି ଥିବେ କି ଅନିଶା ହେଉକାନ୍ତି ଏହି ଭଳି ଅଭିନେତ୍ରୀ ଯାହା ଙ୍କ ପାଇଁ ଓଡିଶା ଗର୍ବିତ ଅଟେ । ତାଙ୍କ ଜୀବନ ସାଥି ମଧ୍ୟ ତାଙ୍କ ଠାରୁ କିଛି କମ ରେ ନାହାଁନ୍ତି । ଆପଣ ଏହା ମଧ୍ୟ ଜାଣି ଥିବେ କି ତାଙ୍କ ଜୀବନ  ସାଥି ମଧ୍ୟ ଏକ ଅଭିନେତା ଅଟନ୍ତି ଯାହା ଙ୍କର ବହୁତ ଭଲ ଭଲ ସିରିୟାଲ ମାନ ଅଛି । ନିକଟରେ ତାଙ୍କର ଏକ କନ୍ୟା ସନ୍ତାନ ହୋଇ ଥିଲା ଦୁହେଁ ବହୁତ ଖୁଶି ଥିଲେ । ଏବେ ତାଙ୍କର ବାର୍ଷିକ ଜନ୍ମ ଦିନ ପାଇଁ ଦୁହେଁ ସବୁ ବେଳେ ଖୁଶି ଥିବା ବେଳେ ଏକ ଛୋଟ ଭିଡିଓ ଛାଡି ଛନ୍ତି ।

ଯାହା ଆମେ କିଛି ସମୟ ଭିତରେ ଦେଖିବା ପାଇଁ ପାଇଲୁ । ଆପଣ ଏହା ମଧ୍ୟ ଜାଣି ଥିବେ କି ଏହା ଏକ ଆଶ୍ଚର୍ଯ୍ୟ ଜନକ କଥା କି ଆମେ ଜଣେ ଏତେ ବଡ ବହିନେତା ଓ ଅଭିନେତ୍ରୀ ଙ୍କ ସନ୍ତାନ ହୋଇକି ମଧ୍ୟ ତାଙ୍କୁ ତାଙ୍କ ବାପା ମା ବହୁତ ଭଲ ରେ ରଖିଛନ୍ତି ।

ଆପଣ ଏହା ମଧ୍ୟ ଜାଣି ଥିବେ କି କିଛି ଜଣ ଅଛନ୍ତି ଯେଉଁ ମାନେ ଏହାକୁ ଦେଖିକି ଖୁଶି ହେଉଛନ୍ତି । ଯେତେବେଳେ ତାଙ୍କ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ଅନିଶା ବହୁତ ଖୁଶି ଥିଲେ ସୂତ୍ରରୁ ମିଳିଥିବା କଥା ଅନୁସାରେ ଅନିଶା କହିଥିଲେ କି ସେ ବହୁତ ଖୁଶି ଅଛନ୍ତି କାରଣ ସେ ମା ହେବା ପରେ ଏକ ନୂଆ ଜିନିଷ କୁ ଅନୁଭବ କରୁଛନ୍ତି ।

ଆପଣ ଏହା ମଧ୍ୟ ଜାଣି ଥିବେ କି ଯେଉଁ ମାନେ ବାହାରେ କାମ କରୂଛନ୍ତି ସେମାନେ ଏହାକୁ ନେଇକି ବହୁତ ଚିନ୍ତାରେ ଅଛନ୍ତି କି ସେମାନଙ୍କ ସନ୍ତାନ କିଭଳି ହେବ । ମାତ୍ର ଅନିଶା ଙ୍କ ସନ୍ତାନ ହେବା ଆଗରୁ ମଧ୍ୟ ସେ ନିଜକୁ ଯଥା ସମ୍ଭବ ଆଲୋକିତ ଦୁନିଆ ଠାରୁ ଦୂରେଇ ରଖୁଥିଲେ ।

ଯାହା ପାଇ ଆଜି ସେ ଖୁବ ଖୁଶି ଅନୁଭବ କରୁଛନ୍ତି । ଦୁହେଁ ଏକ ସୁନ୍ଦର କେକ ଆଣିଛନ୍ତି ଯାହା ଦେଖିବା ପାଇଁ ଏକ ଛୋଟ ଛୁଆ ର ଏକ ଛୋଟ ଡ୍ରେସ ଭଳି ଆପଣ ଏହା ମଧ୍ୟ ଦେଖି ଥିବେ କି ଏହା ଅମଧ୍ୟ ସତ୍ୟ ଅଟେ କି ତାଙ୍କ ପରିବାର ଲୋକମାନେ ଅମଧ୍ୟ ଏହାକୁ ନେଇ ବହୁତ ଖୁଶି ଦେଖା ଯାଉଛନ୍ତି ।

ତେବେ ଆଗାମୀ ଡାୟାନାରେ ଅନିଶା ଓ ଶୁଭାଶିଷ କିଭଳି ନିଜର ଝିଅର ଲାଳନ ପାଳନ କରୁଛନ୍ତି ଏହା ଆମକୁ ଦେଖିବା ପାଇଁ ନିଶ୍ଚିତ ଭାବେ ମିଳିବ । କିନ୍ତୁ ଏହା ମଧ୍ୟ ଏକ ଖୁଶିର କଥା କି ଦୁହେଁ ଆଜି ଭି ସେହି ଭଳିଆ ଛନ୍ତି ଯେଉଁ ଭଳି ଭାବେ ସେମାନେ ଆଗରୁ ଥିଲେ । ତେବେ ଆମେ ଭଗବାନ ଙ୍କ ପାଖରେ ତାଙ୍କ ଝିଅ ପାଇଁ ଶୁଭ କାମନା ପ୍ରାର୍ଥନା କରୁଛେ ।

Leave a Reply

Your email address will not be published. Required fields are marked *