ସୁଗାର ଡାଇବେଟିସ ମଧୁମେହ ମୂଳରୁ ଶେଷ କରିବାର ରାମବାଣ ଘରୋଇ ଉପଚାର- Diabetes Remedy

ଡାଇବେଟିସ ରୋଗୀ ମାନେ ଏବେ ସବୁ ଘରେ ଦେଖା ଯାଉଛନ୍ତି ଏହା ପାଇଁ ଆମ ଖାଦ୍ଯ ଦାଇ ଅଟେ । ମଣିଷ ନିଜ କାମକୁ ନ କରିକି ନିଜ କାମକୁ ହାଲୁକା କରିବା ପାଇଁ ଅନେକ ଉପାୟମାନ କରୁଛେ ଯାହା ଦ୍ଵାରା ସେ ଡାଇବେଟିସ ଭଳି ରୋଗରେ ନିଜକୁ ପକାଉଛି ତେବେ ଏହା ମଧ୍ୟରୁ ଆପଣ ଯଦି ସଠିକ ଭାବେ ବାହାରିବା ପାଇଁ ଚାହୁଁ ଛନ୍ତି ଆପଣ ଔଷଧ ସହ ଆମ ଘରୋଇ ନୁସକା କୁ ଥରେ ଆପଣେକି ଦେଖନ୍ତୁ ।

ଏହା ଦ୍ଵାରା ଆପଣ ଏକ ଜିନିଷ ଦେଖିବେ କି ଆପଣ ଯଦି ଅଧିକା ମିଠା ଖାଉଛନ୍ତି କିମ୍ବା ଚର୍ବି ଜାତୀୟ ଖାଦ୍ଯ ଖାଉଛନ୍ତି ତେବେ ଏହା ଆପଣାଙ୍କ ସୁଗାର କୁ ବଢାଇ ଦେଇ ଥାଏ । ଆପଣ ଏହାକୁ ନିଜ ପରିବାର ପାଖରୁ ମଧ୍ୟ ପାଇ ପାରନ୍ତି କାରଣ ଏହା ଏକ ଜେନେଟିକ ରୋଗ ମଧ୍ୟ ଅଟେ ।

ଆପଣ ନିଜ ଘର ଆଖ ପାଖରେ ଥିବା ନିମ୍ବ ପତ୍ର ସହ ଖୁବ ଭଲ ଭାବେ ପରିଚିତ ଅଟନ୍ତି । ତେବେ ଆପଣ ଏହାକୁ 2 ରୁ 3 ଟି ପତ୍ର କୁ ଚୋବାଇକି ଖାନ୍ତୁ । ଯଦି ଆପଣ ଏହାକୁ ଏହି ଭାଇ ଖାଇ ପାରୁ ନାହାଁନ୍ତି ତେବେ ଆପଣ ଏହାକୁ ଏକ ପାତ୍ର ରେ ନେଇକି କିଛି ପାଣି ଦେଇକି ଏହାକୁ ଫୁଟାଇଇ ନିଅନ୍ତୁ ।

ଏହା ଥଣ୍ଡା ହେବା ପରେ ଆପଣ ଏହାକୁ ଖାଇ ପାରିବେ । ଯଦି ଆପଣ ଏତେ ସବୁ ଖାଇ ପାରୁ ନାହାଁନ୍ତି । ତେବେ ଆପଣ ନିଶ୍ଚିତ ଭାବେ କିଛି ପତ୍ର ନେଇକି ଏହାକୁ ଭଲ ଭାବେ ଧୋଇ ନିଅନ୍ତୁ ଓ ଏହା ପରେ ଆପଣ ଏହାକୁ ଆପଣ ବାଟି ନିଅନ୍ତୁ ଏହାର ରସ କୁ ଆପଣ ପ୍ରତେକ ଦିନ କିଛି କିଛି କରି ଖାନ୍ତୁ ।

କାରଣ ଆପଣ ସବୁ ବେଳେ ଏହାକୁ ସେବନ କରିବେ ଏହା ପାପାୟନ ଆପଣ ନିଜର ସୁଗାର କୁ ମାପିବା ନିହାତି ଭାବେ ଦରକାର ଥାଏ । ଆପଣ ଯଦି ଏହାକୁ ଲଗାତର ଖାଇବେ ଏହା ଖୁବ କମ କରି ଦେଇ ପାରେ ଆପଣାଙ୍କ ସୁଗାର କୁ ତେବେ ଆପଣ ମଝି ମଝି ରେ ଏହାକୁ ଚେକ କରିବେ ନିହାତି ଭାବେ ।

ଆପଣ କଣ ଜାଣି ଛନ୍ତି ନିମ୍ବ ପାତ୍ର କୁ ଆମେ ଅନେକ ଜିନିଷ ରେ ବ୍ୟବହାର କରୁ । ଏହା ଆମ ପାଣିରେ ପକାଇ ଗାଧୋଇବା ଦ୍ଵାରା ଆମ ଶରୀର ରେ ଥିବା ଇନଫେକସନ ସବୁ ମରିଯିବେ । ଯଦି ଘା ହୋଇ ଥାଏ ଏହି ପାଣିରେ ଏହାକୁ ଧୋଇବା ଦ୍ଵାରା ଏହା ଇନଫେକସନ କରେଇ ନଥାଏ ।

ଆପଣ ଏହାକୁ ଅର୍ଶ ହୋଇ ଥିଲେ ମଧ୍ୟ ଏହାର ପାଣିରେ ସେହି ଜାଗାକୁ ଧୋଇବା ଦ୍ଵାରା ଏହା ଭଲ ହୋଇ ଯାଇ ଥାଏ । ଆପଣ ଯଦି ଦେଖିଥିବେ ତ ଏହା ମଧ୍ୟ ଆପଣ ଦେଖୁଥିବେ କି ଏହା ଖୁବ ଉପକାରୀ ଅଟେ ।

Leave a Reply

Your email address will not be published. Required fields are marked *