Vastu Tips- ସ୍ଵାମୀର ଖରାପ ସମୟ ଆସିବା ପୂର୍ବରୁ ସ୍ତ୍ରୀ ମାନେ କରିଥାନ୍ତି ଏହି 3 ଟି ଖରାପ କାମ, କଟୁ ଅଟେ କିନ୍ତୁ ସତ୍ୟ

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି କି ଘରର ମହିଳାମାନେ ଘରର ଲକ୍ଷ୍ମୀ ଅଟନ୍ତି । କାରଣ ସେମାନେ ଲକ୍ଷ୍ମୀଙ୍କ ଗୁଣକୁ ମାନିକି ଚାଲିଥାନ୍ତି । ପରିବାରର ସୁଖ ସମୃଦ୍ଧି ନାରୀ ଉପରେ ନିର୍ଭର କରିଥାଏ । ସ୍ତ୍ରୀର କାମ ଦ୍ୱାରା ଘରେ ଧନ ସମ୍ପତି ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ସେହିପରି ବାସ୍ତୁ ଶାସ୍ତ୍ରରେ ଏପରି ମଧ୍ୟ କିଛି କାମ ରହିଛି ଯାହାକୁ ସ୍ତ୍ରୀମାନେ କରିବା ଦ୍ଵାରା ଘରେ ଦରିଦ୍ରତା ଆସିଥାଏ ଏବଂ ସ୍ବାମୀ ଙ୍କ ଜୀବନରେ ସୋକର ସାୟା ଖେଳିଯାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କାମ ବିଷୟରେ କହିବୁ ଯାହା କୌଣସି ସ୍ତ୍ରୀ ମଧ୍ୟ କରିବା ଅନୁଚିତ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ତେବେ ଚାଲନ୍ତୁ ଜାଣିବା ।

୧:- ଯେଉଁ ଘରର ମହିଳାମାନେ ଖାଇବା ସମୟରେ ଗୋଡ଼ କୁ ବାରମ୍ବାର ହଲାଇଥାନ୍ତି ସେହି ଘରେ ସବୁବେଳେ ଆସନ୍ତି ଲାଗିରହିଥାଏ । ସେହି ଘରେ କେବେ ମଧ୍ୟ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏବଂ ଘରେ ଦାରିଦ୍ର୍ୟତା ମାଡ଼ିଆସିଥାଏ । ତେଣୁ ବନ୍ଧୁଗଣ କେବେବି ଖାଇବା ସମୟରେ ଗୋଡ଼ ହଲାନ୍ତୁ ନାହିଁ ।

୨:- ଯେଉଁ ମହିଳାମାନେ ଝାଡୁକୁ ପାଦରେ ଲଗାଇଥାନ୍ତି କିମ୍ବା ପାଦରେ ଗୋଇଠା ମାରିଥାନ୍ତି କିମ୍ବା ଝାଡୁରେ କାହାକୁ ବି ବଡ଼ାଇଥାନ୍ତି ସେହିପରି ଘରେ ମାତା ଲକ୍ଷ୍ମୀ ନିଜର କୋପ ଦୃଷ୍ଟି ପକାଇଥାନ୍ତି । ଏହିଠାରେ ସବୁବେଳେ କଳି ଝଗଡ଼ା ଏବଂ ସ୍ବାସ୍ଥ୍ୟ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଲାଗିରହିଥାଏ । କାରଣ ଝାଡୁରେ ନକରାତ୍ମକ ଶକ୍ତି ରହିଥାଏ ।

୩:- ଯେଉଁ ଘରେ ରୋଷେଇ ଘରର ଗାସ ଉପରେ ଅଇଁଠା । କଡ଼େଇ କିମ୍ବା ହାଣ୍ଡିକୁ ରଖି ଯେଉଁ ନାରୀ ସୋଇପଡିଥାଏ ମାତା ଲକ୍ଷ୍ମୀ କଦାପି ଆସନ୍ତି ନାହିଁ । ବନ୍ଧୁଗଣ ଏହି ଅଭ୍ୟାସ ଦୁଃଖ ଏବଂ କଷ୍ଟର ବଡ କାରଣ ହୋଇଥାଏ । ଖାଇସାରିବା ପରେ ସବୁବେଳେ ତୁରନ୍ତ ବାସନ ସଫା କରିଦିଅନ୍ତୁ । ଅଇଁଠା ବାସନ ଘରେ ପକାଇବା ଅଶୁଭ ମନଯାଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *