ପାନ ପତ୍ରରେ ଏହି ତେଲ ମିଶାଇ ଲଗାନ୍ତୁ, 99 % ଆଣ୍ଠୁ ଗଣ୍ଠି ବିନ୍ଧା, ଅନ୍ୟ ସବୁ ପ୍ରକାରର Joint Pain ଗାୟବ ହେଇଯିବ ( Healthy Tips )

ବନ୍ଧୁଗଣ ଆଣ୍ଠୁ ଗଣ୍ଠି ବିନ୍ଧା ବର୍ତ୍ତମାନ ସମସ୍ତଙ୍କ ଘରେ ଘରେ ପରିଚିତ । ଏହା ପ୍ରାୟତଃ ସମସ୍ତ ବୟସ୍କ ମାନ ଙ୍କ ପାଖରେ ଦେଖା ଯାଇଥାଏ । ଜଏଣ୍ଟ ପାଇଁ ହେବାର ବିଭିନ୍ନ କାରଣ ହୋଇ ଥାଏ । ଏହା ର ମୁଖ୍ୟ କାରଣ ହେଉଛି କ୍ୟାଲସିୟମ ଅଭାବ ରେ ହୋଇ ଥାଏ । ଯଦି ଆପଣଙ୍କୁ ଏହି ରୋଗ ର ଶିକାର ହେବାକୁ ପଡ଼ୁଚି ତେବେ ଆପଣ ଏଥିରୁ ମୁକ୍ତି ପାଇବେ କେମିତି ।

ଏହି ବିଷୟ ରେ ଆମେ ଆଜି ଆଲୋଚନା କରିବାକୁ ଯାଉଛୁ । ଏହା ସଂପୂର୍ଣ୍ଣ ନାଚୁରାଲ ଅଟେ । ଏହା ଏକ ଘରୋଇ ଉପଚାର ଅନୁସାରେ ଆମେ ଆଜି ଆପଣ ଙ୍କୁ କହିବାକୁ ଯାଉଛୁ ଏହାର କାର୍ଯ୍ୟ । ପ୍ରଥମେ ପାନ ନିଅନ୍ତୁ । ଏଥିରେ ଏମିତି ଏକ ଜିନିଷ ଥାଏ ଯାହାକି ଆଣ୍ଠୁ ଗଣ୍ଠି ବିନ୍ଧା ଦୁର କରିବା ରେ ସାହାର୍ଯ୍ୟ କରି ଥାଏ । ଦିତୀୟ ରେ ଆବଶ୍ୟକ ସୋରିଷ ତେଲ ।

ଯାହା କି ଘରେ ଘରେ ପରିଚିତ । ଆପଣ ଏହାକୁ ବଜାର ରେ ସହଜ ରେ ପାଇ ପାରିବେ । ଆପଣ ଙ୍କ ଘରେ ରୋଷେଇ ମଧ୍ୟ ହଉଥିବା ଯଦି ସହଜ ରେ ଘରୁ ମିଳିପାରିବ ଏହି ସୋରିଷ ତେଲ । ସୋରିଷ ତେଲ ମାଲିଶ୍ କରିବା ଦ୍ଵାରା ଶରୀର ରେ ଯେତେ ପ୍ରକାର ଯନ୍ତ୍ରଣା ହେଉଥିଲେ ମଧ୍ୟ ତାହା ଅତି ଶୀଘ୍ର ଭଲ ହୋଇ ଯାଇଥାଏ । ଶରୀର ରେ ପୀଡ଼ା ହେଲେ ଓ ବାଧକ ସାଜିଲେ ଆମେ ସୋରିଷ ତେଲ ରେ ମାଲିଶ୍ କରି ନିଜ ଶରୀର କୁ ଆରାମ ଯୋଗାଇଥାଊ ।

ଶରୀର ଅବସ ହେଇଗଲେ ମଧ୍ୟ ସୋରିଷ ତେଲ ମାଲିଶ୍ କାଳ ପରେ ଶରୀର କୁ ଆରାମ ମିଳି ଥାଏ । ସୋରିଷ ତେଲ କଷ୍ଟ କୁ ଦୁର କରି ମନୁଷ୍ୟ ମାନ ରେ ଶାନ୍ତି ର ପ୍ରତୀକ ଦେଇଥାଏ । ଦିନ ସାରା ର ଅକ୍ଲାନ୍ତ ପରିସର ରେ ମନୁଷ୍ୟ ନିଜ ଶରୀର ର ଖୁବ୍ କମ୍ ଯତ୍ନ କରିଥାଏ । ତେଣୁ ପ୍ରଥମେ ସୋରିଷ ତେଲ କୁ ପାନ ପତ୍ର ର ଉପରେ ଯେପରି ଚୂନ ଲଗାଯାଏ ସେହିପରି ସୋରିଷ ତେଲ କୁ ପାନ ପତ୍ର ଉପରେ ଲଗାଇ ଦିଅନ୍ତୁ ।

ବର୍ତ୍ତମାନ ଗୋଟେ ତାୱା ଗ୍ୟାସ୍ ରେ ବସାନ୍ତୁ ଓ ଏହାକୁ ହାଲ୍କା ଗରମ ହେବାକୁ ଦିଅନ୍ତୁ । ଏହା ପରେ ଗ୍ୟାସ୍ ବନ୍ଦ କରି ଆପଣ ପୂର୍ବ ରୁ ଯେଉଁ ପାନ ପତ୍ର ତିକୁ ରଖିଥିଲେ ତାହାକୁ ଏହି ଥିରେ ସେକନ୍ତୁ । ପାନପତ୍ର ଯେତେବେଳେ ଅଳ୍ପ ପରିମାଣ ରେ ସେକି ହେଉଥିବା ପ୍ରାୟ 5 ରୁ 10 ମିନିଟ ପର୍ଯ୍ୟନ୍ତ ସେକିବା ପରେ ଏହାକୁ ବାହାରକୁ କାଢି ଆଣି ଆପଣ ଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ଜାଗାରେ ଲଗାଇ ଦିଅନ୍ତୁ ।

ଲଗେସାରିବା ପରେ ଏହାକୁ କୌଣସି କପଡା କିମ୍ବା ସୂତା ସାହାର୍ଯ୍ୟ ରେ ବାନ୍ଧି ଦିଅନ୍ତୁ । ଏବଂ ରାତିସାରା ଏହିପରି ଭାବେ ବନ୍ଧିକି ରଖନ୍ତୁ । ଏହାକୁ ଏହିପରି ଭାବେ ବ୍ୟବହାର କଲେ ନିଶ୍ଚିତ ଭାବେ ଆପଣ ଙ୍କ କଷ୍ଟ ରୁ ଆପଣ ଙ୍କୁ ମୁକ୍ତି ମିଳିବ । ଏହା ନିଶ୍ଚିତ କାମ କରିବା କାରଣ ଏହା ଆଗକାଳ ରୁ ପ୍ରଚଳିତ । ଏହାକୁ ବେଦୌଷଧି ମଧ୍ୟ କୁହାଯାଏ । ଏହାକୁ ଉପଦ୍ରବ କାଳ ପରେ ନିଶ୍ଚିତ ଆପଣ ଙ୍କୁ ଶୁଭ ଫଳ ମିଳିବ । ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *