ସ୍ଵପ୍ନରେ ଶୌଚ କରିବା, ହସିବା, କାନ୍ଦିବା, ଶୁଆ, ମୂଷା, ଡାଳିମ୍ବ ଆଦି 12ଟି ସ୍ଵପ୍ନ କଣ ଦିଏ ସଂକେତ- Swapna Shastra

ଆମ ମନର ଅନେକ ସମୟରେ ଆନେ କଥା ଆସିଥାଏ ଯଦି ଆମେ ଦେଖିବା ତ ଆମେ ଜାଣି ପାରିବା କ ଆମେ ଅନେକ ସମୟରେ ଯାହା କିଛି ଭାବୁ ତାହା ସବୁ ଆମ ଜୀବନରେ ଆସିଥାଏ । ଏହା ଶହ ଏହା ମଧ୍ୟ ଠିକ ଅଟେ କି ଯେଉଁ ମାନେ ସ୍ଵପ୍ନ ରେ ଇଛି ଦେଖି ଥାନ୍ତି ତାଙ୍କୁ କିଛି ନା କିଛି ମିଳି ଥାଏ ଦୁନିଆରେ । ଭଗବା କହିଛନ୍ତି କି ଏୟାର କିଛି ନା କିଛି ଅର୍ଥ ଅଛି ବିଦ୍ୟାନ ମାନେ ଅମଧ୍ୟ ଏହାର ବର୍ଣ୍ଣନା କରି ଛନ୍ତି ସ୍ଵପ୍ନ ଶାସ୍ତ୍ର ରେ । ଯଦି ଆମେ ଦେଖିବା ଆଇନ ଯିବା ତ ଆମେ ଜାଣି ପାରିବା କି ଅଲଗା ଅଲଗା ସ୍ଵପ୍ନା ର ମାନେ ଅଲଗା ଅଲଗା ଥାଏ ।

ଏହା ମଧ୍ୟ ସତ୍ୟ ଅଟେ କି ଏହା ପାଇଁ ଅନେକ ସମୟରେ କିଛି ଭା ପରିଣାମ ଥାଏ ଓ କିଛି ଖରାପ ପରିଣାମ ଥାଏ । ଆଜି ଆମେ ଆପଙ୍କୁ କହିବା କି ଆପଣ କେଉଁ ଭଳି ପରିଣାମ ପାଇବେ । ଆଜି ଆମେ କହୁଥିବା ଶାସ୍ତ୍ର ଅନୁସାରେ ଆଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କ ବାସଢ଼ା ହେବାର ସ୍ଵପ୍ନ ଯଦି ଆମେ ଦେଖୁଛେ ତେବେ ଏହା ଆଆ ପାଇଁ ଶୁଭ ଅଟେ ।

ଏହା ଶହ ମାତା ଲକ୍ଷ୍ମୀ ଙ୍କ ଆଗମନ ର କାରଣ ମଧ୍ୟ ଏହା ଅଟେ । ଯଦି ଆପଣ ସ୍ଵପ୍ନରେ ଶୋଇବା ବେଳେ ଘୋଡା ଉପରେ ନିଜକୁ ଦେଖୁଛନ୍ତି ତାହା ମଧ୍ୟ ସୁଭ ଅଟେ । ଏହାର ମାନେ ହେଉଛି କି ଆପଣ କିଛି ନୂଆ କାମ ପାଇବେ ଯାହା ଦ୍ଵାରା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଆଗମନ ହେବେ । ଏହା ସହ ଆପଣ ଯଦି ହାତୀ ଏଖୁଛନ୍ତି ତେବେ ଆପଣ କାହା ଠାରୁ ଫାଇଦା ପାଇବା ପାଇଁ ଯାଉଛନ୍ତି ।

ଆପଣ ଯଦି ନିଜକୁ ଅନାର ଖାଉଥିବାର ଦେଖୁଛନ୍ତି ତେବେ ଏହା ଦ୍ଵାରା ଆର୍ଥିକ ସ୍ଥିତି ଏ ସୁଧାର ଆସିବାର ଲକ୍ଷଣ ଦେଖା ଯାଇ ଥାଏ କେବଳ ଏହା ନୁହେଁ ଏହା ସହ କିଛି ନୂଆ କାମ ଅମଧ୍ୟ ପାଇବାର ଆପଣ ଦେଖିବେ । ଯଦି ଆମେ ଦହି ଖାଉ ହିବାର ଦେଖୁଛେ ତେବେ ଏହା ଅମଧ୍ୟ ଭଲ ଅଟେ କି ଆମେ କିଛି ଖୁଶି ଖବର ପାଇବା ପାଇଁ ଯାଉଛେ ।

ଯଦି ଆମେ କବାଟ କିମ୍ବା କାନ୍ଥରେ ଝିଟିପିଟିଦେଖିବା ପାଇଁ ପାଉଛେ ଏହା ଅମଦ୍ଧୟ ଭଲ ଅଟେ ଆମ ପାଇଁ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଏହାଉ ଦେଖିବା ବହୁତ ଶୁଭ ଅଟେ । ତୋତା କୁ ଆପଣ ଯଦି ଦେଖୁଛନ୍ତି ଏହା ଆମ ପାଇଁ ଭଲ ଅଟେ । ଆପଣ ଯଦି ନିଜକୁ ମାରିବାର ଘଟନା ଦେଖୁଛନ୍ତି ତେବେ ଏହା ଆପଣଙ୍କ ଆୟୁ କୁ ନୃଧ୍ହୀ କରାଇ ଦେଇଥାଏ ।

ଯଦି ଆପଣ କାହା ଘର ତିଆରି ହୋଇଥିବା ର ଦେଖୁଛନ୍ତି ଏହା ଆପଣଙ୍କ ପାଇଁ ଶୁଭ ଅଟେ । ଆପଣ ଯଦି ନିଜକୁ ହସୁଥିବାର ଦେଖୁଛନ୍ତି ଏହା ଆପଣଙ୍କ ପାଇଁ ଖୁବ ଖରାପ ଅଟେ । କେହି ମହିଳା ଯଦି ହସୁଛନ୍ତି ଏବେ ଆପଣ ଏହା ଦେଖିବା ପାଇଁ ପାଇବେ କି ଆପଣଙ୍କ ଘରେ ଆଗକୁ ଯାଇଇ ବହୁତ ବଡ ହଗଡା ହୋଇ ପାରେ । ଏହା ପାଇଁ ଆପଣ ସାବଧାନ ରୁହନ୍ତୁ ।

Leave a Reply

Your email address will not be published. Required fields are marked *