ଏହାକୁ ବାଳରେ ମାତ୍ର 3 ଥର ଲଗାନ୍ତୁ, ତା ପରେ ଯାହା ହେବ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ଆପଣଙ୍କୁ କହିବା କି କେଉଁ ଭଳି ଭାବେ ଆପଣ ଭୂଷଙ୍ଗ ପାତ୍ର କୁ ବ୍ୟବହାର କରିବେ । ଆପଣ ଯଦି ଏହାକୁ ନିଜର କେଶରେ ଲଗାଇବେ ଏହାର ଆପଣ ଫରକ ଏହା ପରେ ଜାଣି ପାରିବେ । ଆପଣ ଯଦି ଦେଖିଛନ୍ତି ତ ଏହା ମଧ୍ୟ ଜାଣି ଥିବେ କି ଏହା ଆମେ କେବଳ ଖାଇବା ପାଇଁ ନୁହେଁ ଅନ୍ୟ କାମ ପାଇଁ ମଧ୍ୟ ବ୍ୟବହାର କରି ପାରିବେ । ଏହା ସତ୍ୟ ଅଟେ କି ଆମେ ଯାହା କିଛି ଭି କରୁଛେ କିମ୍ବା ଆମେ ଯାହା କିଛି ଭି କରିବା ପାଇଁ ଚାହୁଁଛେ ।

ମାନେ କର ଧରି ନିଅନ୍ତୁ ଅନେକ ମହିଳା ମାନେ ସିରିୟାଲ ରେ ଥିବା ଅଭିନେତ୍ରୀ ଙ୍କ ଲାମ୍ବା ଓ ସୁନ୍ଦର କେଶ କୁ ଦେଖିକି ସେହି ଭଳି କେଶାର କାମନା କରି ଥାନ୍ତି । କିନ୍ତୁ ସବୁ ବେଳେ ନିଜକୁ ସେହି ଭଳି ରଖିବା ସମ୍ଭବ ହୋଇ ନଥାଏ । ଆପଣ ମାନେ ମଧ୍ୟ ଜାଣି ଥିବେ କି ଅନେକ ସମୟରେ ଅନେକ କାମ ରହି ଯାଇ ଥାଏ ।

ମହିଳା ମାନେ ଘରେ ରୁହନ୍ତୁ କିମ୍ବା ସେମାନେ ବାହାରେ ରୁହନ୍ତୁ ସେମାନେ ସବୁ ବେଳେ କିଛି ନା କିଛି ସମୟ କାଢି ନିଅନ୍ତି ନିଜକୁ ସଜେଇବା ପାଇଁ ଏହା କେବଳ ମହିଳା ମାନଙ୍କ ପାଖରେ ନଥାଏ । ଏହା ଅନ୍ୟ ମାନଙ୍କ ପାଖରେ ମଧ୍ୟ ଦେଖା ଯାଇ ଥାଏ ।

ଆଜି ଆମେ କହିବା କି ଆପଣ ନିଜ କେଶର ଯତ୍ନ କିଭଳି ନେବେ ଏହି ସାମାନ୍ଯ ପତ୍ର ଦ୍ଵାରା । ଆପଣ ଏକ ସୁନ୍ଦର କେଶ ପାଇବେ । ଆପଣ ଏହାକୁ ବ୍ୟବହାର କରିବା ପରେ ନିଜର କେଶକୁ ମୋଟା ହେବାର ମଧ୍ୟ ଅନୁଭବ କରିବେ । କିନ୍ତୁ ଆପଣ ଯଦି ନିଜ କେଶ ପାଇଁ ବାହାର ର କିଛି ବସ୍ତୁ ବ୍ୟବହାର କରିବା ଦ୍ଵାରା ଆମର ପଇସା ଖର୍ଚ୍ଚ ହୋଇ ଥାଏ ଏହା ଶହ କିଛି ସାଇଡ ଇଫେକ୍ଟ ମଧ୍ୟ ଦେଖା ଯାଇ ଥାଏ ।

ଆପଣ ଏହାକୁ କରିବା ପାଇଁ ଏକ ଜାଗାରେ ଆପଣ କିଛି ପାଣି ନେବେ ଓ ଏହା ମଧ୍ୟରେ କିଛି ପତ୍ର ପକାଇ ଦେବେ । ଆପଣ ଏହା ପରେ ଏହାକୁ ପାଣି ଅଧା ହେବା ଯାଏ ଫୁଟାଇ ନେବେ ଏହା ପରେ ଆପଣ ଦେଖିବା ପାଇଁ ପାଇବେ କି ଏହା ଗ୍ରୀନ ରଙ୍ଗର ହୋଇ ଯାଇଅଛି ଏହାକୁ ଛାଣିକି ଏହାକୁ ଥଣ୍ଡା କରି ନେବେ ।

ଏହା ପରେ ଏହାକୁ ଆପଣ ମଝି ମଝି ରେ ମୁଣ୍ଡରେ ପକାଇ ଦେବେ । ଏହା ପାଇଁ ଆଉ ଏକ ଅନ୍ୟ ଉପାୟ ମାନ ମଧ୍ୟ ଅଛି ଯାହାକୁ ଆପଣ ଦେଖିଲେ ଜାଣି ପାରିବେ । ଏହାର ଆଉ ଏକ ଉପାୟ ହେଉଛି କି ଆପଣ କିଛି ପତ୍ର କୁ ନେଇକି ଏହାକୁ ବାଟିକି ମୁଣ୍ଡରେ ଲଗାଇ ପାରିବେ ଯାହା ଦ୍ଵାରା ଆପଣଙ୍କ ମୁଣ୍ଡରେ ଥିବା ରୂପୀ ସମସ୍ଯା ଦୂର ହୋଇଯିବ ।

ଏହା ପରେ ଆପଣ ଏହାକୁ ତେଲରେ ଫୁଟାଇକି ମଢହୟ ଏହାକୁ ଷ୍ଟୋର କରି ପାରିବେ ଯାହା ଦ୍ଵାରା ଆପଣ ଏହାକୁ ମଝି ମଝି ରେ ଲଗାଇ ପାରିବେ । ଯାହା ଦ୍ଵାରା କେଶ କଳା ହେବା ସହ ସୁନ୍ଦର ଓ ମଜବୁତ ମଧ୍ୟ ହୋଇଯିବ । ଆପଣ ଦହି ଶିକାକାଇ ସହ ଆପଣ ଏହି ପତ୍ର ଲଗାଇ ମୋଟା ଚୁଟି କୁ ମୋଟା କରି ପାରିବେ ।

Leave a Reply

Your email address will not be published. Required fields are marked *