ଏହି ୩ ବ୍ୟକ୍ତି ଙ୍କ ଭଲ କେବେବି କରନ୍ତୁ ନାହିଁ , ନ ହେଲେ ପଛରେ ପସ୍ତେଇବେ ll CHANAKYA NEETI ll

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନ ରେ ଜଣେ ଭଲ ବନ୍ଧୁ ର ଆବଶ୍ୟକତା ରହିଛି । ଯିଏ ତାଙ୍କୁ ସର୍ବଦା ସଠିକ ମାର୍ଗ ରେ ଚାଲିବା ଶିଖାଉଥିବ । ସେହିପରି ଭାବରେ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନ ରେ ଏଭଳି ଜଣେ ଶ-ତ୍ରୁ ରହିବା ମଧ୍ୟ ଆବଶ୍ୟକ ଯେଉଁ ମାନଙ୍କ ପାଇଁ ବ୍ୟକ୍ତି ଜୀବନ ରେ ଆଗକୁ ବଢ଼ି ପାରିବ । ଆପଣ ମାନେ ତ ଶୁଣିଥିବେ ଯେ, ଅନ୍ୟ ବ୍ୟକ୍ତି ଙ୍କୁ ଜଣେ ଭଲ ବନ୍ଧୁ ରୂପରେ ସାହାଯ୍ୟ କରିବା ମଙ୍ଗଳକର କାର୍ଯ୍ୟ ହୋଇଥାଏ । କିନ୍ତୁ ଶା-ସ୍ତ୍ର ଅନୁସାରେ ଏଭଳି ୩ ଜଣ ବ୍ୟକ୍ତି ଙ୍କ ସମ୍ବନ୍ଧରେ କୁହାଯାଇଛି ଯେଉଁ ମାନଙ୍କୁ ସାହାଯ୍ୟ କରିବା ଆଦୋୖ ଉଚିତ ନୁହେଁ ଏବଂ ସେମାନଙ୍କ ଭଲ ଚାହିଁବା ମଧ୍ୟ ଉଚିତ ନୁହେଁ । ସେମାନଙ୍କୁ ସାହାଯ୍ୟ କରିବା ଦ୍ଵାରା ନିଜର ସ-ର୍ବ-ନା-ଶ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ପ୍ରଥମ ରେ ହେଉଛି, କେବେବି କୌଣସି ମୂର୍ଖ ବ୍ୟକ୍ତି ଙ୍କୁ ଜ୍ଞାନ ଦେବା ଉଚିତ ନୁହେଁ । ଏଭଳି ବ୍ୟକ୍ତି ଙ୍କୁ ଜ୍ଞାନ ଦେବା ର କୌଣସି ଫାଇଦା ନାହିଁ । ବରଂ ସେମାନେ ଆପଣଙ୍କୁ ଖ-ରା-ପ ଭାବନ୍ତି ଏବଂ ଆପଣ ଦେଇଥିବା ଜ୍ଞାନ ର ଅ-ସ-ଦ୍ ଉପଯୋଗ କରନ୍ତି । ଏହାଦ୍ବାରା ସମାଜ ରେ ଆପଣଙ୍କ ନି-ନ୍ଦା ହୋଇଥାଏ । ତେଣୁ କେବେବି କୌଣସି ମୂର୍ଖ ବ୍ୟକ୍ତି ଙ୍କୁ ଅଯଥା ନିଜର ସମୟ ନ-ଷ୍ଟ କରି ଜ୍ଞାନ ପ୍ରଦାନ କରନ୍ତୁ ନାହିଁ । ୨. ବନ୍ଧୁଗଣ ଦ୍ବିତୀୟ ରେ ହେଉଛି, ଚରିତ୍ର ହୀ-ନ ଓ ଝ-ଗ-ଡ଼ା କରୁଥିବା ନାରୀ ଙ୍କ ସହିତ କେବେବି ସମ୍ବନ୍ଧ ସ୍ଥାପନ କରନ୍ତୁ ନାହିଁ । ଏଭଳି ନାରୀ ଆପଣଙ୍କୁ ନୁହେଁ , କେବଳ ଆପଣଙ୍କ ସମ୍ପତ୍ତି କୁ ଭଲ ପାଇଥାନ୍ତି । ଏମାନଙ୍କ କାର୍ଯ୍ୟକଳାପ ଦ୍ୱାରା ସମାଜ ରେ ଆପଣଙ୍କ ମାନ ସମ୍ମାନ ର ହା-ନୀ ହୋଇଥାଏ । ତେଣୁ ଯେତେ ଦୂର ସମ୍ଭବ ଏଭଳି ନାରୀ ଙ୍କ ଠାରୁ ଦୂର ରେ ରୁହନ୍ତୁ । ୩. ବନ୍ଧୁଗଣ ତୃତୀୟ ରେ ହେଉଛି, ଯେଉଁ ବ୍ୟକ୍ତି ଅଳ୍ପ ରେ ସନ୍ତୁଷ୍ଟ ହୋଇ ନଥାନ୍ତି ସେହି ବ୍ୟକ୍ତି ଙ୍କ ସହିତ କେବେବି ସମ୍ପର୍କ ବାନ୍ଧନ୍ତୁ ନାହିଁ । ଏଭଳି ବ୍ୟକ୍ତି ସର୍ବଦା ଅଧିକ ଆଶା ରଖନ୍ତି ଏବଂ ଆଶା ପୂର୍ଣ୍ଣ ନ ହେଲେ ଭଗବାନ ଓ ନିଜ ଭାଗ୍ୟ କୁ ଦୋଷ ଦେଇଥାନ୍ତି । ଏଭଳି ବ୍ୟକ୍ତି କର୍ମ ଠାରୁ ଅଧିକ ଫଳ ପ୍ରତି ଆଶା ରଖନ୍ତି । ଏମାନେ କେବେବି ଖୁସି ରେ ରୁହନ୍ତି ନାହିଁ ଏବଂ ଏମାନଙ୍କ ପାଖରେ ରହୁଥିବା ବ୍ୟକ୍ତି ମଧ୍ୟ କେବେବି ଖୁସି ରେ ରୁହନ୍ତି ନାହିଁ । ତେଣୁ ଏଭଳି ବ୍ୟକ୍ତି ଙ୍କ ଠାରୁ ସର୍ବଦା ଦୂରତା ବଜାୟ ରଖନ୍ତୁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *