ରାତିରେ ଶୋଇବା ସମୟରେ ଡାଲଚିନି କ୍ଷୀର ପିଅନ୍ତୁ 3 ଦିନରେ ଫରକ ଦେଖାଯିବ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଏହି ଅ-ଶୃ-ଙ୍ଖ-ଳି-ତ ଜୀଵନ ଯୋଗୁଁ ଆମ ଶରୀର ବହୁତ ଅ-ସୁ-ସ୍ଥ ହୋଇ ପଡୁଛି ଦୁ-ର୍ବ-ଳ ହୋଇ ଯାଉଛି । ତେବେ ଏହା ଦ୍ୱାରା ଆମେ ଅନେକ ରୋଗ ରେ ମଧ୍ୟ ପଡୁଛୁ । ଆ-ଣ୍ଠୁ ଗ-ଣ୍ଠି ବି-ନ୍ଧା ତ ବୟସ ପୂର୍ବରୁ ଆରମ୍ଭ ହୋଇ ଯାଉଛି । ତେବେ ଏଥିପାଇଁ ଆମେ ଅନେକ ପ୍ରକାରର ଔଷଧ ମଧ୍ୟ ସେଵନ କରି ଦେଇ ଥାଉ କିନ୍ତୁ ତାହା ମଧ୍ୟ ଆମ ଶରୀର ପାଇଁ ଉପଯୁକ୍ତ ନୁହେଁ । ତେବେ କିନ୍ତୁ ଆମେ କିଛି ଘରୋଇ ଉପଚାର ଦ୍ୱାରା ନିଜ ଶରୀର କୁ ସୁ-ସ୍ଥ ଏବଂ ଭଲ ରଖି ପାରିବୁ ତେବେ ଆସନ୍ତୁ ସେହି ବିଷୟ ରେ ଜାଣିନେବା । ତେବେ ଆମ ଶରୀର ରେ କ୍ୟାଲସିୟମ ପାଇଁ ଆମକୁ କ୍ଷୀର ର ସେଵନ କରିବା ନି-ହା-ତି ଆବଶ୍ୟକ ଅଟେ । କ୍ଷୀର ଦ୍ୱାରା ଆମ ଶରୀର ସବଳ ଏବଂ ସୁ-ସ୍ଥ ରୁହେ । ତେବେ ଶା-ସ୍ତ୍ର ରେ କୁହାଯାଇଛି କି ସବୁବେଳେ କ୍ଷୀର କୁ ରାତି ସମୟରେ ହିଁ ପିଇବା ଉଚିତ କେବେବି ସକାଳେ ପିଇବା ଉଚିତ ନୁହେଁ ।
ତେବେ ଗାଈ କ୍ଷୀର ରେ ଅଳ୍ପ ଡାଲଚିନି ପକାଇବା ଦ୍ୱାରା ସେହି କ୍ଷୀର ର ଗୁଣ ଆହୁରି ବଢ଼ିଯାଏ ଏବଂ ତାହାର ସେବନ ଦ୍ୱାରା ଆମ ଶରୀର କୁ ମଧ୍ୟ ବହୁତ ଫାଇଦା ମିଳେ । ତେବେ ଆପଣ ପ୍ରଥମେ ବଜାର ରୁ ଗୋଟା ଡାଲଚିନି ଆଣନ୍ତୁ ଏବଂ ତାକୁ ହେମ ଦସ୍ତା ରେ କୁଟି ତାର ଗୁ-ଣ୍ଡ ପ୍ରସ୍ତୁତ କରନ୍ତୁ ।
ତାପରେ ଆପଣ କଞ୍ଚା କ୍ଷୀର ରେ ଦୁଇ ରୁ ତିନି ଚାମଚ ଅଳ୍ପ କରି ଏହି ଗୁ-ଣ୍ଡ କୁ ପକେଇ ଦେଇ ତାକୁ ଫୁ-ଟେ-ଇ ଦିଅନ୍ତୁ ଏବଂ ପରେ ଏହାର ସେବନ କରନ୍ତୁ । ତେବେ ଏହି କ୍ଷୀର ର ସେବନ ଦ୍ୱାରା ଆପଣଙ୍କ ଚେହେରା ରେ ଚମକ ଆସିବ ବ୍ରଣ, ଦା-ଗ ଆଦି ସବୁ ଧୀରେ ଧୀରେ ଦୁର ହୋଇ ଯିବ । କେଶ ମଧ୍ୟ ଉ-ପୁ-ଡି-ବା ବନ୍ଦ ହୋଇଯିବ ଏବଂ କେଶ ଘ-ନ ହେବ ।
ତା ସହ ଯେଉଁ ମାନେ ଦୁ-ର୍ବ-ଳ କିମ୍ବା ବହୁତ ପତଳା ଅଛନ୍ତି ଏହି କ୍ଷୀର ର ସେଵନ କରିବା ଦ୍ୱାରା ସେମାନଙ୍କ ଓଜନ ବଢୁଥାଏ ଏବଂ ସେମାନେ ବହୁତ ଭଲ ଏବଂ ଆକର୍ଷଣୀୟ ମଧ୍ୟ ଦେଖା ଯାଆନ୍ତି ।
ତେବେ ଏହା ଦ୍ୱାରା ଆମକୁ କ୍ୟାଲିସିୟମ ମିଳେ ଏବଂ ର-କ୍ତ ସଞ୍ଚାଳନ ମଧ୍ୟ ଠିକ ରେ ହୋଇଥାଏ । ଡାଲଚିନି ମିଶା କ୍ଷୀର ପିଇବା ଦ୍ୱାରା ପାଚନ କ୍ରିୟା ଠିକ ରେ ହୋଇଥାଏ ଖାଦ୍ୟ ମଧ୍ୟ ଭଲ ଭାବରେ ହଜମ ହୁଏ ।
ତେବେ ଆଶା କରୁଛି ଏହି ବିଷୟ ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *