ମଦ ନିଶାରେ Usasi Mishra ଙ୍କ ଡ୍ୟାନ୍ସ ଦେଖିଲେ ବିଶ୍ଵାସ କରିପାରିବେନି, ଦେଖନ୍ତୁ Video

ଓଡିଆରେ ଥିବା କିଛି ଅଭିନେତ୍ରୀ ମାନଙ୍କୁ ଆମେ ଅଭୁତ ଭଲ ଭାବେ ଜାଣିବା ପରେ ମଧ୍ୟ । ଅନେକ ସମୟରେ ଆମେ ତାଙ୍କୁ ଚିହ୍ନିବା ପାଇଁ କୁ ଭୁଲ କରି ଦେଇ ଥାଉ କଳାକାର କେଉଁ ଭଳି ଯେ ନିଜ ଅକଳାର ପ୍ରଦରଶନ କରିବ୍ବ ଏହା କେହି କହି ପାରିବେ ନି ଆପଣ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ କି କିଛି କଳାକାର ମାନେ ନିଜ ବଯଶ ଠାରୁ ଅଧିକା ବୟଶ ର ଲୋକଙ୍କ ଅଭିନୟ କରିବା ବେଳେ କିଛି ଜଣ ଅଛନ୍ତି ଯେଉଁ ମାନେ ନିଜ ବୟଶ ଠାରୁ କମ ଭଳି ଅଭିନୟ କରୁଛନ୍ତି ଏହାର ଉଦାହରଣ ହେଉଛି କି ଯେଉଁ ବୟଶରେ ମା ଅଭିନୟ କରିବା ବୟଶ ନାଇ ସେହି ବୟଶ ରେ ମା ଚରିତ୍ରରେ ଅଭିନୟ କରୁଛନ୍ତି ଉଷାଶୀ ମିଶ୍ର ।

ଆଉ ଏକ ଉଦାହରଣ ହେଉଛି କି ଅମିତାବଚନ ଯିଏ କି ଏକ ବୟସ୍କ ବ୍ୟକ୍ତି ସେ ନିଜ ବୟଶ ଠାରୁ କମ ବୟଶ ପାଇଁ ଅଭିନୟ କରିଥିଲେ ପା ଚଳଚିତ୍ର ରେ । ଏହି ଭଳି ଆହୁରି ଅନେକ ଉଦାହାର ଅଛି ଦେବା ଅପାଇନ ଯିବା ତ ହୁଏ ତ କମ ପଡିଇଯିବ ଆମ କଥା ।

ଏବବେ ଆଜି ଆମେ କଥା ଆହେବା କି ଉଷାଶୀ ମିଶ୍ର ଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ତାଙ୍କ ଅମତ ଅନୁସାରେ ଯଦି ଦେଖିବା ପାଇଁ ଯିବା ତ ସେ ମଦ ନ ପିକି ମଦୁଆ ଏନକେ ଅଭଳି ଅଭିନୟ ଅକରିବା ପାଇଁ ଚେଷ୍ଟା କରୁଛନ୍ତି ।

ଏହା ସହ ସେ ତାଙ୍କ ଡ୍ୟାନ୍ସ ରେ ଏହି ଭଳି କିଛି ଜାଦୁ କରି ଦେଇଛନ୍ତି କି ଦର୍ଶକ ମାନେ ଏହାକୁ ସାତ ମଧ୍ୟ ଭାବି ନେଇଛନ୍ତି କି ଏହା ବୋଧେ ହୁଏ ତ ସତ୍ୟ ଘଟଣା ଅଟେ । ତାଙ୍କ ମଦ ନିଶାରେ ନାଚିବା ଭିଡୋ ଯିଏ ଭି ଦେଖୁଛି ତାଙ୍କ ଚରିତ୍ରର ତାରିଫ ନ କରିକି ରହି ପାରୁନି ତେବେ ଏହା ସେ ଖାଲି ସମୟରେ ନେଇ ଥିବା ଏକ ଭିଡିଓ ଅଟେ ।

ଯାହା ସେ ନିଜ ଶୁଟିଙ୍ଗ ସେଟ ରେ ନେଇଛନ୍ତି । ଉଷା ଆଗରୁ ଅନେକ ବଡ ଛୋଟ କଳାକାର ଙ୍କ ସହ ଅଭିନୟ କରି ସାରିଛନ୍ତି ସେ ଜଣେ ମଞ୍ଚ ଅଭିନେତ୍ରୀ ମଧ୍ୟ ଅଟନ୍ତି । ସେ ନିଜ କୁ ସବୁ କ୍ଷେତ୍ରରେ ପ୍ରମାଣିତ କରି ଆସିଛନ୍ତି ।

ତାଙ୍କ ଯିବନର ଏକ ଦିନ ଭି ଏହି ଭଳି ଯାଇନି ଯେଉଁ ଜାଗାରେ ସେ ଡୁହକାହ ଅନୁଭବ କରି ନାହାଁନ୍ତି ଏହା ତ ମଣିଷ ପାଇଁ ସ୍ଵାଭାବିକ କଥା ମାତ୍ର ଯଦି ଦେଖିବା ପାଇଁ ଯିବା ତ ଉଷାଶୀ ସବୁ ବେଳେ ନିଜକୁ କ୍ୟାମେରା ଆଗରେ ହସାଉ ଥାନ୍ତି ଏହା ସହ ସେ ସବୁ ବେଳେ ହସ ହସ ମୁହଁ ନେଇକି ଆସିଥାନ୍ତି ଦର୍ଶକ ଙ୍କ ଆଗକୁ । ଏହା ସହ ଆଉ କିଛି ମଧ୍ୟ କଥା ଅଛି ଯାହା ତାଙ୍କ ଫ୍ୟାନ୍ସ ମାନେ ବହୁତ ଭଲ ଭାବେ ଜାଣି ଥିବେ ଏହା ପାଇଁ ସେ ତାଙ୍କଉ ଖୂବ ସମାନ ମଧ୍ୟ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *