ମାତ୍ର 7 ଦିନରେ ଆଁଠୁଗଣ୍ଠି, ଡାଇବେଟିସ, ମୋଟାପଣ ସମସ୍ୟାରୁ ପାଇବେ ମୁକ୍ତି, କରନ୍ତୁ ଏହି ରାମବାଣ ଉପାୟ (Healthy Tips)

ବନ୍ଧୁଗଣ ବର୍ତମାନ ସମୟରେ ସୁସ୍ଥ ରହିବା ନିହାତି ଆବଶ୍ୟକ । ସୁସ୍ଥ ରହିବା ନିମନ୍ତେ ଆମେ ବିଭିନ୍ନ ପ୍ରକାରର ଉପାୟ ଅପଣାଇଥାଉ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଚମତ୍କାରୀ ପତ୍ର ବିଷୟରେ କହିବୁ ଯାହା ଆମ ଶରୀର ପାଇଁ ଏତେ ଲାଭଦାୟକ ହୋଇଥାଏ ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପତ୍ର ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ତେବେ ଏହି ରେମିଡି ପ୍ରସ୍ତୁତ କରିବା ପାଇଁ  ଆପଣଙ୍କୁ ଆବଶ୍ୟକ ହେବ ତେଜ ପତ୍ର । ଯାହା ରୋଷେଇ ଘରେ ଖୁବ ସହଜରେ ମିଳିଥାଏ ।

ତେଜ ପତ୍ର ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଆଣ୍ଟି ଫଙ୍ଗାଳ, ଆଣ୍ଟି ବାକ୍ଟେରିଆ ଭଳି ଗୁଣ ରହିଥାଏ । ତେଜପତ୍ର ଦାନ୍ତ ବିନ୍ଧା, ଡାଇବେଟିସ , ଆଲଜାଇମେର, ଭୁଲିବା ଭଳି ରୋଗ ହୋଇଥିଲେ ଦୂର କରିଥାଏ । ତେବେ ଏହି ଗଛର ନାମ ହେଉଛି ତମଲୁ ଗଛ ଏହାର ପତ୍ର ଦେଖିବାକୁ ସବୁଜ ହୋଇଥାଏ । ଏହି ତମଲୁ ଗଛର ପତ୍ରକୁ ଖରାରେ ଶୁଖାଇବା ପରେ ଏହା ତେଜ ପତ୍ର ହୋଇଥାଏ ।

ଯଦି ଆପଣ ମୋଟାପଣ ଭଳି ସମସ୍ୟା ର ସମୁଖୀନ ହୋଇଛନ୍ତି ତେବେ 3ଟି ତେଜ ପତ୍ର ନିଅନ୍ତୁ ଏବଂ ଏହାକୁ ଗୋଟେ ଗ୍ଳାସ ପାଣିରେ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏହା ପରେ ସେହି ପାଣିକୁ ପିଅନ୍ତୁ । ଏହି ପାଣି ପିଇବା ଦ୍ଵାରା ଆପଣଙ୍କ ମୋଟାପଣ ଭଳି ସମସ୍ୟା ଦୂର ହୋଇଥାଏ । ଏହି ପତ୍ର ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ ।

ଆଁଠୁ ଗ୍ନଠି, ଅଣ୍ଟା ବିନ୍ଧା ବା ମାଂସପେଶୀରେ ଅନ୍ତ୍ରଣା ହେଉଥିଲେ ତେଜପତ୍ରର ପାଣି ସେବନ କରିଲେ ଆରମ ମିଳିଥାଏ । ଏହି ପାଣିକୁ ମାତ୍ର ୭ ଦିନ ସେବନ କରନ୍ତୁ ଦେଖିବେ ଆପଣଙ୍କ ସ୍ୱାସ୍ଥ୍ୟ ରେ କିପରି ସୁଧାର ଆସିଥାଏ ।  ତେଜପତ୍ର ର ଗୁଣ୍ଡ ସେବନ କରିଲେ ଆଲଜାରି ରୋଗ ଠିକ ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କୁ ଭୂଲିବା ରୋଗ ଅଛି ସେମାନଙ୍କ ପାଇଁ ଏହା ଅଧିକ ଭଲ ହୋଇଥାଏ ।

ଏକ ଚାମଚ ତେପଜତ୍ର ଗୁଣ୍ଡ ସହ ଘୋଳ ଦହି ମିସାଇ ସେବନ କରନ୍ତୁ । ତେଜ ପତ୍ର ଥଣ୍ଡା ଏବଂ କାସ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ତେଜପତ୍ରର ଗୁଣ୍ଡକୁ ଅଧ ଚାମଚ ପ୍ରତିଦିନ ସେବନ କରିଲେ ଲାଭଦାୟକ ଅଟେ । ଦାନ୍ତରେ କଷ୍ଟ ହେଉଥିଲେ ଏହି ଗୁଣ୍ଡକୁ ବ୍ୟବହାର କରିହେବ । ଯାହା ଦ୍ଵାରା ଦାନ୍ତ ମୋତି ଭଳି ଚମକି ଉଠିବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *