ବନ୍ଧୁଗଣ ଯଦି ଆପଣ ଏହି ୩ଟି ଜିନିଷ କୁ ରାତିରେ ପାଣିରେ ଭିଜେଇ ସକାଳେ ଖାଆନ୍ତି ତେବେ ଦେଖିବେ ଆପଣଙ୍କ ଶରୀରରେ ଅଧିକ ମାତ୍ରାରେ ଆଣ୍ଟି ଏକ୍ସିଯେନ, ଆଣ୍ଟି ଇଣ୍ଟଲୋମେଟିକ ମିଳିଥାଏ । ଯାହା ଆମ ଶରୀର ପାଇଁ ବହୁତ ଆବଶ୍ୟକ ଏବଂ ଚମତ୍କାର ଲାଭ ମଧ୍ୟ ଦେଇଥାଏ । ଏହି ଜିନିଷ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଏହା ବିଭିନ୍ନ ପ୍ରକାରର ରୋଗ ଠାରୁ ମଧ୍ୟ ଆପଣଙ୍କୁ ଦୂରେଇ ରଖିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ ବିଷୟରେ ।
କଖାରୁ ମଞ୍ଜି:- ଏଥିରେ କ୍ୟାଲେରି ବହୁତ୍ କମ୍ ରହିଥାଏ । ଏଥିରେ ଭିଟାମିନ ଇ, ଜିଙ୍କ, ଆଇରନ ଖୁବ୍ ମାତ୍ରାରେ ରହିଛି ଯାହା ଆମ ସ୍ଵାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ । ଏଥିରେ କ୍ୟାଲସିଅମ ର ମାତ୍ରା ବହୁତ୍ ଅଧିକ ରହିଥାଏ ଯାହା ଫଳରେ ଏହା ଆମ ଶରୀରର ହାଡ କୁ ମଜବୁତ୍ କରିବାରେ ସାହାଯ୍ୟ କରିଥାଏ । ଏହାର ସେବନ କରିବା ଦ୍ୱାରା ଶରୀରରେ ରକ୍ତର ଅଭାବ ମଧ୍ୟ ଦୂର ହୋଇଥାଏ ।
ଚିଆ ସିଡ:- ଏଥିରେ ବହୁତ୍ ପରିମାଣରେ ଓମେଗା ୩ ଏବଂ ଫ୍ୟାଟି ଏସିଡ ରହିଥାଏ । ଏହା ସହିତ ଏଥିରେ ପ୍ରୋଟିନ ଏବଂ ଫାଇବର ମଧ୍ୟ ରହିଛି । ଚିଆ ସିଡ ଡାଇବେଟିସ ରୋଗୀ ଙ୍କ କୌଣସି ରାମବାଣ ଉପାୟ ଠାରୁ କମ ନୁହେଁ । ଏହାର ସେବନ କରିବା ଦ୍ଵାରା ଶରୀରରେ ମେଟାବୋଲିଯିମ ମଧ୍ୟ କମ ହୋଇଥାଏ । ଏହାର ସେବନ କରିବା ଦ୍ଵାରା ହାଇ ବିପି ଭଳି ସମସ୍ୟା ମଧ୍ୟ ଭଲ ହୋଇଥାଏ । ଏହା ଶରୀର ପାଇଁ ବହୁତ୍ ଲାଭଦାୟକ ହୋଇଥାଏ ।
ଆଲସି:- ଏଥିରେ ପ୍ରୋଟିନ, ଫାଇବର, ମାଗ୍ନସ, ଓମେଗା-୩, ଫ୍ୟାଟି ଏସିଡ ଭରପୁର ମାତ୍ରାରେ ରହିଥାଏ । ଯଦି ଆପଣଙ୍କୁ ବଡହଜମ, କୋଷ୍ଠକାଠିନ୍ୟ, ଗ୍ୟାସ ଆଦି ଭଳି ସମସ୍ୟା ରହିଛି ତେବେ ଅଲସି ବହୁତ ଫାଇଦା ଦେଇଥାଏ । ଏଥିରେ ପୋଟାସିୟମ ଥିବା ଫଳରେ ଏହା ହାର୍ଟ କୁ ମଧ୍ୟ ସୁସ୍ଥ ରଖିଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।