ଭିଜା ବାଦାମ ଖାଇବାର ଫାଇଦା ଓ କ୍ଷତି, ଖାଇବାର ସଠିକ ତରିକା ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଭିଜା ବାଦାମ ଖାଇବାର କଣ ସବୁ ଫାଇଦା ରହିଛି ଏବଂ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ବାରା କଣ ସବୁ ଅସୁବିଧା ହୋଇଥାଏ ତାହା ବିଷୟରେ କହିବୁ । ବାଦାମ ଖାଇବାର ସଠିକ୍ ସମୟ ଏବଂ ଏହାକୁ ଖାଇବାର ସଠିକ୍ ଉପାୟ ବିଷୟରେ ମଧ୍ୟ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ବାଦାମ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ବାଦାମରେ କ୍ୟାଲସିଅମ, ଫାଇବର, ପୋଟାସିୟମ, ଜୀଙ୍କ, ଆଇରନ ଭରପୁର ମାତ୍ରାରେ ରହିଛି । ଏହାର ସେବନ ଦ୍ଵାରା ଆମ ଶରୀର ବିଭିନ୍ନ ପ୍ରକାରର ରୋଗ ଠାରୁ ମଧ୍ୟ ଦୂରେଇ ରହିଥାଏ ।

ଭିଜା ବାଦାମକୁ ପ୍ରତିଦିନ ସକାଳେ ଏବଂ କରନ୍ତୁ । ସକାଳେ ଖାଇବା ଦ୍ଵାରା ଆମ ଶରୀରରେ ବହୁତ୍ ଫାଇଦା ହୋଇଥାଏ । ଯଦି ଆପଣ ମୋଟାପଣ କମ କରିବାକୁ ଚାହୁଁଛନ୍ତି ତେବେ ଭିଜା ବାଦାମ କୁ ସକାଳେ ଖାଲି ପେଟରେ ଖାଆନ୍ତୁ । ଯଦି ଆପଣଙ୍କୁ ରାତିରେ ନିଦ ହେଉନଥାଏ ତେବେ ରାତିରେ ଶୋଇବା ପୂର୍ବରୁ ବାଦାମ ଖାଇନିଅନ୍ତୁ ଦେଖିବେ ଆପଣଙ୍କୁ ବହୁତ ଆରାମ ମିଳିବା ସହ ନିଦ ମଧ୍ୟ କଂପ୍ଲିଟ ହୋଇଥାଏ ।

ବାଦାମ କୁ ଖାଇବାର ସଠିକ ଉପାୟ ହେଉଛି ଏହାକୁ ରାତିରେ ପାଣିରେ ଭିଜେଇ ସକାଳୁ ଏହାର ଚୋପା ଛଡାଇ ଏବଂ କରିବା । ଏହା ଦ୍ବାରା ସ୍ମାରଣସକ୍ତି ବୃଦ୍ଧି ହେବା ସହ ତ୍ଵଚରେ ଗ୍ଲୋ ମଧ୍ୟ ଆସିଥାଏ । ବାଦାମ କୁ କ୍ଷୀର ଏବଂ ଖଜୁରୀ ସହ ମିଶାଇ ପିଇବା ଦ୍ଵାରା ଶରୀରକୁ ଶକ୍ତି ମିଳିଥାଏ । ଏହାର ସେବନ ଦ୍ଵାରା ଆପଣ ସବୁବେଳେ ସୁସ୍ଥ ରହିଥାନ୍ତି ।

ପ୍ରତିଦିନ ୪ଟି ରୁ ୫ଟି ବାଦାମ ଆମ ଶରୀର ପାଇଁ ଠିକ୍ ହୋଇଥାଏ । ବାଦାମ ଆମ ଶରୀରକୁ ବହୁତ୍ ପ୍ରକାରର ରୋଗ ଠାରୁ ଦୂରେଇ ରଖିବା ସହ ଆମକୁ ଏକ୍ଟିଭ ମଧ୍ୟ ରଖିଥାଏ । ବାଦାମ ରେ ଭିଟାମିନ ଇ ରହିଥାଏ ଯାହା ଆମ ତ୍ଵଚା ଏବଂ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବାଦାମ ର ଏବଂ କରିବା ଦ୍ୱାରା ହାର୍ଟ ସମ୍ବନ୍ଧିତ ରୋଗ ଠାରୁ ମଧ୍ୟ ଦୂରେଇ ରହିଥାଏ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *