15 ଦିନ ଏହାକୁ ବନେଇ ପିଇ ନିଅନ୍ତୁ, ଆଣ୍ଠୁ ଗଣ୍ଠି ବିନ୍ଧା (Joint Pain), ମୋଟାପଣ, ଡାଇବେଟିସ, Cholestrole, ପଥରୀ କେବେବି ହେବ ନାହିଁ ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମଡି ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଅନେକ ପ୍ରକାରର ରୋଗରୁ ବଞ୍ଚାଇବ । ଯେମିତିକି ଡାଇବେଟିସ, ହାର୍ଟ ସମସ୍ଯା, ରକ୍ତର ଅଭାବ, ପାଚନ କ୍ରିୟା ସମସ୍ଯା ଦୂର କରିବା ପାଇଁ ଏହି ରେମେଡି ଅତ୍ୟନ୍ତ ଲାଭଦାୟକ ଅଟେ । ଏହି ରେମେଡି ତିଆରି କରିବା ପାଇଁ ଆପଣଙ୍କୁ ମାତ୍ର 4ଟି ଜିନିଷର ଆବଶ୍ୟକ ହେବ ଯାହା ଆପଣଙ୍କୁ ବହୁତ ସହଜରେ ମିଳିଯିବ ।

 

ପ୍ରଥମ ଜିନିଷ ଟି ହେଉଛି ଗିଲୋଇ, ଦ୍ବିତୀୟରେ ଡାଲଚିନି, ତୃତୀୟରେ ହଳଦୀ, ଚତୁର୍ଥରେ ଗୋଲମରୀଚ । ଗିଲୋଇ ଇମ୍ୟୁନିଟି ସିଷ୍ଟମ ବଢାଇବାରେ ଲାଭଦାୟକ ହୋଇଥାଏ । ଏହା ଛଡା ଗିଲୋଇର ପ୍ରୟୋଗ କରିଲେ ଶରୀରକୁ ଅନେକ ଫାଇଦା ମିଳିଥାଏ । କାରଣ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ । ଏହା ମଧ୍ୟରେ ଆଣ୍ଟି ଇପ୍ଲାମେଟରୀ ଗୁଣ ବି ରହିଥାଏ ।

ଏହାର ବ୍ୟବହାର କରିଲେ ଶରୀରରେ ଫୁଲା କମ ହୁଏ, ଟକସିନ ଶରୀରରୁ ବାହାରିଯାଏ । ବ୍ଲଡ଼ ସୁଗାର ଲେବଲକୁ କଣ୍ଟ୍ରୋଲ କରିବା ସହ କ୍ୟାନ୍ସର ଭଳି ସମସ୍ଯା ହୁଏ ନାହି । ଡାଲଚିନୀର ପ୍ରୟୋଗ କରିଲେ ଅନେକ ଫାଇଦା ମିଳିଥାଏ । ଡାଲଚିନୀର ପ୍ରୟୋଗ ଦ୍ଵାରା ଶରୀରରେ ଯାହା ଟକସିନ ଥାଏ ତାହା ଶେଷ ହେବା ଆରମ୍ଭ ହୋଇଥାଏ । ଏହା ଆପଣଙ୍କର ହାର୍ଟ ସୁସ୍ଥ ରଖିବାରେ ସାହାଜ୍ଯ କରିଥାଏ ।

ହାର୍ଟର ଶିରରେ ଯେଉଁ ବ୍ଲକେଜ ହୋଇଥାଏ ତାହା ଖୋଲିଥାଏ ଡାଲଚିନି । କୋଲେଷ୍ଟ୍ରୋଲ କମ କରିଥାଏ ଡାଲଚିନି । ହଳଦୀ ବିଷୟରେ ଆପଣ ଜାଣିଥିବେ ଯେ ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି । ହଳଦୀର ପ୍ରୟୋଗ କରିଲେ ଆଁଠୁ ଗଣ୍ଠି ବିନ୍ଧାରୁ ମୁକ୍ତି ମିଳିଥାଏ । ହଳଦୀ ଲିଭରକୁ ସୁସ୍ଥ ରହିଥାଏ । ଲିଭରରେ ଯେଉଁ ଫ୍ୟାଟ ଜମା ହୋଇଥାଏ ଯେଉଁ କାରଣରୁ ଲିଭର ଫୁଲିଯାଏ ସେହି ଫ୍ୟାଟକୁ ହଳଦୀ କାଢିଥାଏ ।

ଗୋଲମରିଚର ଆଲୋଚନା କରିଲେ ସବୁ ସାମଗ୍ରୀ ସହ ଗୋଲମରୀଚ ବାୟୋ ଆଭିଲିଟିକୁ ବଢାଇ ଦେଇଥାଏ । ଏହି 4ଟି ଜିନିଷ ଇଫେକ୍ଟିଭ ଅଟେ ବିଭିନ୍ନ ପ୍ରକାରର ରୋଗ ଠିକ କରିବା ପାଇଁ । ଏହି ରେମେଡି ତିଆରି କରିବା ପାଇଁ ଏକ ପାତ୍ରରେ ପାଣି ନିଅନ୍ତୁ । ଏବେ ଏଥିରେ ଏକ ଚତୁର୍ଥାଂଶ ଡାଲଚିନି ଗୁଣ୍ଡ ପକାନ୍ତୁ । ଏବେ ଏଥିରେ ଆପଣ 4ରୁ 5ଟି ଗିଲୋଇ ପକାନ୍ତୁ ।

ଏବେ ଆପଣ ଏଥିରେ ଏକ ଚତୁର୍ଥାଂଶ ହଳଦୀ ଗୁଣ୍ଡ ପକାନ୍ତୁ । ତା ପରେ 2ଟି ଗୋଲମରୀଚ ଛେଚି ପକାନ୍ତୁ । ଏହି ପାଣିକୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ଏହା ଫୁଟି ଫୁଟି ଅଧ ଅଣ ହୋଇଛି । ଏବେ ଆପଣ ଏହାକୁ ଏକ କପରେ ଛାଣି ନିଅନ୍ତୁ । ଏହାକୁ ଅଳ୍ପ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଦିନକୁ କେବଳ ଥରେ କୌଣସି ସମୟରେ ଏହାର ସେବନ କରି ପାରିବେ ।

ଖାଦ୍ଯ ଖାଇବାର ଏକ ରୁ ଦେଢ ଘଣ୍ଟା ପରେ ଏହାର ସେବନ କରନ୍ତୁ । ଆପଣଙ୍କ ଶରୀରର ଅନେକ ରୋଗ ଆପେ ଆପେ ଠିକ ହୋଇଯିବ ଏହାର ସେବନ ଦ୍ଵାରା । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *