ଚନ୍ଦା ମୁଣ୍ଡରେ 100 % କେଶ ଉଠିବ, କେଶ ଝଡ଼ିବା ବି ବନ୍ଦ ହେବ, କେବଳ କରନ୍ତୁ ଏହି ଉପାୟ (Hairfall Treatment)

ବନ୍ଧୁଗଣ ଆପଣ ମହିଳା ହୁଅନ୍ତୁ କି ପୁରୁଷ କଳା ଘନ କେଶ ସମସ୍ତଙ୍କୁ ପସନ୍ଦ ଆସିଥାଏ । କିନ୍ତୁ ଆଜିର ସମୟରେ ଯେଉଁ ଲାଇଫ ଷ୍ଟାଇଲ ଆଉ ନ୍ୟୁତ୍ରସନ ମିଳୁଛି କିମ୍ବା ଅଧିକ ମାନସିକ ଚିନ୍ତା କାରଣରୁ କେସ ଝଡିବା ବା ଚନ୍ଦାପଣ ମହାମାରୀ ଭଳି ବଢିବାରେ ଲାଗିଛି । ତେବେ ଚନ୍ଦାପଣ ବିଭିନ୍ନ ପ୍ରକାରର ହୋଇପାରେ । କିନ୍ତୁ ଯଦି ସାଧାରଣରରେ ଦେଖିବା ମେଲ ପ୍ୟାଟର୍ନ ବାଲ୍ଡନେସ ଯାହା ଚନ୍ଦାପଣର ମୁଖ୍ୟ କାରଣ ଅଟେ ।

ଏହା ହେବାର କାରଣ ହେଉଛି ଜେନେଟିକ କାରଣ । ପରିବାରରେ କାହାକୁ ମେଲ ପ୍ୟାର୍ଟନ ବାଲ୍ଡନେସ ଥିଲେ ଚନ୍ଦାପଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ଚନ୍ଦାପଣ, କେଶ ଝଡିବା ବନ୍ଦ କରିବା ପାଇଁ ଏକ ରେମେଡି ବିଷୟାରେ କହିବାକୁ ଯାଉଛୁ । ପୁରୁଷ ମାନଙ୍କ କ୍ଷେତ୍ରରେ ଚନ୍ଦାପଣ ଅଧିକ ଦେଖା ଯାଇଥାଏ । କିନ୍ତୁ କିଛି କିଛି କେଶରେ ମହିଳାଙ୍କ ଠାରେ ମଧ୍ୟ ଦେଖାଯାଏ ।

ତେବେ ଏହାକୁ ବନ୍ଦ କରିବା ପାଇଁ ଓ କେଶ କୁ ରି-ଗ୍ରୋ କରିବା ପାଇଁ ସର୍ବ ପ୍ରଥମ ଓ ସହଜ ରେମେଡି ଅଟେ ପିଆଜ ଜୁସ । ପିଆଜ ରସ ରେ ଅନେକ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ଗୁଣ ମିଳିଥାଏ । ଯେଉଁ କାରଣରୁ ପ୍ରଦ୍ଯୁସଣ ରୁ କେଶ କୁ ରକ୍ଷା କରିଥାଏ ଏବଂ ଆପଣଙ୍କ ସ୍କାର୍ଲ କୁ ବି ସୁସ୍ଥ ରଖିଥାଏ । ଯଦି ଆପଣ ଏହାର ପ୍ରୟୋଗ କରିବାକୁ ଚାହୁଁ ଛନ୍ତି ତେବେ ଗୋଟେ ମିଡିଆମ ସାଇଜର ପିଆଜ ନିଅନ୍ତୁ ।

ତା ପରେ ପିଆଜକୁ ଭଲ ଭାବେ ଛେଲୀ ଏହାକୁ ଚିପୁଡି ଏହାର ରସ ବାହାର କରନ୍ତୁ । ଏହି ରସ କୁ ଆପଣ ଗାଧୋଇବା ଅଧ ଘଣ୍ଟା ପୂର୍ବରୁ କେଶ ରେ ଭଲ ଭାବେ ମଶାଚ କରନ୍ତୁ । ତା ପରେ ଅଧ ଘଣ୍ଟା ଯାଏଁ କେଶ କୁ ସେମିତି ଛାଡି ଦିଅନ୍ତୁ । ତା ପରେ ଆପଣ ନରମାଲ ପାଣି ରେ କେଶକୁ ଧୋଇ ପାରିବେ ।

ପିଆଜ ବ୍ଯତୀତ ଦ୍ଵିତୀୟ ହୋମ ରେମେଡି ଯାହା ଆପଣ ଚନ୍ଦାପଣ ସମସ୍ୟାକୁ ଦୂର କରିବା ପାଇଁ ପ୍ରୟୋଗ କରି ପାରିବେ ତାହା ଅଟେ ଗ୍ରୀନ ଟି । ପ୍ରତି ଦିନ 3ରୁ 4 କପ ଗ୍ରୀନ ଟି ପିଇଲେ ତେବେ ଆପଣଙ୍କୁ ଏଥିରୁ ବହୁତ ଭଲ ଫାଇଦା ମିଳିବ । ତୃତୀୟ ହୋମ ରେମେଡି ଅଟେ ହଳଦୀ । ବନ୍ଧୁଗଣ ହଳଦୀ ଏକେ ଏମିତି ମେଡିସ୍ନାଲ ହର୍ବ ଅଟେ ଯାହା ବିଷୟରେ ଯେବେ ଯେବେ ରିସର୍ଚ ହୋଇଥାଏ ପ୍ରତେକ ଥର କିଛି ନୂଆ ଫାଇଦା ଏହା ବିଷୟରେ ସମାନ କୁ ଆସିଥାଏ ।

ଏମିତି ଏକ ଫାଇଦା ଅଟେ ହଳଦୀର ଯାହା କେଶ ଝଡିବା ବନ୍ଦ କରି ଦେଇଥାଏ । ଏକ ଗ୍ଳାସ ପାଣିରେ ଏକ ଚାମଚ ହଳଦୀ ସହ ଚୁମିଟାଏ ଗୋଲମରୀଚ ଗୁଣ୍ଡ ମିଶାନ୍ତୁ । ଆପଣ ଏହାକୁ ପ୍ରତି ଦିନ ସେବନ କରନ୍ତୁ । ଶେଷ ରେମେଡିଟି ହେଉଛି ନଡିଆ ତେଲ ଯାହାକୁ କେଶରେ ଭଲ ଭାବେ ମଶାଚ କରନ୍ତୁ । ଦେଖିବେ କେଶ ଝଡିବା, ଚନ୍ଦାପଣ ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *