10 ବର୍ଷ ପୁରୁଣା ଅର୍ଶ (Piles) ବି ତୁରନ୍ତ ଭଲ ହେଇଯିବ, କେବଳ କରନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ଅର୍ଶ ମଳଦ୍ଵାର ଆଖପାଖରେ ହୋଇଥାଏ । ଯେବେ କୋଷ୍ଠ କାଠିନ୍ଯ ଭଳି ସମସ୍ଯା ହୁଏ ତେବେ ମଳଦ୍ଵାରର ଶୀର ଉପରେ ପ୍ରେସର ପଡିଥାଏ ଆଉ ସେଠାରୁ ରକ୍ତ ବାହାରିଥାଏ । ଯାହାକୁ ଅର୍ଶ କୁହାଯାଏ । ଅନେକ ଲୋକ ଅର୍ଶ ସମସ୍ୟାରେ ଡାକ୍ତରଙ୍କ ପାଖକୁ ଯିବାକୁ ଲଜ୍ୟା ଅନୁଭବ କରିଥାନ୍ତି । ଯଦି ଏମିତି ସମସ୍ଯା ଆପଣଙ୍କ ବି ଭୋଗୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ବେଷ୍ଟ ରେମେଡି ବିଷୟରେ କହିବାକୁ ଯାଉଛୁ ।

ଯାହାର ପ୍ରୟୋଗ କରି ମାତ୍ର 2 ସପ୍ତାହ ଭିତରେ ଅର୍ଶ ଭଳି ସମସ୍ଯା ଠିକ କରି ପାରିବେ । ତେବେ ଆସନ୍ତୁ ଜାଣିବା ଏଇ ରେମେଡି କେମିତି ବନାଇବା ଓ ଏହାର ପ୍ରୟୋଗ କିପରି କରିବା । ପ୍ରଥମ ରେମେଡି ତିଆରି କରିବା ପାଇଁ ଏକ ଗ୍ଳାସ ଗରମ କ୍ଷୀର ସହ ଜଡା ତେଲର ସେବନ କରିବାକୁ ହେବ । ଜଡା ତେଲରେ ଆଣ୍ଟି ଅକ୍ସିଡେଣ୍ଟ, ଫଙ୍ଗଲ ପୋଷାକ ତତ୍ତ୍ଵ ଥାଏ ।

ଏହାକୁ ଅର୍ଶରେ ଆପ୍ଳାଏ କରିଲେ ପେନରୁ ଆରାମ ମିଳିଥାଏ । ରାତିରେ ଶୋଇବା ପୂର୍ବରୁ ଏକ ଗ୍ଳାସ ଗରମ କ୍ଷୀର ସହ 3 ଏମଏଲ ଜଡା ତେଲ ମିଶାନ୍ତୁ । ତା ପରେ ଆପଣ ଏହାର ସେବନ କରନ୍ତୁ । ଆପଣ ପାଇଲ୍ସ ଉପରେ ଅଳ୍ପ ଜଡା ତେଲ ଲଗାନ୍ତୁ । ଦ୍ଵିତୀୟ ରେମେଡି ବନାଇବା ପାଇଁ ଆବଶ୍ୟକ ରହିଛି ତ୍ରିଫଳା ପାଉଡର । ଏହା ଏକ ଆୟୁର୍ବେଦିକ ଔଷଧ ଅଟେ ।

ଯାହା 3ଟି ସାମଗ୍ରୀରୁ ତିଆରି ହୁଏ ଯେମିତିକି ଆମଲା, ହରିଡା, ବାହାଡା । ତ୍ରିଫଳାକୁ ଆପଣ ରାତିରେ ଶୋଇବାର 5 ମିନିଟ ପୂର୍ବରୁ ସେବନ କରିବାକୁ ହେବ । 5 ଗ୍ରାମ ବା ଏକ ଚାମଚ ତ୍ରିଫଳା ପାଉଡର ପାଣି ସହ ମିଶାଇ ଏହାର ସେବନ କରନ୍ତୁ । ଯଦି ଆପଣ ପାଣି ସହ ମିଶାଇ ସେବନ କରିବାକୁ ଚାହୁଁ ନାହାନ୍ତି ତେବେ ଆପଣ ଏହାକୁ ଡାଇରେକ୍ଟ ଖାଇ ପାରିବେ । ପ୍ରଥାଏ ଏକ ଚାମଚ ତ୍ରିଫଳା ପାଉଡର ଖାଇ ପରେ ପାଣି ପିଅନ୍ତୁ ।

ଏହା କ୍ରୋନିକ କୋଷ୍ଠ କାଠିନ୍ଯ ସମସ୍ଯା ପାଇଁ ଚମତ୍କାରୀ ଅଟେ । ଏହାର ପ୍ରତିଦିନ ସେବନ କରିଲେ କୋଷ୍ଠ କାଠିନ୍ଯ ଭଳି ସମସ୍ଯା ଦୂର ହେବ । ତୃତୀୟ ରେମେଡି ତିଆରି କରିବା ପାଇନ ଆବଶ୍ୟକ ପାନମଧୁରୀ । 100ରୁ 200 ଗ୍ରାମ ପାନମଧୁରି ନେଇ ତାକୁ ଅଳ୍ପ ଭାଜି ଦିଅନ୍ତୁ । ଏହାକୁ ବ୍ରାଉନ ରଙ୍ଗ ହେବା ଯାଏଁ ଭାଜିବା ପରେ ଏହାର ପାଉଡର ପ୍ରସ୍ତୁତ କରନ୍ତୁ ।

ଏକ ଚାମଚ ପାନମଧୁରୀ ଗୁଣ୍ଡ ସହ ଚିମୁଟାଏ ହେଙ୍ଗୁ ମିଶାଇ ଏହାକୁ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ । ଆପଣଙ୍କ ପେଟରେ ଯେଉଁ କୋଷ୍ଠ କାଠିନ୍ଯ ସମସ୍ଯା ଥାଏ ତାହା କମ କରିଥାଏ ଏହି ରେମେଡି । ଯଦି ଆପଣଙ୍କୁ ବ୍ରୀଡିଙ୍ଗ ପାଇଲ୍ସ ଭଳି ସମସ୍ୟା ଅଛି ତେବେ ସେଥିରେ ବହୁତ ଭଲ ଲାଭ ଦେଇଥାଏ । ଏହି 3ଟି ରେମେଡିକୁ ଆପଣଙ୍କୁ 2 ସପ୍ତାହ ଯାଏଁ ରେଗୁଲାର ସେବନ କରିବାକୁ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *