୧ ଦିନରେ ଋତୁସ୍ରାବ ହେବ, ରାତିରେ ଶୋଇଲା ବେଳେ ପିଅନ୍ତୁ ( Healthy Tips )

ବନ୍ଧୁଗଣ ମହିଳା ମାନଙ୍କର ପ୍ରତେକ ମାସରେ ଋତୁସ୍ରାବ ଠିକ ସମୟରେ ନ ହେଲେ ସେମାନେ ବହୁତ ଇରିଟେଡ ହୋଇ ଯାଆନ୍ତି । କିଛି ମହିଳା ମାନେ ଷ୍ଟ୍ରେସ ଅନୁଭବ କରିଥାନ୍ତି ଶରୀର ହେଭି ଅନୁଭବ କରିଥାଏ । ତେବେ ମାସିକ ଧର୍ମ ଇରରେଗୁଲାର ହେବାର ବିଭିନ୍ନ କାରଣ ହୋଇଥାଏ । ଯଦି ଆପଣଙ୍କର ଋତୁସ୍ରାବ ଟାଇମରେ ହେଉ ନାହି ତେବେ ସେଥିପାଇଁ ଆପଣ ବହୁତ ଟେନସନରେ ରୁହନ୍ତି ।

ଡେରିରେ ପିରିଏଡ ହେଉଛି ବା ସେହି ସମୟରେ ଅଧିକ ଯନ୍ତ୍ରଣା ହେଉଛି ତେବେ ଆଜି ଆମେ ଆପଣଙ୍କୁ ଏକ ରେମେଡି ବିଷୟରେ କହିବାକୁ ଯାଉଛୁ । ଏହି ରେମେଡିର ପ୍ରୟୋଗ ଦ୍ଵାରା ଆପଣଙ୍କର ଋତୁସ୍ରାବ ଠିକ ଟାଇମରେ ହେବ । ଏହି ରେମେଡି ତିଆରି କରିବା ପାଇଁ ଏକ ଗ୍ଳାସ ପାଣି ପ୍ୟାନ ରେ ନିଅନ୍ତୁ । ସେଥିରେ ଅଳ୍ପ ଅଦା ପକାନ୍ତୁ । ଅଦା କୁ ଛୋଟ ଛୋଟ ପିସ ରେ କାଟି ପକାନ୍ତୁ ।

ଏହାକୁ ଢାଙ୍କି 2 ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ତା ପରେ ଆନ ଏହାକୁ ଏକ ଗ୍ଳାସ ରେ ଛାଣି ଦିଅନ୍ତୁ । ପାଣି ଅଳ୍ପ ଥଣ୍ଡା ହେବା ପରେ ଏକ ଚାମଚ ମହୁ ଆଡ କରନ୍ତୁ । ଏବେ ଆପଣ ଏହାକୁ ଭଲ ଭାବେ ମିକ୍ସ କରନ୍ତୁ । ଏହିପରି ଭାବେ ଆପଣ ଡ୍ରିଙ୍କ ତିଆରି କରିବେ । ଏହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ସେବନ କରିବେ । ସକାଳୁ ଆପଣଙ୍କର ଏହି ପିରିଏଡ ସମସ୍ଯା ନିହାତି ସମାଧାନ ହୋଇ ଯାଇଥିବ ।

ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ଏକ ପାତ୍ର ରେ ଏକ ଗ୍ଳାସ ପାଣି ନିଅନ୍ତୁ । ପାଣି ଅଳ୍ପ ଫୁଟିବା ପରେ ସେଥିରେ ଏକ ଚାମଚ ଜୀରା ପକାନ୍ତୁ । ଜୀରା ପିରିଏଡ ସମସ୍ଯା ପାଇଁ ବହୁତ ସାହାଜ୍ଯକାରୀ ଅଟେ । ଏହି ପାଣି ଊ 2 ମିନିଟ ଯାଏଁ ଫୁଟାନ୍ତୁ । ଯେମିତି ଜୀରା ର ସବୁ ପୋଷାକ ତତ୍ତ୍ଵ ପାଣି ରେ ମିଶିଯିବ । 2 ମିନିଟ ଏହା ଭଲ ଭାବେ ବଏଲ ହେବା ପରେ ଏହାକୁ ଏକ ପାତ୍ରକୁ ଛାଣି ଦିଅନ୍ତୁ ।

ଏବେ ଏଥିରେ ଏକ ଚାମଚ ବ୍ରାଉନ ରଙ୍ଗ ସୁଗାର ମିଶାନ୍ତୁ । ଯଦି ଆପଣଙ୍କ ପାଖରେ ବ୍ରାଉନ ସୁଗାର ନାହି ତେବେ ଏଥିରେ ନରମାଲ ସୁଗାର ମିଶାନ୍ତୁ । ଏବେ ଦୁଇଟି ଯାକ ରେମେଡି ତିଆରି ହୋଇଗଲା । ଯଦି ଆପଣଙ୍କର ପିରିଏଡ ପୂର୍ବ 2ରୁ 3 ମାସ ଭିତରେ ହୋଇ ନାହି ତେବେ ଆପଣ ଅଦା ଡ୍ରିଙ୍କ ରତାଇରେ ଶୋଇବା ସମୟରେ ସେବନ କରନ୍ତୁ । ସକାଳୁ ଆପଣଙ୍କ ପିରିଏଡ ରେଗୁଲାର ହୋଇଯିବ ।

ସକାଳୁ ଆପଣନୁ ସାଇଡ ଇଫେକ୍ଟ ମିଳିବ ନାହି । କିନ୍ତୁ ମନେ ରଖିବେ ଯଦି ହରମୋନ କାରଣରୁ ପିରିଏଡ ଇରରେଗୁଲାର ହେଉଛି ତେବେ ଏହି ରେମେଡିକୁ 2ରୁ 3 ଥର ଟ୍ରାଏ କରିଲେ ସମସ୍ଯା ଶେଷ ହେବ । ଯଦି ଆପଣ 10 ଦିନ ଅପେକ୍ଷା କରିବା ପରେ ପିରିଏଡ ହେଉ ନାହି ତେବେ ଦ୍ଵିତୀୟ ରେମେଡି ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *