୨ ଥର ଏହାକୁ ଖାଲି ପେଟରେ ଖାଆନ୍ତୁ, ଅର୍ଶ ସମ୍ପୂର୍ଣ୍ଣ ଭଲ ହୋଇଯିବ, ଜୀବନରେ ଆଉ କେବେବି ହେବନି

ବନ୍ଧୁଗଣ ଯଦି ଆପଣ ଅର୍ଶ ପାଇଁ ଚିନ୍ତିତ ଅଛନ୍ତି କିମ୍ବା ପାଇଲ୍ସ କାରଣରୁ ବହୁତ ଅଧିକ କଷ୍ଟ ପାଉଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହା ଦ୍ଵାରା ଅର୍ଶ ଭଳି ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଯିବ । ଅର୍ଶ 2 ପ୍ରକାରର ହୋଇଥାଏ ଯଥା ରକ୍ତ ପଡୁଥିବା ଓ ବିନା ରକ୍ତ ପଡୁଥିବା । ଆପଣଙ୍କୁ ଯେ କୌଣସି ଅର୍ଶ ହୋଇଥାଉ ନା କାହିଁକି ଏହା ଆପଣଙ୍କର ସବୁ ଅର୍ଶ କୁ ଠିକ କରି ଦେବ ।

ଅର୍ଶ ରେ ଅନେକ ଲୋକଙ୍କର ମାଂସ ବାହାରିଥାଏ ଯଦି ଏମିତି ହୋଇଛି ତେବେ ଏହି ରେମେଡିର ବ୍ୟବହାର ନିହାତି କରନ୍ତୁ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ଗୋଣ୍ଡ କତିରା । ଏହା ଏମିତି ଏକ ଜିନିଷ ଯାହା କବଚ ଭଳି ସମସ୍ୟାକୁ ମୂଳରୁ ଶେଷ କରିଥାଏ । ଯେବେ କବଚ ସମସ୍ଯା ଠିକ ହୋଇଯିବ ତେବେ କୌଣସି ଅର୍ଶ ହୋଇଥାଉ ନା କାହିଁକି ତାହା ସଂପୂର୍ଣ୍ଣ ଠିକ ହୋଇଯିବ ।

ଆପଣଙ୍କୁ ପ୍ରଥମ ଦିନରୁ ଫାଇଦା ଦେଖିବାକୁ ମିଳିବ । ପ୍ରଥମେ ଆପଣ ଏହି ଗୋଣ୍ଡ କତିରା ରୁ 4ଟି ଦାନା ନିଅନ୍ତୁ । ଏବେ ସେଥିରେ ପାଣି ଢାଳନ୍ତୁ । ଏଲ ଗ୍ଳାସ ପାଣି ରେ 4ଟି ଗୋଣ୍ଡ କଟୀର ଦାନ ପକାଇ ରାତିରେ ଭିଯାଇ ରଖନ୍ତୁ । ଯେମିତି ଏହା ଭଲ ଭାବେ ଫୁଲିଯିବ । ଏବେ ଆପଣ ଛଣା ସାହାଯ୍ୟରେ ଛାଣି ଦିଅନ୍ତୁ । ଏହାର ପାଣି କୁ କାଢି ଦିଅନ୍ତୁ । ଏବେ ଆପଣ ଅନ୍ୟ ଏକ ପାତ୍ର କୁ ଦାନା ଗୁଡିକ ନିଅନ୍ତୁ ।

ଏବେ ଏଥିରେ 2ଟି ସାମଗ୍ରୀ ମିସାଇବାକୁ ହେବ । ଏବେ ଏଥିରେ ମିଶ୍ରି କୁ ଗୁଣ୍ଡ କରି ଭଲ ଭାବେ ମିଶାନ୍ତୁ । ମନେ ରଖିବେ ଧଳା ମିଶ୍ରି ର ପ୍ରୟୋଗ ଏଥିରେ କରିବେ । ଯେଉଁ ମାନଙ୍କର ସୁଗାର ଜନିତ ସମସ୍ଯା ଅଛି ସେମାନେ ମିଶ୍ରି ର ପ୍ରୟୋଗ କରନ୍ତୁ ନାହି । ଡାଇବେଟିସ ରୋଗୀ ବୀନା ମିଶ୍ରି ରେ ଏହାର ସେବନ କରନ୍ତୁ । ମିଶ୍ରି ପେଟକୁ ଥଣ୍ଡା ରଖିବା ସହ ଅର୍ଶ ଭଳି ସମସ୍ୟାରେ ବହୁତ ଅଧିକ ଲାଭଦାୟକ ଅଟେ ।

ଚିନୀ ର ବ୍ୟବହାର ଏଥିରେ କରନ୍ତୁ ନାହି । ଏକ ଚାମଚ ମିଶ୍ରି ପାଉଡର ଗୋଣ୍ଡ କତିରା ରେ ମିଶାନ୍ତୁ । ଏବେ ଶେଷ ସାମଗ୍ରୀ ହେଉଛି ଲେମ୍ବୁ ରସ । ଫାଳେ ଲେମ୍ବୁ ରସ ଏଥିରେ ମିଶାନ୍ତୁ । ଏବେ ଏହି 3ଟି ଜିନିଷ ଙ୍କୁ ଭଲରେ ମିଶାଇ ଦିଅନ୍ତୁ । ଏହା ଖାଇବାକୁ ବହୁତ ଟେଷ୍ଟ ହୋଇଥାଏ । ପିଲା ଠାରୁ ବୁଢା ଯାଏଁ ଯେଉଁ ମାନଙ୍କର ଅର୍ଶ ଭଳି ସମସ୍ଯା ଅଛି ସେମାନେ ଏହାର ସେବନ କରି ପାରିବେ ।

ଏଥିରୁ କିଛି ବି ସିଆଦ ଇଫେକ୍ଟ ହେବ ନାହି । ଏହାକୁ ଆପଣ ଲଗାତାର 15 ଦିନ ଯାଏଁ ଖାଆନ୍ତୁ । ତାପରେ ବନ୍ଦ କରି ଦିଅନ୍ତୁ । ଦେଖିବେ ଅର୍ଶ ଭଳି ସମସ୍ଯା ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *