ସକାଳୁ ସକାଳୁ ବାସି ରୁଟି ଖାଉଛନ୍ତି କି ? ଜଲ୍ଦି ଦେଖନ୍ତୁ …ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ ( Health Tips )

ବନ୍ଧୁଗଣ ବାସୀ ରୁଟି କୁ ବହୁତ ଲୋକ ବେକାର ବୋଲି ଭାବିଥାନ୍ତି ଆଉ ଫିଙ୍ଗି ଦେଇଥାନ୍ତି ମଧ୍ୟ । ପ୍ରାୟତଃ ଲୋକଙ୍କ ଘରେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ ଆଉ ରାତିରେ ରୁଟି ବଳି ପଡିଥାଏ ତାକୁ ଫୋପାଡି ଦେଇଥାନ୍ତି । କିନ୍ତୁ ବହୁତ ଲୋକ ଏହା ଆଣନ୍ତି ନାହି କି ବାସୀ ରୁଟି ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଚମତ୍କାରୀ ଲାଭ ଦେଇଥାଏ । ଏହାର ଲାଭ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆପଣ ବଳି ପଡିଥିବା ରୁଟିକୁ କେବେ ପିନ୍ଧିବେ ନାହି । ଆପଣ ବାସୀ ରୁଟିକୁ ଟିଫିନ ରେ ବ୍ୟବହାର କରନ୍ତୁ । ଏବେ ଆସନ୍ତୁ ଜାଣିବା ବାସୀ ରୁଟି ଖାଇବାର ଫାଇଦା ବିଷୟରେ ।

ଯଦି ଆପଣ ଟିଫିନରେ ବାସୀ ରୁଟି ଖାଇଛନ୍ତି ତେବେ ପୁରା ଦିନ ଏନର୍ଜିଟିକ ରହିବେ । କାରଣ ବାସୀ ରୁଟିରେ ବହୁତ ଫାଇଭର ରହିଥାଏ । ଏହା ଦ୍ଵାରା ଭୋକ କମ ଲାଗିଥାଏ । ଯେଉଁ ମାନଙ୍କର ଓଜନ ଅଧିକ ହୋଇଥାଏ ସେମାନଙ୍କର ୱେଟଲସ ଦୁଇ ଗୁଣା ହୋଇଥାଏ । ପୂର୍ବରୁ ଲୋକ ମାନେ ବାସୀ ରୁଟିକୁ ଖାଉଥିଲେ ଆଉ ସେଥିପାଇଁ ସୁସ୍ଥ ରହୁଥିଲେ ।

ଆଉ ସେମାନଙ୍କର ପେଟ ବି ବାହାରକୁ ବାହାରୁ ନ ଥିଲା ଏବେଙ୍ଗ ମୋଟାପଣ କମ ରହୁଥିଲା । କିନ୍ତୁ ଆଜିର ସମୟରେ ଲୋକ ମାନେ ମୋଟାପଣ କୁ ନେଇ ଚିନ୍ତାରେ ରହୁଛନ୍ତି । ଯଦି ଆପଣ ସକାଳୁ ବାସି ରୁଟି ଖାଉଛନ୍ତି ତେବେ ଭୋଜନ ହଜମ ହୋଇଥାଏ । କିନ୍ତୁ ଏହାକୁ ଯେମିତି ଇଚ୍ଛା ସେମିତି ଖାଇବେ ନାହି । ବାସୀ ରୁଟିକୁ ଶ୍ରବଡା କ୍ଷୀରରେ ପକାଇ ଖାଇବା ଉଚିତ ।

ସକାଳ ସମୟରେ ବାସୀ ରୁଟି ରେଗୁଲାର ଖାଇଲେ ଅଗଣିତ ଲାଭ ମିଳିଥାଏ । ଯେମିତିକି ପେଟ ଜନିତ ସମସ୍ଯା ଦେଖାଯାଏ ନାହି ଆଉ ହଜମ କ୍ରିୟା ଠିକ ଭାବେ ହୋଇଥାଏ । ଆପଣ ପୁରା ଦିନ ଏନର୍ଜିଟିକ ରହିଥାନ୍ତି ଓ ଆଳସ୍ୟ ଅନୁଭବ କରିନ ଥାନ୍ତି । ବାସୀ ରୁଟି କ୍ଷୀର ରେ ପକାଇ ଖାଇବା ଦ୍ଵାରା ଶରୀରକୁ ଅଧିକ ଶକ୍ତି ମିଳିଥାଏ । ଏହାର ଲାଭ ତୃତୀୟରେ ହେଉଛି ବ୍ଲଡ଼ ପ୍ରେସର ରୋଗୀ ମାନେ ଉଠାଇଥାନ୍ତି । ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି ତେବେ କ୍ଷୀରରେ ବାସ ରୁଟି ଖାଇଲେ ବ୍ଲଡ଼ ପ୍ରେସର ନିୟନ୍ତ୍ରିତ ହୋଇଥାଏ । ଏହା ସମ୍ବଧୀୟ ସବୁ ସମସ୍ଯା ଦୁର ହୋଇଥାଏ ।

ଚତୁର୍ଥରେ ଏହାର ଲାଭ ଡାଇବେଟିସ ରୋଗୀ ମାନେ ଉଠାଇଥାନ୍ତି । ଯେଉଁ ଲୋକଙ୍କ ମଧୁମେହ ସମସ୍ଯା ଅଛି ସେମାନଙ୍କୁ କ୍ଷୀର ରେ ମିଠାର ବ୍ୟବହାର ନ କରି କ୍ଷୀରରେ ବାସୀ ରୁଟି ଖାଇଲେ ସୁଗାର ଲେବଲ କଣ୍ଟ୍ରୋଲ ହୋଇଥାଏ । ଏହାର ଲାଭ ଦୁର୍ବଳ ବ ପତଳା ଲୋକଙ୍କ ପାଇଁ ହୋଇଥାଏ । ଏହା ଦ୍ଵାରା ସେମାନଙ୍କର ରୋଗ ଜଲ୍ଦି ଦୂର ହେବ ସହ ଶାରୀରିକ ଶକ୍ତି ବଢିଥାଏ । ବାସୀ ରୁଟି କୁ ଫାଇଭର, ପ୍ରୋଟିନ ର ଗନ୍ତାଘର ବୋଲି ବିଚାର କରାଯାଏ । ତେଣୁ ସମସ୍ତେ ଏହାର ସେବନ କରିବା ଉଚିତ ।

Leave a Reply

Your email address will not be published. Required fields are marked *