ସକାଳୁ ଖାଲି ପେଟରେ ପିଅନ୍ତୁ, ପ୍ରବଳ ରୁ ପ୍ରବଳ ଆଣ୍ଠୁଗଣ୍ଠି ବିନ୍ଧା ସବୁଦିନ ପାଇଁ ଭଲ ହୋଇଯିବ… ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଯେଉଁ ରେମେଡି ନେଇ ଆସିଛୁ ତାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏହାର ସେବନ କରିଲେ ଆଁଠୁ ଗଣ୍ଠି ଭଳି ସମସ୍ଯା ଆପଣଙ୍କୁ ଜୀବନରେ କେବେ କଷ୍ଟ ଦେବ ନାହି । ହାଡ ଶକ୍ତିଶାଳୀ ହେବ ଓ ଶରୀରରେ ଯଦି କ୍ୟାଲସିୟମର ଅଭାବ ଥିବ ତେବେ ତାହା ଦୂର ହେବ । ଏହି ଡ୍ରିଙ୍କ ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ଦୂର କରିବ ।

ସେଥିପାଇଁ ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା ଓ ଏହାର ସେବନ କେମିତି କରିବେ । ଏହି ରେମେଡି ତିଆରି କରିବା ପାଇଁ ପ୍ରଥମ ସାମଗ୍ରୀ ହେଉଛି ପାନମଧୁରୀ । ଏହା ଆମ ଶରୀର ପାଇଁ ଥଣ୍ଡା ହୋଇଥାଏ । ଏହାର ସେବନ ଦ୍ଵାରା ଆମ ହଜମ କ୍ରିୟା ଭଲ ହୁଏ । ହଜମ କ୍ରିୟା ଭଲ ହେଲେ ଅନେକ ପ୍ରକାରର ରୋଗ ଠାରୁ ଆମେ ଦୂରେଇ ରହିଥାଉ ।

ପାନମଧୁରୀ ର ସେବନ ଦ୍ଵାରା ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ । ଏହା ସହ ମେଟାବୋଲିଜିମ ବୁଷ୍ଟ ହୁଏ । ଆମ ପେଟ ଭାରି ରୁହେ ଓ ଆମକୁ ଏତେ ଜଲ୍ଦି ଭୋକ ଲାଗେ ନାହି । ଆଉ ମୋଟାପଣ ନିୟନ୍ତ୍ରଣ ରେ ରୁହେ । ଯାହା ଦ୍ଵାରା ଜଏଣ୍ଟ ପେନ ସମସ୍ଯା ହୁଏ ନାହି । ଦ୍ଵିତୀୟ ସାମଗ୍ରୀ ହେଉଛି ଜୀରା ଯାହା ରୋଷେଇ ଘରୁ ସହଜରେ ମିଳିଯାଏ ।

ଜୀରା ର ସେବନ ଦ୍ଵାରା ପାଚନ, ହଜମ କ୍ରିୟା ଭଲ ହେବା ସହ ଶରୀରରେ ଅଧିକ ଫ୍ୟାଟ ଜମା ହୁଏ ନାହି । ଯେଉଁ ଲୋକଙ୍କୁ କୋଲେଷ୍ଟ୍ରୋଲ, ହାତ ସମସ୍ଯା ସେମାନେ ଜୀରା ର ସେବନ କରନ୍ତୁ । ତୃତୀୟ ସାମଗ୍ରୀ ହେଉଛି ଜୁଆଣୀ ଯାହା ରୋଷେଇ ଘରୁ ସହଜରେ ମିଳିଥା । ଜୁଆଣୀ କବଚ ଭଳି ସମସ୍ଯା ଦୂର କରେ । କୋଷ୍ଠ କାଠିନ୍ଯ, ଖଟା ହେକୁଟି ଆସିଥାଉ ଜୁଆଣୀ ର ସେବନ ଦ୍ଵାରା ଏହା ଦୂର ହୋଇଥାଏ ।

ଏହି 3ଟି ଜିନିଷ ଆମ ଶରୀରରେ ଫ୍ୟାଟ ଜମା ହେବାକୁ ଦିଏ ନାହି । ଯଦି ଆପଣଙ୍କ ଶରୀରରେ ଫ୍ୟାଟ କମ ରହିବ ତେବେ ଆଁଠୁ ଗଣ୍ଠି ସମସ୍ଯା ଦୂର ହୋଇଯିବ । ହାଡ ଜନିତ ସମସ୍ଯା ଦେଖାଯିବ ନାହି । ଏକ ପାତ୍ରରେ 3ଟି ସାମଗ୍ରୀ ରୁ ଏକ ଚାମଚ ଲେଖାଏଁ ନେଇ ଦୁଇ ଗ୍ଳାସ ନରମାଲ ପାଣି ନିଅନ୍ତୁ । ଏହାକୁ ରାତି ସାରା ଭିଜାଇ ରଖନ୍ତୁ । ଯାହା ଦ୍ଵାରା ସବୁ ପୋଷାକ ତତ୍ତ୍ଵ ପାଣି କୁ ଆସିଯିବ ।

ଆପଣ ଚାହିଁଲେ ଏହାର ଗୁଣ୍ଡ କରି ରଖିପାରିବେ । ସାକାଳୁ ଏହି ପାଣିକୁ 5ରୁ 7 ମିନିଟ ଫୁଟାନ୍ତୁ । ତେବେ ଏହି ପାଣି କୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ । କିଛି ବି ଖାଇବା ପୂର୍ବରୁ ଏହାର ଗରମ ଗରମ ସେବନ କରନ୍ତୁ । କିଛି ଦିନ ଯାଏଁ ଏହାର ସେବନ କରିଲେ ବହୁତ ଭାଲଦାୟକ ହୋଇଥାଏ । ଏହାକୁ ଦିନରେ 2 ଥର ସେବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଏପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *