ଏଥିରୁ କେବଳ ୧ ଚାମଚ୍ ପିଅନ୍ତୁ, ଫୁସଫୁସ, ଛାତି, ଗଳାରେ ଜମା କଫ ମହମ ପରି ତରଳିଜୀବ… ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଫୁସଫୁସ, ଛାତି, ଗଳାରେ ଜମା ଥିବା କଫ ସମସ୍ଯା ଦୂର କରିବା ପାଇଁ ଏକ ଘରୋଇ ଉପଚାର ବନାଇବା ବିଷୟରେ କହିବୁ । ପ୍ରଥମ ଥର ସେବନ ଦ୍ଵାରା ଏଥିରୁ ଆପଣଙ୍କୁ ଫାଇଦା ଦେଖିବାକୁ ମିଳିବ । ଯଦି ଆପଣ ଖାଲି ୩ ଦିନ ଯାଏଁ ଏହାର ସେବନ କରନ୍ତି ତେବେ ଇଂଫେସକନ, ଆଲର୍ଜି, କାଶ ମୂଳରୁ ଶେଷ ହେବ । ଆଲର୍ଜି ରୁ ଏହି ସମସ୍ଯା ଉତପନ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା ଓ ଏହାର ସେବନ କିପରି କରିବା । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ତେଜପତ୍ର ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଥାଏ । ଏହାର ପ୍ରୟୋଗ କରି ଏହି ରେମେଡି ବନାଇବା । ୬ଟି ତେଜପତ୍ର ର ଆବଶ୍ୟକ ରହିଛି । ଏହାର ପ୍ରୟୋଗ ପୂର୍ବରୁ ପାଣିରେ ଏହାକୁ ଭଲରେ ଧୋଇ ନିଅନ୍ତୁ । ଏହାକୁ ପାଣିରେ ଭେଦାଇ ରଖିବେ ନାହି ।

ଏହା ପରେ ତେଜପତ୍ରକୁ ଛିଡାଇ ଛୋଟ ଛୋଟ ପିସ କରନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ୨ରୁ ୩ ଇଞ୍ଚ ଲମ୍ବର ଅଦା ଆବଶ୍ୟକ । ଅଦାରୁ ଚୋପା କାଢି ଏହାକୁ କାଟି ଦିଅନ୍ତୁ । ଅଦା କାଶ, କଫ ସମସ୍ଯା ଦୂର କରିବାରେ ଲାଭଦାୟକ ଅଟେ । ଏବେ ଏକ ପାତ୍ର ଗ୍ଯାସରେ ବସାଇ ୨ ଗ୍ଳାସ ପାଣି ନିଅନ୍ତୁ । ପାଣି ଫୁଟିବାକୁ ହେଲେ ସେଥିରେ ଅଦା ପକାନ୍ତୁ । ଏହାକୁ ୧ ମିନିଟ ଯାଏଁ ବଏଲ କରିବା ପରେ ତେଜପତ୍ର କୁ ପକାଇ ଦିଅନ୍ତୁ ।

ଏଥିରୁ ଆଣ୍ଟି ଅକ୍ସିଡେଣ୍ଟ, ଇମଫ୍ଲାମେଟରୀ ଗୁଣ ମିଳିଥାଏ । ଏହାର ପ୍ରୟୋଗ କରିବା ଦ୍ଵାରା ଶ୍ଵାସ ନଳୀରେ ଯେଉଁ ଇନଫେକସନ ଓ ସ୍ଵେଲିଙ୍ଗ ଆସିଯାଏ ତାହା କମ ହୋଇଯାଏ । ନିସବା ପ୍ରଶ୍ଵାସ ସମ୍ବଧିତ ସମସ୍ୟାରୁ ରିହାତି ମିଳିଥାଏ । ତେଜେପତ୍ରର ରେ ଭିଟାମିନ-ସି ଓ କ୍ୟାଲସିୟମ ମିଳିଥାଏ । ଯାହା ଦ୍ଵାରା ଅମଧ୍ୟ ସୁସ୍ଥ ରହିବା ସହ ପାଟିରୁ ଦୁର୍ଗନ୍ଧ ଆସେ ନାହି । ପାଣି ଫୁଟିବା ପରେ ଡାଲଚିନି ଖଣ୍ଡ ପକାନ୍ତୁ ।

ଡାଲଚିନି ର ପ୍ରୟୋଗ କରିଲେ ଏହାର ଇଫେକ୍ଟ ଅଧିକ ବଢିଯାଏ । ତାପରେ ଏଥିରେ ୩ଟି ଲବଙ୍ଗ ଫୁଲ ଲାଗିଥିବା ପକାନ୍ତୁ । ଯାହା ଛାତିରୁ କଫ କାଢିବାରେ ସାହାଜ୍ଯ କରିଥାଏ । ଏହାକୁ ଆପଣ ସେତେ ଯାଏଁ ଫୁଟନ୍ତୁ ଯେବେ ଯାଏଁ ଏକ ଗ୍ଳାସ ପାଣି ନ ହୋଇଛି । ଏବେ ଆପଣ ଏହାକୁ ଅନ୍ୟ ଏକ ପାତ୍ରରେ ଛାଣି ନିଅନ୍ତୁ । ଏହାକୁ ଆପଣ ଖାଲି ପେଟରେ ୫ ଚାମଚ ଲେଖାଏଁ ସେବନ କରନ୍ତୁ ।

ସକାଳୁ ଖାଲି ପେଟରେ ଚାହା ପିଇବା ଭଳି ସେବନ କରିବାକୁ ହେବ । ପିଲା ଠାରୁ ବୁଢା ସମସ୍ତେ ଏହାର ସେବନ କରି ପାରିବେ । ଯଦି ଆପଣ ଏହାକୁ ୨ ବର୍ଷର ପିଲାଙ୍କୁ ଦେଉଛନ୍ତି ଏକ ଚାମଚ ସହ ମହୁ ମିଶାଇ ଦିଅନ୍ତୁ । ୧୦ ବର୍ଷର ପିଲାଙ୍କୁ ଦୁଇ ଚାମଚ, ବଡ ଲୋକଙ୍କୁ ୫ ଚାମଚ ଏହାକୁ ନିଅନ୍ତୁ । ଦେଖିବେ ଗଳାରେ କଫ ଆଦି ସମସ୍ଯା ଦୂର ହେବ ।

Leave a Reply

Your email address will not be published. Required fields are marked *