ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ରେମେଡି ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ଶରୀରରେ ହାଡ ଦୁର୍ବଳତା, ଶୀର ମଧ୍ୟରେ ହେଉଥିବା ବ୍ଲକେଜ, ବାତ ଦୋଷ, ଆଁଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟାକୁ ଠିକ କରିବା ପାଇଁ ଲାଭଦାୟକ ଅଟେ । ହାଡ ଦୁର୍ବଳ ହେବା, ଶୀର ମଧ୍ୟରେ ବ୍ଲକେଜ ହେବା ଆଦିର କାରଣ ହୋଇଥାଏ ଶରୀରରେ କୋ-ସରକୁଲେସନ ଓ ନର୍ଭ ବିକନେସ ।
ଆଜିକାଲିର ଲାଇଫ ଷ୍ଟାଇଲ ବିଭିନ୍ନ ହୋଇଗଲାଣି । ଯାହା କାରଣରୁ ଏହି ସବୁ ସମସ୍ଯା ଦେଖା ଯାଉଛି । ଆଉ ଯାହା କାରଣରୁ ଆଁଠୁ ଗଣ୍ଠି ବିନ୍ଧା ସମସ୍ୟା ଅଧିକ ଦେଖା ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରେମେଡି କିପରି ତିଆରି କରିବା । ଏହି ରେମେଡି ବନାଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକ ପଡିବ ଅଦା । ଯାହା ଏକ ଇଫେକ୍ଟିଭ ରେମେଡି ଅଟେ ।
ଏହା ବହୁ ସାରା ସମସ୍ୟାରୁ ଫାଇଦା ପହଞ୍ଚାଇ ଥାଏ । ଏଥିରେ ବହୁର ସାରା ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ ଯାହା ଶରୀର ମଧ୍ୟରେ ଆସିଡିଟି ଡ୍ୟାମେଜ କୁ କମ କରିଥାଏ । ଏହା ଦ୍ଵାରା ଶରୀରରେ ରିପାରିଙ୍ଗ ବା ହିଲିଙ୍ଗ କାପାସିଟି ବଢିଯାଏ । ଅଦା ମଧ୍ୟରେ ଆକ୍ଟିଭ କମ୍ପ୍ୟୁଟର ମିଳିଥାଏ ଯାହାକୁ ଜିଞ୍ଜଜୋରାଲ କହିଥାନ୍ତି । ଯାହା ଶୀର ବ୍ଲକେଜ, କୋଲେଷ୍ଟ୍ରୋଲ କମ କରିଥାଏ । ପ୍ରଥମେ ଏକ ପାତ୍ର ଗ୍ଯାସ ରେ ବସାନ୍ତୁ ।
ତା ପରେ ଦୁଇ କପ ପାଣି ନିଅନ୍ତୁ । ତା ପରେ ଏକ ଚାମଚ ଛେଚା ଅଦା ପକାନ୍ତୁ । ଏହି ଟ୍ରିକ କୁ ଆହୁରି ଅଧିକ ଇଫେକ୍ଟିଭ କରିବାକୁ ପାଇଁ ଡାଲଚିନୀ ଖଣ୍ଡ ପାଆନ୍ତୁ । ଏବେ ଆପଣଙ୍କୁ ଏହାକୁ ବଏଲ କରନ୍ତୁ । ଏହାକୁ ସେତେବେଳେ ଯାଏଁ ଆପଣ ଫୁଟାନ୍ତୁ ଯେବେ ଯାଏଁ ଦୁଇ କପ ପାଣି ଫୁଟି ଫୁଟି ଏକ କପ ନ ହୋଇଛି । ଯେବେ ଆପଣଙ୍କର ଏକ କପ ପାଣି ହୋଇଯିବ ଗ୍ଯାସ ବନ୍ଦ କରି ଦିଅନ୍ତୁ ।
ଏବେ ଅନ୍ୟ ଏକ ପାତ୍ରକୁ ଏହାକୁ ଛାଣି ନିଅନ୍ତୁ । ଯଦି ଆପଣଙ୍କର ଡାଇବେଟିସ ନାହି ତେବେ ଏଥିରେ ମହୁ ମିଶାଇ ସେବନ କରି ପାରିବେ । ହେଲେ ଧ୍ୟାନ ରଖିବେ ଗରମ ଗରମ ଏଥିରେ ମହୁ ର ପ୍ରୟୋଗ କରିବେ ନାହି । ଏହି ଚାହା ଥଣ୍ଡା ହେବା ପରେ ଏଥିରେ ମହୁ ଆଡ କରି ପାରିବେ । ଏହାକୁ ଆପଣ ଦିନକୁ 2 ଥର ସେବନ କରନ୍ତୁ ।
ସକାଳୁ ଜଳଖିଆ ଖାଇବା ପରେ ଦ୍ଵିପହର ର ଲଞ୍ଚ କରିବାର ଅଧ ଘଣ୍ଟା ପରେ ଏହାର ସେବନ କରନ୍ତୁ । ଆଉ ଥରେ ଏହାକୁ ରାତିରେ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ସେବନ କରନ୍ତୁ । ଦୁଇ ଟାଇମ ଏହାର ସେବନ କରନ୍ତୁ ମାତ୍ର 15 ଦିନ ଯାଏଁ ଲଗାତାର । ଦେଖିବେ ଭଲ ପରିଣାମ ଦେଖିବାକୁ ମିଳିବ । ଯଦି ହାତ ଗୋଡ ଝିମଝିମ ହେଉଛି ତାହା ଦୂର ହେବ ଓ ଅନ୍ୟ ସବୁ ସମସ୍ୟାରୁ ମୁକ୍ତି ମିଳିବ ।