ଶିରରେ କଷ୍ଟ, ଦୁର୍ବଳତା, ଦବି ଯାଇଥିବା ଶିର, Slip Disc Pain, Joint Pain, ଆଣ୍ଠୁଗଣ୍ଠି ବିନ୍ଧା 100% ଠିକ ହେବ

ବନ୍ଧୁଗଣ ଆଜି ଆମେ ଆପଣଙ୍କ ସହ ଆଲୋଚନା କରିବୁ ଏକ ଜବରଦସ୍ତ ଆୟୁର୍ବେଦିକ ହୋମ ରେମେଡି ବିଷୟରେ । ଆଜିର ଏହି ର ଏମେଡି ର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କୁ ଜଏଣ୍ଟ ପେନ ରୁ ଆରାମ ମିଳିବ । ଯଦି ଆପଣଙ୍କର ହାଡ ଦୁର୍ବଳ ହୋଇଗଲାଣି, ଆଁଠୁ ଗଣ୍ଠି ଯନ୍ତ୍ରଣା ହେଉଛି, ମାଂସପେଶୀ ରେ କଷ୍ଟ ରହୁଛି ତେବେ ଆପଣଙ୍କୁ ଭଲ ରେଜଲ୍ଟ ଦେଖିବାକୁ ମିଳିବ ।

ଯଦି ଆପଣଙ୍କ ପିଠି ହାଡରେ କୌଣସି ଶୀର ଦାବି ଯାଇଛି ତେବେ ସେଥିପାଇଁ ମଧ୍ୟ ଏହି ହୋମ ରେମେଡି ବହୁତ ଲାଭଦାୟକ ଅଟେ । ଆପଣ ଏହାକୁ ଘରେ ବନାଇ ରଖିପାରିବେ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଏହି ରେମେଡି ତିଆରି କରିବା ପାଇଁ ବହୁତ ସାଧାରଣର ଜିନିଷର ଆବଶ୍ୟକ ରହିଛି ।

ପ୍ରଥମ ସାମଗ୍ରୀ ହେଉଛି ଏକ କପ ରାଶି ତେଲ, ଏକ ଚାମଚ ମେଥି ଦାନା, କଳା ଜୀରା, ପାନମଧୁରୀ, ସୋରିଷ, ଜୁଆଣୀ, ଗୋଟେ ଛୋଟ ଖଣ୍ଡ ଅଦା, 2ରୁ 3ଟି ରସୁଣ ପାଖୁଡା ନିଅନ୍ତୁ । ଏହି ସବୁ ସାମଗ୍ରୀ ଆପଣଙ୍କ ଶରୀରରେ ଫୁଳାକୁ, କଷ୍ଟ କୁ କମ କରିବା ପାଇଁ । ଆଜିର ଏହି ରେମେଡି କୁ ବନାଇବା ପାଇଁ ଅଦା ଓ ରସୁଣ କୁ ଛାଡି ଅନ୍ୟ ସବୁ ସାମଗ୍ରୀ କୁ ନିଅନ୍ତୁ ।

ଏହାର ଭଲ ଭାବେ ଫାଇଁ ପାଉଡର ପ୍ରସ୍ତୁତ କରନ୍ତୁ । ଏହା ପରେ ଅଦା ଓ ରସୁଣ କୁ ଛୋଟ ଛୋଟ ପିସ କରି କାଟି ଦିଅନ୍ତୁ । ଏବେ ଏକ ପ୍ୟାନ ଗ୍ଯାସରେ ବସାନ୍ତୁ । ସେଥିରେ ଏକ କପ ରାଶି ତେଲ ଢାଳନ୍ତୁ । ଏବେ ଆପଣ ମିଡିୟମ ଫ୍ଲେମ ରେ ଗରମ କରନ୍ତୁ । ଯେବେ ତେଲ ଗରମ ହୋଇଯିବ ସବୁ ପାଉଡର କୁ ସେଥିରେ ପକାଇ ଦିଅନ୍ତୁ ।

ଏହା ସହ ଅଦା ଓ ରସୁଣ କୁ ପକାଇ ଦିଅନ୍ତୁ । ଏହାକୁ 10 ମିନିଟ ଯାଏଁ ଭଲରେ ଗରମ କରନ୍ତୁ । ଯେମିତି ସବୁ ସାମଗ୍ରୀ ନ ଜଳିବ ତାହା ପ୍ରତି ଧ୍ୟାନ ଦିଅନ୍ତୁ । ଏହା ପରେ ତେଲ କୁ ଥଣ୍ଡା ହେବାକୁ ଚବାଇ ଦିଅନ୍ତୁ । ଏହା ସଂପୂର୍ଣ୍ଣ ଥଣ୍ଡା ହେବା ପରେ କାଚ ଜାର ରେ ଷ୍ଟୋର କରି ରଖି ଦିଅନ୍ତୁ । ଏହି ତେଲ କୁ ଆପଣଙ୍କର ଯେଉଁ ଜାଗାରେ ଯନ୍ତ୍ରଣା ହେଉଛି ସେଠାରେ 2ରୁ 3 ମାଲିସ କରନ୍ତୁ ।

ଦିନକୁ 2 ଥର ଏହି ତେଲ ଲଗାନ୍ତୁ । ଆପଣ ଏହି ତେଲ ଲଗାଇବା ସମୟରେ ଡାଇରେକ୍ଟ ଥଣ୍ଡା ପବନ ବା ଏସି ଆଗରେ ଏକ୍ସପୋଜ କରନ୍ତୁ ନାହି । ଥଣ୍ଡା ପାଣିରେ ବି ଧୁଅନ୍ତୁ ନାହି । ପ୍ରଥମ ଥର ଏହାର ପ୍ରୟୋଗ ଦ୍ଵାରା ଆପଣଙ୍କୁ ନିହାତି ପରିଣାମ ଦେଖିବାକୁ ମିଳିବ ।

ମାତ୍ର 15 ଦିନ ଏହାର ବ୍ୟବହାର କରିଲେ ଆଁଠୁ ଗଣ୍ଠି ବିନ୍ଧା, ଦବି ଯାଇଥିବା ଶୀର, ହାଡ ଦୁର୍ବଳତା ଆପଣଙ୍କୁ ନିହାତି ଆରାମ ମିଳିବ । ଆପଣଙ୍କର ଯେଉଁ କାରଣରୁ ସମସ୍ଯା ହେଉଛି ତାହାକୁ ମୂଳରୁ ଶେଷ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *