ମାତ୍ର 3 ଦିନ କ୍ଷୀରରେ ପକାଇ ପିଅନ୍ତୁ, ଆଣ୍ଠୁ ଗଣ୍ଠି ବିନ୍ଧା, ଦୁର୍ବଳତା, ହାର୍ଟ କମଜୋରି, ରକ୍ତର ଅଭାବ ମୂଳରୁ ଭଲ ହୋଇଯିବ ( Healthy Tips )

ବନ୍ଧୁଗଣ କେବଳ ୨ ଚାମଚ କ୍ଷୀର ସହ ମିଶେଇ ଖାଆନ୍ତୁ । କୌଣସି ପ୍ରକାରର ଦୁର୍ବଳତା ଲାଗୁଥାଉ, ହାତ ବିନ୍ଧୁଥାଉ ବା ଗୋଡ ବିନ୍ଧୁଥାଉ, ଅଣ୍ଠୁଗଣ୍ଠି ବିନ୍ଧା ହେଉ ବା ଜୟେଣ୍ଟ ପେନ ହେଉଥାଉ ତାହା ସଂପୂର୍ଣ୍ଣ ଭଲ ହୋଇଯିବ । କେବଳ ଏହାର ୩ ଥର ସେବନ କରିବା ଦ୍ୱାରା ଆପଣଙ୍କୁ ଏହାର ଫଳ ଦେଖିବାକୁ ମିଳିଯିବ । ଗୋଡ଼ ଠାରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସମସ୍ୟା କୁ ଦୂର କରିବାରେ ଏହା ଏକ ରାମବାଣ ଉପଚାର ଅଟେ । ଏହା ଆପଣଙ୍କ ହାର୍ଟ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଏହାକୁ ଆମେ କେମିତି ପ୍ରସ୍ତୁତ କରିବା ଏବଂ ଏହାର ସେବନ କିପରି କରିବା ।

ଆଜିର ଏହି ରେମିଡି କୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡ଼ିବ ଶୁଖିଲା ନଡ଼ିଆର । ମାନେ ଯେଉଁ ନଡ଼ିଆରେ ପାଣି ନଥିବ ବା ଯେଉଁ ନଦିଆରୁ ପାଣି ଶୁଖି ଯାଇଥିବ । ଏହା ଆପଣଙ୍କୁ କୌଣସି ଫଳ ଦୋକାନରୁ ଖୁବ ସହଜରେ ମିଳିଯିବ । ଶୁଖିଲା ନଡ଼ିଆ ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ ।

କାରଣ ଏଥିରେ ବହୁତ ମାତ୍ରାରେ ପୋଷାକ ତତ୍ତ୍ଵ ମିଳିଥାଏ ଯାହା ଆମର ମସ୍ତିସ୍କ ଏବଂ ହାର୍ଟ ପାଇଁ ବହୁତ ଅଧିକ ଭଲ ହୋଇଥାଏ । ଏହା ଶରୀରରେ ଇମ୍ମୁନିଟି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଶୁଖିଲା ନଡ଼ିଆରେ ପ୍ରୋଟିନ, ଆଇରନ, କ୍ୟାଲସିୟମ, ଫସଫରସ, ଭରପୁର ମାତ୍ରାରେ ମିଳିଥାଏ । ଶୁଖିଲା ନଡ଼ିଆ ସେବନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ବିନ୍ଧା ଦୂର ହୋଇଥାଏ ।

ଆପଣ ଶୁଖିଲା ନଡ଼ିଆକୁ କୋରି ଫ୍ରିଜ୍ ରେ ରଖିଦିଅନ୍ତୁ । ଅଧ ଘଣ୍ଟା ପରେ ନଡ଼ିଆ କୋରାରୁ ୪ ଚାମଚ ଗ୍ରାଇଡିଂ ଜାରରେ ପକାନ୍ତୁ । ବର୍ତ୍ତମାନ ଏଥିରେ ୪ଟି ଗୋଲମରିଚ ମିଶାନ୍ତୁ । ଏହାପରେ ଏଥିରେ ୫ଟି ଆଲ୍ମଣ୍ଡ ପକାନ୍ତୁ । ବର୍ତ୍ତମାନ ଏଥିରେ ଗୋଟେ ଖଣ୍ଡ ଡାଲଚିନି ପକାଇ ଗ୍ରାଇଣ୍ଡ କରିଦିଅନ୍ତୁ । ଏବେ ଗୋଟେ ପାତ୍ରରେ ୧ଗ୍ଲାସ କ୍ଷୀର ନିଅନ୍ତୁ ।

କ୍ଷୀର ଫୁଟିଆସିଲେ ସେଥିରେ ପୂର୍ବରୁ ରଖିଥିବା ନଡ଼ିଆ ମିଶ୍ରଣ କୁ ପକାନ୍ତୁ । ଏହାର ସ୍ବାଦ ବଢ଼ାଇବା ପାଇଁ ଏଥିରେ ଆପଣ ଗୋଟେ ଖଣ୍ଡ ଗୁଡ଼ ମିଶାଇପାରିବେ । ତେବେ ବର୍ତ୍ତମାନ ଏହାକୁ ୫ ମିନିଟ ଫୁଟିବାକୁ ଛାଡ଼ି ଦିଅନ୍ତୁ । ଏବେ ଆପଣ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏବଂ ଏହାକୁ ସମ୍ପୂର୍ଣ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ।

ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଆପଣ ଏହାକୁ ଗୋଟେ ଗ୍ଲାସ ରେ କାଢି ନିଅନ୍ତୁ । ବର୍ତ୍ତମାନ ଆମର ରେମିଡି ପ୍ରସ୍ତୁତ । ପ୍ରତିଦିନ ସକାଳୁ ଏହାର ସେବନ କରନ୍ତୁ । ମାତ୍ର ୩ ଦିନ ଏହାର ସେବନ କରନ୍ତୁ ଏବଂ ଦେଖନ୍ତୁ ବହୁ ବର୍ଷ ପୁରୁଣା ଆଣ୍ଠୁ ଗଣ୍ଠି ଦୂର ହେବା ସହ ଶରୀରରେ ଅନ୍ୟ ରୋଗ ମାନଙ୍କୁ ମଧ୍ୟ ଭଲ କରିବ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *