ଖାଲି ପେଟରେ ଗୁଡ ଖାଇ ଗରମ ପାଣି ସେବନ କରିବାର ଚମତ୍କାରୀ ଲାଭ ଜାଣି ପାଦ ତଳୁ ମାଟି ଖସିଯିବ ( Healthy Tips )

ବନ୍ଧୁଗଣ ବର୍ତମାନ ସମୟରେ ସମସ୍ତେ କିଛି ନା କିଛି ରୋଗରେ ପୀଡିତ ତାହା ମଧ୍ୟ ଛୋଟ ରୋଗ ନୁହେଁ ବଡ ରୋଗ ଯେପରି କି ଡାଇବେଟିସ, ହାଇ ବିପି, କୋଲେଷ୍ଟ୍ରୋଲ, ହାର୍ଟ ଅଟ୍ଟକ ଇତ୍ୟାଦି । ବର୍ତମାନ ସମୟରେ ସମସ୍ତଙ୍କୁ ଏପରି ରୋଗ ହେବାର ମୁଖ୍ୟ କାରଣ ହେଉଛି ଭିନ୍ନ ଭିନ୍ନ ଖାଦ୍ୟର ସେବନ କରିବା । ଆମ ଦେଶ ଭାରତରେ ପୂର୍ବଜ ମାନେ ସୋରିଷ ତେଲ ଆଊ ନଡିଆ ତେଲ ସେବନ କରୁଥିଲେ ।

ଏବଂ ଆମେ ମଧ୍ୟ ସେହି ପରମ୍ପରା ପାଳନ କରୁଥିଲେ କିନ୍ତୁ ଗତ କିଛି ବର୍ଷରୁ ରିଫାଇନ ତେଲର ଚାହିଦା ଏତେ ମାତ୍ରାରେ ବଢିଯାଇଛି ଯେ ସମସ୍ତଙ୍କୁ ହାର୍ଟ ଅଟ୍ଟକ ଭଳି ସମସ୍ୟାର ସମୁଖୀନ ହେବାକୁ ପଡୁଛି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଖାଦ୍ଯ ବିଷୟରେ କହିବାକୁ ଯାଉଛୁ ଯାହା ଶରୀର ପାଇଁ ବହୁତ ଚମତ୍କାରୀ ଅଟେ । ବହୁତ ବର୍ଷ ତଳେ ଆମ ଦେଶରେ ଏକ ଚିନୀ ଭଳି ଜିନିଷ ଆସିଥିଲା ଯାହା ସୁଧ ହୋଇ ତିଆରି ହୋଇଥିଲା ।

ବନ୍ଧୁଗଣ ଚିନୀର ସେବନ ଦ୍ଵାରା ବ୍ୟକ୍ତିକୁ ଡାଇବେଟିସ ଭଳି ରୋଗର ସାମ୍ନା କରିବାକୁ ପଡିଥାଏ । ଯାହା ଡକ୍ଟର ମଧ୍ୟ ପରାମର୍ଶ ଦେଉଛନ୍ତି ଯେ ଯେତେ କମ ମିଠା ଖାଇବା ଆମ ଶରୀର ପାଇଁ ସେତେ ଅଧିକ ଭଲ ହୋଇଥାଏ । ତେବେ ବନ୍ଧୁଗଣ ସେହି ଚମତ୍କାରୀ ଜିନିଷଟି ହେଉଛି ଗୁଡ । ଯାହା ପୁରାତନ ସମଯରୁ ଆମ ଭାରତରେ ବହୁତ ପ୍ରସିଦ୍ଧ ।

ତେବେ ପୁରୁଣା ସମୟରେ ଲୋକ ଗୁଡର ସେବନ କରୁଥିଲେ ଏବଂ ତାଙ୍କୁ ସେହି ସମୟରେ କୌଣସି ରୋଗ ହେଉନଥିଲା । ଗୁଡର ସେବନ କରିବା ଦ୍ଵାରା ଶରୀରକୁ ଭରପୁର ମାତ୍ରାରେ ଶକ୍ତି ମିଳିଥାଏ । ସବୁଦିନ ସକାଳୁ କ୍ଝାଳି ପେଟରେ କିଛି ଗୁଡ ଖାଇ ଅଳ୍ପ ମାତ୍ରାରେ ଉଷୁମ ପଣି ସେବନ କରିବା ଦ୍ଵାରା ଶରୀରରେ ଗ୍ୟାସ ସମସ୍ୟା, ଚୁଟି ଝଡିବା, ପଚନ ଶକ୍ତି ଠିକ ହୋଇଥାଏ ।

ଶରୀରରେ ଲିଭର ମଧ୍ୟ ସାଫା ହୋଇଥାଏ, ରକ୍ତ ନିର୍ମାଣ ହୋଇଥାଏ, ଯାହା ଦ୍ଵାରା ଆପଣ ବହୁତ ଆକ୍ଟିଭ ଫିଲ କରିଥାନ୍ତି ଏବଂ ରୋଗ ଠାରୁ ଦୂରେଇ ରହିଥାନ୍ତି । କେବଳ ୧୫ ଦିନ ଏହାର ସେବନ କରି ଦେଖନ୍ତୁ ଆପଣଙ୍କୁ ବହୁତ ଲାଭ ମିଳିବ । ଗୁଡ ଖାଇବା ଦ୍ଵାରା ଶରୀରରେ ଆଇରନ ଏବଂ କ୍ଯାଲ୍ସିୟମ ର ମଧ୍ୟ ଅଭାବ ଦୂର ହୋଇଥାଏ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *