ଡାଇବେଟିସ 380 ଥାଉ କି 480, 30 ବର୍ଷ ପୁରୁଣା ହେଇଥାଉ କି 35 ବର୍ଷ, ଏହି କାଡାରେ କେବଳ 7 ଦିନରେ କଣ୍ଟ୍ରୋଲ ହେଇଯିବ ( Healthy Tips )

ବନ୍ଧୁଗଣ ଆଜିକା ସମୟରେ ସମସ୍ତେ ସୁସ୍ଥ ରହିବା ନିହାତି ଆବଶ୍ୟକ । କାରଣ ବିଭିନ୍ନ ପ୍ରକାରର ରୋଗ ବଢ଼ିବାରେ ଲାଗିଛି । ତେବେ ଡାଇବେଟିସ ସେହି ରୋଗ ମାନଙ୍କ ଭିତରୁ ଗୋଟେ ଅଟେ । ଡାଇବେଟିସ ହେବାର ମୁଖ୍ୟ କାରଣ ହେଉଛି ଦୈନଦୀୟ ଜୀବନଶୈଳୀ ରେ ପରିବର୍ତ୍ତନ ଏବଂ ସ୍ଵାସ୍ଥ୍ୟ ପାଇଁ ହାନିକାରକ ଖାଦ୍ୟ ର ସେବନ ।

ଯାହା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ ଏବଂ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କ ଡାଇବେଟିସ କଣ୍ଟ୍ରୋଲ ହେବା ସହିତ ଶରୀରରେ ଇମୁନିଟୀ ପାୱାର ଅର୍ଥାତ୍ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ଏହି କାଢା କୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେବଳ ମେଥିଦାନା, ହଳଦୀ ଏବଂ ଡାଲଚିନି ର ଆବଶ୍ୟକ ପଡ଼ିବ । ମେଥିଦାନା ଆମେ ଶରୀର ପାଇଁ ବହୁତ ଚମତ୍କାରି ହୋଇଥାଏ । ଏହା ବହୁତ ରୋଗକୁ ଭଲ କରିଥାଏ । ଏଥିରେ ଥିବା ପ୍ରୋଟିନ, ଆଇରନ, ଭିଟାମିନ ବି6, ଫାଇବର ଆଦି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ମେଥିଦାନା ଗ୍ୟାଷ୍ଟିକ, ଉଚ୍ଚ ରକ୍ତଚାପ, ଡାଇବେଟିସ, କିଡନୀ ରୋଗ ପାଇଁ ବହୁତ ଭଲ ହୋଇଥାଏ ।

ଦିତୀୟ ସାମଗ୍ରୀ ହେଉଛି ହଳଦୀ । ଆମ ଶରୀର ପାଇଁ ହଳଦୀ କେତେ ଉପକାରୀ ଆପଣ ସମସ୍ତେ ପ୍ରାୟ ଜାଣିଥିବେ । ହଳଦୀ କୁ ଆମେ ପ୍ରତେକ ଖାଦ୍ୟରେ ବ୍ୟବହାର କରିଥାଉ । ଏଥିରେ ପ୍ରୋଟିନ, ଆଇରନ, କ୍ୟାଲସିୟମ, ମିନେରାଲ ଆଦି ରହିଛି । ଯାହା ଦ୍ଵାରା ଆମେ ସୁସ୍ଥ ରହିଥାଉ । ଏବଂ ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ ।

ତେବେ ତୃତୀୟ ସାମଗ୍ରୀ ଟି ହେଉଛି ଡାଲଚିନି । ଆମ ରୋଷେଇଘରେ ଡାଲଚିନି ଖୁବ ସହଜରେ ମିଳିଯିବ । ଡାଲଚିନି ରେ ମଧ୍ୟ ବହୁତ ପ୍ରକାର ଔଷଧୀୟ ଗୁଣ ରହିଛି । ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ତେବେ ବନ୍ଧୁଗଣ କାଢା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ପାତ୍ର ନିଅନ୍ତୁ ସେଥିରେ ଏକ ଗ୍ଲାସ ପାଣି ଦେଇ ଗରମ କରନ୍ତୁ । ପାଣି ଗରମ ହେବା ପରେ ସେଥିରେ ଗୋଟେ ଚାମଚ ମେଥିଦାନା ପକାନ୍ତୁ । ଏହାପରେ ସେଥିରେ ଗୋଟେ ଚିମୁଟା ହଳଦୀ ଗୁଣ୍ଡ ମିଶାନ୍ତୁ । ଏହାପରେ ସେଥିରେ ଗୋଟେ ଚିମୁଟା ଡାଲଚିନି ପାଉଡର ମିଶାଇ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଏହାକୁ ୧୦ ମିନିଟ ଫୁଟାଇବାକୁ ଛାଡ଼ି ଦିଅନ୍ତୁ ।

ବର୍ତ୍ତମାନ କାଢା ପ୍ରସ୍ତୁତ । ଆପଣ ଏହାକୁ ସକାଳୁ ଖାଦ୍ୟ ଖାଇବାର ଗୋଟେ ଘଣ୍ଟା ପୂର୍ବରୁ ସେବନ କରନ୍ତୁ । ଏହା ସହିତ ଅଧିକ ତେଲ ମସଲା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଏବଂ ପ୍ରତେକ ଦିନ ୧ ଘଣ୍ଟା ବ୍ୟାୟାମ କରନ୍ତୁ । ଦେଖିବେ ଏମିତି କରିବା ଦ୍ୱାରା ଆପଣଙ୍କ ଡାଇବେଟିସ ମାତ୍ର ୬ ଦିନରେ ଖୁବ ସହଜରେ କ୍ରନ୍ତ୍ରୋଲ ହୋଇଯିବ । ଏବଂ ଆପଣ ସୁସ୍ଥ ଅନୁଭବ କରିବେ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *