ଲିଭର ( Liver ) ରେ ଜମିଥିବା ମଇଳା ସଫା କରନ୍ତୁ କେବଳ 1 ଦିନରେ, ଏହାକୁ ପାଣିରେ ମିଶାଇ ପଇ ନିଅନ୍ତୁ ବଞ୍ଚିଯିବ ଜୀବନ ( Healthy Tips )

ବନ୍ଧୁଗଣ ସନ୍ତୁଳନ ଖାଦ୍ୟପାନ ଏବଂ ଖରାପ ଜୀବନଶୈଳୀ ଦ୍ୱାରା ଆମର ଶରୀରରେ ବହୁତ ଖରାପ ପ୍ରଭାବ ପଡିଥାଏ । ଲିଭର ଆମ ଶରୀରର ଡାହାଣ ପଟେ ରହିଥାଏ । ଏହା ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଲିଭର । ଅଧ୍ୟ ସଫା ରହିବ ନିହାତି ଆବଶ୍ୟକ । ଯଦି ଆପଣଙ୍କ ଲିଭର ଠିକ ଭାବରେ କାମ କରିବ ନାହିଁ ତେବେ ଆପଣଙ୍କୁ ଏନେକ ପ୍ରକାରର ରୋଗ ହୋଇପାରେ । ଲିଭର ଆମ ଶରୀରରେ ଅନେକ ପ୍ରକାରର କ୍ରୀୟକୁ ନିୟନ୍ତ୍ରଣ କରିଥାଏ ।

ଡାଇଯେଶନ ସମ୍ବନ୍ଧିତ ହେଉ, ବା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ବହୁତ ସାହାଯ୍ୟ କରିଥାଏ । ତେବେ ଯଦି ଆପଣଙ୍କ ଲିଭର ଠିକସେ କାମ ନକରିବ ତେବେ ଆପଣଙ୍କୁ ବହୁତ୍ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଆପଣଙ୍କୁ ଫ୍ୟାଟି ଲିଭର, ହେପାଟାଇଟିସ, ଲିଭର କ୍ୟାନ୍ସର ଆଦି ଭଳି ଭୟଙ୍କର ରୋଗ ଆଦି ହୋଇପାରେ । ତେବେ ଆଜି ଆମେ ଆପଣଙ୍କୁ ଲିଭର ସଫା କରିବାର କିଛି ଚମତ୍କାରି ଉପାୟ ବିଷୟରେ କହିବାକୁ ଯାଉଛୁ ।

ଅଁଳା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାର ପ୍ରୟୋଗ ଦ୍ୱାରା ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଗୁଡ଼ିକ ବାହାରିଥାଏ । ତେଣୁ ଆପଣ ପ୍ରତେକ ଦିନ ଏକ ଚାମଚ ଅଁଳା ଗୁଣ୍ଡ ଗୋଟେ ଗିଲାସ ଉଷୁମ ପାଣିରେ ମିଶାଇ ସକାଳୁ ଖାଲି ପେଟରେ ପିଅନ୍ତୁ । ଦେଖିବେ ଆପଣଙ୍କ ଶରୀର ସୁସ୍ଥ ରହିବ । ରସୁଣ କୁ ଆମେ ପ୍ରତେକ ଖାଦ୍ୟରେ ବ୍ୟବହାର କରିଥାଉ । ରସୁଣ ରେ ଥିବା ଔଷଧୀୟ ଗୁଣ ଲିଭର କୁ ଠିକ ରଖିବାରେ ସାହାଯ୍ୟ କରିଥାଏ । ଏହା ଲିଭର କୁ ଠିକ ଭାବେ ଫନକ୍ସଂ କରିବାରେ ସାହାଯ୍ୟ କରିଥାଏ । ଏବଂ ଶରୀରର ସମସ୍ୟା ବିଷାକ୍ତ ପଦାର୍ଥକୁ ବାହାର କରେ ।

ହଳଦୀ ଆମ ଶରୀର ପାଇଁ କେତେ ଉପକାରୀ ଏହା ପ୍ରାୟତଃ ଆପଣ ସମସ୍ତେ ଜାଣିଛନ୍ତି । ହଳଦୀ କୁ ଆମେ ଅନେକ ପ୍ରକାରର ରୋଗଠାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରିଥାଉ । ହଳଦୀର ସେବନ ଦ୍ୱାରା ଆମ ପାଚନତନ୍ତ୍ର ଠିକ ରହିଥାଏ । ହଳଦୀ ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଆମ ଲିଭର କୋସିକା କୁ ନଷ୍ଟ ହେବାରୁ ରକ୍ଷା କରିଥାଏ । ଆୟୁର୍ବେଦ ରେ ମଧ୍ୟ ହଳଦୀର ବହୁତ ବ୍ୟବହାର କରାଯାଇଥାଏ ।

କିସମିସ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । କିସମିସ ରେ ଥିବା ଭିଟାମିନ, ଫାଇବର, କ୍ୟାଲସିୟମ ଆଦି ଆମ ଲିଭର କୁ ସୁସ୍ଥ ରଖିଥାଏ । ତେବେ ରାତିରେ ଗୋଟେ କପ ଉଷୁମ ପାଣିରେ କିସମିସ ଭିଜେଇ ଦିଅନ୍ତୁ । ସକାଳେ ଏହାକୁ ଛାଣି ସେବନ କରନ୍ତୁ । ଏହା ଦ୍ବାରା ଲିଭର ଏବଂ କିଡନୀ ସଫା ହୋଇଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *