ଏସିଡିଟି ସମସ୍ୟା ରୁ ମୁକ୍ତି – ପେଟରେ ଗ୍ୟାସ , ପେଟ ଫୁଲିବା , ଛାତି ଜଳାପୋଡା ହେବା ଦୂର କରିବାର 100% ଘରୋଇ ଉପଚାର

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଅଶୃଙ୍ଖଳିତ ଜୀଵନ ଯୋଗୁଁ ପ୍ରାୟତଃ ବ୍ୟକ୍ତି ଙ୍କୁ ଗ୍ୟାସ , ବଦହଜମି ଓ ଏସିଡିଟି ଭଳି ସମସ୍ୟା ରହିଥାଏ । ଏହି ସମସ୍ୟା ଦ୍ଵାରା ବହୁତ କ-ଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ । ଏହି ସମସ୍ୟା ଦେଖାଯିବା ଦ୍ଵାରା ଆପଣ ବିଭିନ୍ନ ପ୍ରକାର ମାର୍କେଟ ରେ ମିଳୁଥିବା ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାନ୍ତି । କିନ୍ତୁ ବନ୍ଧୁଗଣ ତାହା କେବଳ ସେହି ସମୟ ପାଇଁ ହିଁ ଗ୍ୟାସ ରୁ ମୁ-କ୍ତି ଦେଇଥାଏ । କିନ୍ତୁ ଏହି ସମସ୍ୟା ଜୀବନ ସାରା ରହିଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ଗ୍ୟାସ , ଏସିଡିଟି ଏବଂ ବଦହଜମି ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ ।ଏହି ଉପାୟ ସମ୍ପୁର୍ଣ୍ଣ ରୂପରେ ପ୍ରାକୃତିକ ଅଟେ । ଏହି ଉପାୟ ର ପ୍ରୟୋଗ ଦ୍ବାରା ଆପଣଙ୍କୁ କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ହେବ ନାହିଁ ଏବଂ ଏହି ସବୁ ପେଟ ଜନିତ ସମସ୍ୟା ଜୀବନ ସାରା ପାଇଁ ଦୂର ହୋଇଯିବ । ଏହି ଘରୋଇ ଉପଚାର ଅତ୍ୟନ୍ତ ସହଜ ଓ ସରଳ ଅଟେ । ତେବେ ବନ୍ଧୁଗଣ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।


ଆପଣ ଙ୍କୁ ଏହି ଉପାୟ କରିବା ପାଇଁ ସବୁଠାରୁ ପ୍ରଥମେ ଆପଣ ରାତିରେ ତମ୍ବା ରେ ରଖିଥିବା ପାଣି କୁ ନିଅନ୍ତୁ ଏବଂ ସେଥିରେ ମୁଠାଏ ପୋଦିନା ପତ୍ର କୁ ହେମଦସ୍ତା ରେ କୁଟି ପକାନ୍ତୁ । ଏହା ପରେ ସେହି ପାଣିରେ ଅଳ୍ପ ଜିରା ଗୁଣ୍ଡ ଏବଂ ଲେମ୍ବୁ ରସ ମିଶାନ୍ତୁ ଏହା ସହ ଅଳ୍ପ ତ୍ରିଫଳା ଚୁରଣ ମଧ୍ୟ ମିଶାନ୍ତୁ । ଏହା ପରେ ଆପଣ ଏହାକୁ ଗୋଟିଏ ଦିନ ଛାଡି କରି ପିଅନ୍ତୁ ।
ଏହି ଉପାୟ କରିବା ଦ୍ୱାରା ଆପଣ ଙ୍କ ଗ୍ୟାସ ଜନିତ ସବୁ ସମସ୍ୟା ଦୂର ହୋଇଯିବ ଏବଂ ଆପଣ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିବେ ।

ତେବେ କିନ୍ତୁ ଆପଣ ଗୋଟିଏ କଥାର ବିଶେଷ ଧ୍ୟାନ ଦେବେ କି ଏଥିରେ ବ୍ୟବହାର କରାଯାଉଥିବା ପାଣି ତମ୍ବା ପାତ୍ର ର ହେବା ଆବଶ୍ୟକ ଅଟେ ନହେଲେ ଏହା କୌଣସି ପ୍ରକାରର କାମରେ ଆସିବ ନାହିଁ ।
ଏହି ଉପାୟ ସହ ଆପଣ ବାହାର ଖାଦ୍ୟ ଖାଇବା ବନ୍ଦ କରନ୍ତୁ ଏବଂ ଯୋଗ ବ୍ୟାୟାମ ଅଳ୍ପ କିଛି କରନ୍ତୁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *