ଶେଷ ହେବ 21 ଭୟଙ୍କର ରୋଗ , ଗରମ ଦିନେ ଖଆନ୍ତୁ ଅଳସି – ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ 99% ଲୋକ ଜାଣିନାହାନ୍ତି

ନମସ୍କାର ବନ୍ଧୁଗଣ ତେବେ ଆଜିକାଲି ଏହି ଅ-ଶୃ-ଙ୍ଖ-ଳି-ତ ଜୀଵନ ଯୋଗୁଁ ଆମ ଶରୀର ବହୁତ ଅ-ସୁ-ସ୍ଥ ହୋଇ ପ-ଡୁ-ଛି ଦୁ-ର୍ବ-ଳ ହୋଇ ଯାଉଛି । ତେବେ ଏହା ଦ୍ୱାରା ଆମେ ଅନେକ ରୋ-ଗ ରେ ମଧ୍ୟ ପଡୁଛୁ । ଆଣ୍ଠୁ ଗ-ଣ୍ଠି ବି-ନ୍ଧା ତ ବୟସ ପୂର୍ବରୁ ଆରମ୍ଭ ହୋଇ ଯାଉଛି । ତେବେ ଏଥିପାଇଁ ଆମେ ଅନେକ ପ୍ରକାରର ଔ-ଷ-ଧ ମଧ୍ୟ ସେଵନ କରି ଦେଇ ଥାଉ କିନ୍ତୁ ତାହା ମଧ୍ୟ ଆମ ଶରୀର ପାଇଁ ଉପଯୁକ୍ତ ନୁହେଁ । ତେବେ କିନ୍ତୁ ଆମେ କିଛି ଘରୋଇ ଉପଚାର ଦ୍ୱାରା ନିଜ ଶରୀର କୁ ସୁସ୍ଥ ଏବଂ ଭଲ ରଖି ପାରିବୁ ତେବେ ଆସନ୍ତୁ ସେହି ବିଷୟ ରେ ଜାଣିନେବା । ତେବେ ଆପଣ ଅଳସୀ ମଞ୍ଜି କୁ ତ ଜାଣିଥିବେ, ତେବେ ଏହି ମଞ୍ଜି ର ସାହାର୍ଯ୍ୟ ରେ ଆମେ ଅନେକ ପ୍ରକାରର ରୋ-ଗ ଠାରୁ ଦୂରେଇ ରହି ପାରିବା ଏବଂ ସୁସ୍ଥ ଜୀଵନ ଯାପନ କରି ପାରିବା ।
ତେବେ ଆପଣ ପ୍ରଥମେ କଞ୍ଚା ଅଳସୀ ମଞ୍ଜି ଆଣନ୍ତୁ ଏବଂ ତାକୁ ବିନା ତେଲ ର ସାହାର୍ଯ୍ୟ ରେ ତାକୁ ଭା-ଜ-ନ୍ତୁ ଏବଂ ପରେ ସେହି ମଞ୍ଜିକୁ ଗ୍ରା-ଇ-ଣ୍ଡିଂ କରି ଦିଅନ୍ତୁ । ତାପରେ ସେହି ଗୁ-ଣ୍ଡ କୁ ସକାଳେ ଖାଲି ପେଟ ରେ ଗ-ର-ମ ପାଣି ସହ ସେଵନ କରିବା ଦ୍ୱାରା ଆପଣଙ୍କ ଭିତରେ ଥିବା ଶା-ରୀ-ରି-କ ଦୁ-ର୍ବ-ଳତା କୁ ଦୂର କରିଥାଏ ଏବଂ ଆପଣଙ୍କ ହା-ଡ଼ କୁ ମଜବୁତ ମଧ୍ୟ କରିଥାଏ ।
ତେବେ ଏହା ଛଡା ଆପଣ ଏହି ଅଳସୀ ମଞ୍ଜି ର ଗୁ-ଣ୍ଡ କୁ ଅଁଳା ର ଗୁ-ଣ୍ଡ ସହ ସେବନ କଲେ ଆପଣଙ୍କ ଆଖି ର ସମସ୍ୟା ଦୂର ହୋଇଥାଏ ଏବଂ ଦୃଷ୍ଟି ଶ-କ୍ତି ପ୍ରଖର ହୁଏ ।
ଯଦି ଆପଣଙ୍କ ଆ-ଣ୍ଠୁ ଗ-ଣ୍ଠି ବି-ନ୍ଧା ହୁଏ ତେବେ ଆପଣ ଏହି ଅଳସୀ ମଞ୍ଜିର ଗୁ-ଣ୍ଡ କୁ ଏକ ଚାମଚ ଗ-ର-ମ ପାଣି ସହ ସକାଳେ ସେଵନ କରିବା ଦ୍ୱାରା ଆପଣଙ୍କ ର ଆ-ଣ୍ଠୁ ଗ-ଣ୍ଠି ସମସ୍ୟା ଦୂର ହୋଇଥାଏ । ଏହା ସହ ଆପଣ ନିଜେ ବାହାର ଖାଦ୍ୟ ଖାଇବାକୁ ଟିକେ ବାରଣ କରନ୍ତୁ ଏବଂ ଯୋଗ ବ୍ୟାୟାମ ମଧ୍ୟ କରନ୍ତୁ । ଏହା ଦ୍ୱାରା ଏକ ଶୃ-ଙ୍ଖ-ଳି-ତ ଜୀଵନ ଯାପନ କରିବା ନି-ହା-ତି ଆବଶ୍ୟକ ଅଟେ ।
ତେବେ ଆଶା କରୁଛି ଏହି ବିଷୟ ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *