ପ୍ରବଳ ରୁ ଅତିପ୍ରବଳ ଅଣ୍ଟାବିନ୍ଧା ଥରକରେ ହିଁ ଭଲ ହେଇଯିବ, ମାତ୍ର କରନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ଆଜିକା ସମୟରେ ପ୍ରତେକ ଘରେ କେହି ନା କେହି ଅଣ୍ଟା ବିନ୍ଧା ସମସ୍ୟା ପାଇଁ ଚିନ୍ତିତ ରହୁଛନ୍ତି । ଅଣ୍ଟାବିନ୍ଧା ସମସ୍ୟା ଯଦି ଆପଣଙ୍କୁ ଥରେ ହୁଏ ତେବେ ବହୁତ ଅଧିକ କଷ୍ଟ ଭୋଗିବାକୁ ପଡ଼ିଥାଏ । ତେବେ ଆପଣ ଭାବିଥାନ୍ତି ଏଥିରୁ କେମିତି ଉପଶମ ମିଳିବ । ମହିଳା ପୁରୁଷ ଉଭୟ ଙ୍କ ମଧ୍ୟରେ ଏପରି ଅଣ୍ଟାବିନ୍ଧା ସମସ୍ୟା ଦେଖିବାକୁ ମିଳିଥାଏ ।

ଏବଂ ଅଣ୍ଟାବିନ୍ଧା ପାଇଁ ବ୍ୟକ୍ତି ବିଭିନ୍ନ ପ୍ରକାରର ଔଷଧ ର ସେବନ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଚମତ୍କାରି ଉପାୟ ନେଇ ଆସିଛୁ ଯାହା ଦ୍ଵାରା ଆପଣ ନିଜର ଅଣ୍ଟା ବିନ୍ଧା ର ସମସ୍ୟା କୁ ଦୂର କରିପାରିବେ । ଏହି ରେମିଡି ର ପ୍ରୟୋଗ ବହୁତ ବର୍ଷରୁ ହୋଇଆସୁଛି । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ବନ୍ଧୁଗଣ ଏହି ରେମିଡି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ତିନୋଟି ରସୁଣ ପାଖୁଡ଼ା ର ଆବଶ୍ୟକ ପଡ଼ିବ । ରସୁଣ ପାଖୁଡା ର ଚୋପା କୁ ଭଲ ଭାବରେ କାଢି ନିଅନ୍ତୁ । ଏହି ରସୁଣ ପାଖୁଡ଼ା କୁ ଭଲ ଭାବରେ ଛେଚି ନିଅନ୍ତୁ । ଏହାପରେ ଏଥିରେ ଗୋଟେ ଚାମଚ ପାଣି ମିଶାନ୍ତୁ ଏବଂ ଏହାକୁ ପୁଣି ଭଲ ଭାବରେ ଛେଚି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ବର୍ତ୍ତମାନ ଆପଣ ଏହାକୁ ଗୋଟେ ଚଣା ସାହାଯ୍ୟରେ ଛାଣି ଏହାର ରସ ବାହାର କରନ୍ତୁ । ବର୍ତ୍ତମାନ ଗୋଟେ ଫଳ ଲୁମ୍ବୁ ରସ ଏଥିରେ ମିଶାନ୍ତୁ । ଏବେ ଆପଣ ଏଥିରେ ଅଧା କପ ପାଣି ମିଶାନ୍ତୁ । ଏବେ ଆପଣଙ୍କ ଅଣ୍ଟା ବିନ୍ଧା ଦୂର କରିବା ପାଇଁ ଆଜିର ଏହି ଘରୋଇ ଉପଚାର ପ୍ରସ୍ତୁତ । ଏବେ ଆସନ୍ତୁ ଜାଣିବା ଏହାର ସେବନ କେଉଁ ସମୟରେ ଏବଂ କେତେଥର କରିବେ ।

ଅଣ୍ଟା ବିନ୍ଧା ସମସ୍ୟା କୁ ଦୂର କରିବା ପାଇଁ ଆପଣ ଏହି ରେମିଡି କୁ ଦିନକୁ ଦୁଇ ରୁ ତିନି ଥର ସେବନ କରନ୍ତୁ । ଦେଖିବେ ଆପଣଙ୍କ ଅଣ୍ଟା ବିନ୍ଧା ଭଳି ସମସ୍ୟା ସବୁ ଦିନ ପାଇଁ ଶେଷ ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *