ଭୟଙ୍କର ଆଣ୍ଠୁଗଣ୍ଠି ଓ ଅଣ୍ଟା ବିନ୍ଧା ଭଲ ହୋଇଯିବ, କରନ୍ତୁ ଏହି ଘରୋଇ ଉପାୟ ( Healthy Tips )

ବନ୍ଧୁଗଣ କ୍ୟାଲସିୟମ ଅଭାବ ରୁ ଆଜି କାଲି ଲୋକ ମାନେ ବୋହୂ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି । ଆଣ୍ଠୁ ଗଣ୍ଠି ବିନ୍ଧିବା ସହ ଦେହ ରୁ ଜୀବନ ଚାଲିଗଲା ପରି ଲାଗିବ । କୌଣସି ଜାଗାରେ ମଧ୍ୟ ହୋଇଗଲେ ତାହା ବା ସେହି ହାଡ଼ ଭାଙ୍ଗି ଯିବା । ଅଣ୍ଟା ବିନ୍ଧା ଆଣ୍ଠୁ ବିନ୍ଧା ଆଦି ରୁ ରକ୍ଷା ପାଇବା ପାଇଁ ଆମେ ଆଜି କହିବାକୁ ଯାଉଛୁ ଏହି ଉପାୟ ।

ଆଲ୍ମଣ୍ଡ ର ବ୍ୟବହାର ନିହାତି କରନ୍ତୁ କାରଣ ଏହା ଭିଟାମିନ ରେ ଭରପୁର ଥାଏ । ଏହିଥିରେ ଦୂତୀଆ ସାମଗ୍ରୀ ର ଆବଶ୍ୟକ ପାନ ମଧୁରି । ଏଥିରେ କ୍ୟାଲସିୟମ,ଫସଫରସ,ଲୌହ, ଜୀଙ୍କ,ପୋଟାସିୟମ ଆଦି ରହିଥାଏ । ଯଦି ଆପଣ ଖାଦ୍ୟ ଖାଇବା ପରେ 1 ଚାମଚ୍ ପାନ ମଧୁରୀ ଖାଇନେବେ ତାହେଲେ ଆପଣ ଙ୍କୁ ଶୀଘ୍ର ରୋଗ ହେବ ନାହିଁ, ପାଚନ ପ୍ରକ୍ରିୟା ଠିକ୍ ରହିବ ।

ପେଟ ସଫା ରହିବ । ସାଥିରେ ଆଣ୍ଠୁ ଗଣ୍ଠି ବିନ୍ଧା ରକ୍ତ ର ଚଳନ ଠିକ୍ ରୂପେ ହୋଇପାରିବ । ଦୁର୍ବଳ ଦୃଷ୍ଟି ଶକ୍ତି ମଧ୍ୟ ଦୁର ହେବ । ଏବେ ଆମ କୁ ତୃତିୟ ସାମଗ୍ରୀ ର ଆବଶ୍ୟକ ହେଉଛି ମିଶ୍ରି । ଏହାପରେ ଚତୁର୍ଥ ସାମଗ୍ରୀ ର ଆବଶ୍ୟକ ପଡ଼ିବ ଯାହା ହେଉଛି ଗୋଲମରିଚ । ଏହା ଆପଣ ନକର ଥଣ୍ଡା କାଶ ଭଳି ରୋଗ ଦୁର କରିବା ସହ ଆଣ୍ଠୁ ଗଣ୍ଠି ପରି ରୋଗ ଦୁର କରିଥାଏ ।

ଭିଟାମିନ A ଆଦି ମିଳିଥାଏ । ଅସହନୀୟ ଯନ୍ତ୍ରଣା ଦୁର କରିବାକୁ ସାହାର୍ଯ୍ୟ କରିଥାଏ । ପାଞ୍ଚମ ସାମଗ୍ରୀ ଧଳା ଗୋଲମରିଚ ର ପ୍ରୟୋଗ କରିପାରିବେ । ଆପଣ ଏହି 5 ଟି ସାମଗ୍ରୀ କୁ ମିଶାଇ ଗ୍ରଇଣ୍ଡିଂ କରି ଦିଅନ୍ତୁ । ଏହା ପରେ ଏହାକୁ ଚନୀ ଫାଇନ ପାଉଡର ପ୍ରସ୍ତୁତ କରନ୍ତୁ । ଏହାକୁ 1 ମାସ ଆପଣ ଗୋଟିଏ ବନ୍ଦ ଥିବା ଯାଏ ରେ ବ୍ୟବହାର କରିପାରିବେ ।

ଏଥିରୁ ବା ଏହି ରୋଗ ରୁ ଜଲଦି ମୁକ୍ତି ପାଇବା ପାଇଁ ଏହାକୁ ଏହି ଗୁଣ୍ଡ କୁ ଗୋଟେ ଗ୍ଲାସ କ୍ଷୀର ରେ ପକାଇ ରାତିର ଖାଦ୍ୟ ଖାଇବା ର 1 ଘଣ୍ଟା ପରେ ସେବନ । କରନ୍ତୁ । ଯାହା କି ଆପଣ ଙ୍କ ଅଣ୍ଠୁ ଗଣ୍ଠି ବିନ୍ଧା କୁ ଦୂର କରିବା ରେ ସାହାଯ୍ୟ କରିବା । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *