ଆପଣ ରୁଟି ଖାଉଛନ୍ତି କି, ତେବେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ରୁଟି ରେ ବହୁ ପରିମାଣ ର ପୋଷକ ତତ୍ଵ ରହିଛି । ରୁଟି ରେ B1, B2, B3, B6 ଭଳି ପୋଷକ ତତ୍ଵ ରହିଛି, ଯାହା ଆମ ଶରୀର କୁ ପୋଷଣ ଯୋଗାଇଥାଏ ଓ ଆମ ଶରୀର କୁ ଶକ୍ତି ମିଳିଥାଏ । ରୁଟି ଖାଇବା ଦ୍ଵାରା ମଧ୍ୟ ଶରୀର ସୁସ୍ଥ ରହେ ଓ ପେଟ ଫୁଲ ରହେ। ରୁଟି ତିଆରି କରିବା ବହୁତ ସହଜ ଓ ଏହା ମଧ୍ୟ ଜଲଦି ହୋଇଯାଏ । ଗରମ ଗରମ ରୁଟି ଦେହ ପାଇଁ ବହୁତ ଭଲ ହୋଇଥାଏ । ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ ରେ ରୁଟି କୁ ବ୍ରେଡ କହନ୍ତି ।

ଆସନ୍ତୁ ଜାଣିବା ରୁଟି ଖାଇବା ର ଉପକାରିତା – ରୁଟି ଆମ ଶରୀର ର ର-କ୍ତ ର ଆବ୍ୟକତା କୁ ପୂରଣ କରେ। ଗହମ ତିଆରି ରୁଟି ଦେହ ପାଇଁ ବହୁତ ଉପଯୋଗୀ । ଗହମ, ବୁଟ ଆଦି ଶସ୍ୟ ଆମ ଦେଶ ରେ ଉତ୍ପାଦନ କରାଯାଏ । ଗହମ ରେ ଆଇରନ ରହିଛି ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ ଓ ଏହା ଆମ ଶରୀର ର ର-କ୍ତ ର ଆବ୍ୟକତା କୁ ମେଣ୍ଟାଇ ଥାଏ ।

ରୁଟି ରେ ପ୍ରୋଟିନ ଓ କ୍ୟାଲସିୟମ ରହିଥାଏ । ଗଣ୍ଠି ଯ-ନ୍ତ୍ର-ଣା ହେଉଥିଲେ ରୁଟି ଖାଇବା ଦରକାର। ପ୍ରୋଟିନ ଓ କ୍ୟାଲସିୟମ ଆମ ହା-ଡ଼ କୁ ମଜବୁତ୍ କରେ ।

ରୁଟି ଖାଇବା ଦ୍ଵାରା ଇନ୍ସୁଲିନ ଓ ଗ୍ଲୁକୋଜ ପରିମାଣ ନିୟନ୍ତ୍ରଣ ରେ ରହିଥାଏ । ଯାହା ଆମ ଶରୀର ରେ ଡାଇବେଟିସ କୁ ନିୟନ୍ତ୍ରଣ କରେ । ଡାଇବେଟିସ ରୋ-ଗୀ ମାନେ ରୁଟି ଖାଇବା ଭଲ।

ରୁଟି ରେ ପୋଟାସିୟମ ଥାଏ । ଏହା ବ୍ଲ-ଡ଼-ପ୍ରେ-ସ-ର କୁ ନିୟନ୍ତ୍ରଣ ରେ ରଖେ । ପ୍ରତିଦିନ ଗୋଟିଏ ଲେଖାଏଁ ରୁଟି ଖାଇବା ଭଲ।

ରୁଟି ରେ ଫାଇବର ର ପରିମାଣ ଅଧିକ ଥାଏ । ପେଟରେ ଷ୍ଟୋ-ନ ହୋଇଥିଲେ ଗହମ ରୁଟି ଖାଇବା ଭଲ ଯାହା ଷ୍ଟୋ-ନ କୁ ମେ-ଲ୍ଟ କରିବାରେ ସାହାଯ୍ୟ କରେ ଓ ଷ୍ଟୋ-ନ ର ସମ୍ଭାବନା କୁ କମ୍ କରେ।ଦିନକୁ ଦିନ ବ୍ରେଷ୍ଟ କ୍ୟା-ନ୍ସ-ର ବଢିବାରେ ଲାଗିଛି । ଏଥିପାଇଁ ରୁଟି ପ୍ରତିଦିନ ଖାଇବା ବହୁତ ଭଲ ।

ରୁଟି ରେ କାର୍ବୋହାଇଡ୍ରେଡ ଓ ଫାଇବର ରହିଥାଏ ଯାହା ଆମ ପାଚନ ପ୍ରକିୟାକୁ ନିୟନ୍ତ୍ରଣ କରେ ।

ରୁଟି ଖାଇବା ଦ୍ଵାରା କାମ କରିବାକୁ ଶକ୍ତି ମିଳେ। ରୁଟି ଖାଇବା ପରେ ପେଟ ଫୁଲ ରହେ ଓ ଶରୀର ହାଲକା ଲାଗେ ।

ରୁଟି ରେ ବିଭିନ୍ନ ପ୍ରକାର ପୌଷ୍ଟିକ ତତ୍ତ୍ୱ ରହିଛି। ଯାହା ଆମ ଶରୀର ପାଇଁ ଉପଯୋଗୀ । ପୌଷ୍ଟିକ ତତ୍ତ୍ୱ ରହିଥିବାରୁ ଏହା ଭାତ ଠାରୁ ମଧ୍ୟ ଭଲ ।

ପେଟ ଜନିତ ସମସ୍ୟା ଥିଲେ ରୁଟି ଖାଇବା ଭଲ । ବିଶେଷ କରି ମାର୍କେଟ ରେ ମିଳୁଥିବା ଅଟା ଠାରୁ ଗହମ ତିଆରି ରୁଟି ବହୁତ ଭଲ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *