କେବଳ ମାତ୍ର 3 ଦିନରେ ଅର୍ଶ ( Piles ) ମୂଳରୁ ଶେଷ, କରନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ଆଜିକାଲି ପାଇଲ୍ସ ବା ଅର୍ଶ ଭଳି ସମସ୍ୟା ପାଇଁ ଅନେକ ଲୋକ ଚିନ୍ତିତ ରହୁଛନ୍ତି । ଆଜି ଆମେ ଆପଣଙ୍କୁ କହିବୁ ବିନା ଔଷଧରେ ଅର୍ଶ ଭଳି ସମସ୍ୟାକୁ କିପରି ଠିକ କରିପାରିବା । ଅର୍ଶ ଭଳି ସମସ୍ୟା କବଜ ବା କୋଷ୍ଠକାଠିନ୍ୟ ଦ୍ୱାରା ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଘରୋଇ ଏବଂ ଚମତ୍କାରି ଉପଚାର ନେଇ ଆସିଛୁ ଯାହା ବହୁ ପରୀକ୍ଷିତ ଏବଂ ଚମତ୍କାର ଅଟେ । ଏହାର ପ୍ରୟୋଗ ଦ୍ୱାରା ଅର୍ଶରୁ ରକ୍ତ ପଡିବା ବନ୍ଦ ହୋଇଥାଏ ତଥା ଅର୍ଶ ର ଝୁଲିପଡ଼ିଥିବା ମାଂସ ମଧ୍ୟ ସୁଖିକି ଝଡିପଡେ ।

ଏହାର ପ୍ରୟୋଗ ଦ୍ୱାରା ଆପଣଙ୍କୁ ଅର୍ଶ ର ବେଦନା ଓ ଜ୍ଵଳନି ଭଳି ସମସ୍ୟା ଠାରୁ ମୁକ୍ତି ମିଳିଥାଏ । ତେବେ ଚାଲନ୍ତୁ ଜାଣିବା । ବନ୍ଧୁଗଣ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେବଳ ଗୋଟିଏ ଜିନିଷର ଆବଶ୍ୟକତା ପଡ଼ିବ ଯାହା ଆପଣଙ୍କୁ ଆପଣଙ୍କ ରୋଷେଇ ଘରୁ ଖୁବ ସହଜରେ ମିଳିଯିବ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡ଼ିବ ଜିରା ।

ଆପଣ ପ୍ରଥମେ ୩ ଚାମଚ ଜିରା ନିଅନ୍ତୁ ଏବଂ ସେଥିରେ ଅଳ୍ପ ପାଣି ଦେଇ ଏହାର ଗୋଟେ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ । ଯେଉଁ ପେଷ୍ଟ ପ୍ରସ୍ତୁତ କରିବେ ତାହା କାଠୁଆ ରଖିବେ । ଯାହା ଦ୍ଵାରା ଆପଣ ଏହି ପେଷ୍ଟ ର ଏକ ଗୋଲା ତିଆରି କରିପାରିବେ । ତେବେ ବର୍ତ୍ତମାନ ଏହି ଜିରା ପେଷ୍ଟ ର ଗୋଟେ ଗୋଲା ତିଆରି କରିଦିଅନ୍ତୁ । ତେବେ ବନ୍ଧୁଗଣ ବର୍ତ୍ତମାନ ଜାଣିବା ଏହାର ପ୍ରୟୋଗ କିପରି କରିବେ ।

ଆପଣଙ୍କୁ ଯେଉଁ ଜାଗାରେ ଅର୍ଶ ର ରକ୍ତ ପଡୁଅଛି । ମଳଦ୍ୱାର ର ଯେଉଁ ଜାଗାରେ ଅର୍ଶବଳୀ ବାହାରୁଛି ସେହି ଜାଗାରେ ଏହି ସମ୍ପୂର୍ଣ ଜିରା ଗୋଲା କୁ ନେଇ ରଖିବାକୁ ପଡ଼ିିବ । ଏହାକୁ ରଖିବା ପରେ ଏଥିରେ ଗୋଟେ ତୁଳା ଦେଇ ଅଳ୍ପ ସେଲୋଟେପ ଲଗାଇ ଏହାକୁ ଛାଡ଼ିଦିଅନ୍ତୁ । ଆପଣଙ୍କୁ ଏହି ଉପଚାର ରାତିରେ କରିବାକୁ ପଡ଼ିବ ।

ଏବଂ ପୁରା ରାତି ଏହି ଜିରା ଗୋଲା ନିଜର ଅର୍ଶ ଜାଗାରେ ରଖନ୍ତୁ । ଏମିତି ମାତ୍ର ୫ ଦିନ କରିବା ଦ୍ଵାରା ଦେଖିବେ ଆପଣଙ୍କ ଅର୍ଶ ଭଳି ସମସ୍ୟା ଦୂର ହୋଇଯିବ । ଏବଂ ଅର୍ଶବଳି ଶୁଖିକି ଝଡିଯିବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଏବଂ ଏହି ପୋଷ୍ଟ ଟି ଗୋଟେ ଲାଇକ, ସେୟାର କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *