ବନ୍ଧୁଗଣ ଇଶ୍ଵର କେବେ ବି ଆମର ଖରାପ ଚିନ୍ତା କରନ୍ତି ନାହି । ଯଦି ଆମର କର୍ମ ଭଲ ଥିବ ତେବେ ସବୁ କିଛି ଠିକ ହେବ । କର୍ମ ଅନୁଯାୟୀ ମଣିଷକୁ ଫଳ ଭୋଗିବାକୁ ପଡିଥାଏ । ତେଣୁ ନିଜର ଭୁଲ ସବୁବେଳେ ଦେଖିବା ଉଚିତ । ଆଜିର ଆମର ବିଷୟ ବସ୍ତୁ ହେଉଛି ଆପଣଙ୍କ ଭାଗ୍ୟରେ କଣ ଅଛି ଏବଂ ଆଗାମୀ ସମୟ କିପରି ରହିବ ଆପଣଙ୍କୁ ନେଇ ।
ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଏହା ଏକ ଟାଇମ ଲେସ ବିଷୟ ବସ୍ତୁ ଅଟେ । ଆପଣ ଏହାକୁ ମନୋରଞ୍ଜନ ଭାବେ ନିଶ୍ଚୟ ଦେଖି ପାରିବେ । ସେଥିପାଇଁ ଆପଣଙ୍କୁ ୨ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ଚୁଜ କରିବାକୁ ହେବ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।
୧- ଯଦି ଆପଣ ୧୧୧ ନମ୍ବର ଟି ଚୁଜ କରିଛନ୍ତି ତେବେ ଆପଣ ଏବେ ଯାଏଁ ଜୀବନରେ ଯାହା ବି କରିଛନ୍ତି ତାହାର ପରିଣାମ ପଜେଟିଭ ଦେଖାଯିବ । ଆପଣଙ୍କ ଲାଇଫରେ ବହୁତ ଚେଞ୍ଜ ଦେଖିବେ । ଆଗାମୀ ସମୟରେ ନୂଆ ଅଧ୍ୟାୟର ଆରମ୍ଭ ହେବ ଆପଣଙ୍କ ଲାଇଫରେ । ଯଦି ଆପଣ ଚାକିରିକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଭଲ ଖବର ମିଳିବ ।
ଆପଣଙ୍କୁ ସଫଳତା ମିଳିବ । ଯାହା ବି ବାଧା ଥିଲା ଆପଣଙ୍କ ଜୀବନରେ ଯେ କୌଣସି କ୍ଷେତ୍ରକୁ ନେଇ ତାହା ଦୂର ହେବ । ଏବେ ଆପଣଙ୍କ ଲାଇଫରେ ଯେଉଁ ସମସ୍ୟା ଆସୁଛି ବହୁତ ପଜେଟିଭ ରହିବ । ଆପଣଙ୍କର ସମ୍ପର୍କରେ ଚେଞ୍ଜ ହୋଇଛି । କିନ୍ତୁ ଯାହା ହୋଇଛି ଆପଣଙ୍କ ସହ ଆପଣଙ୍କର ଭଲ ପାଇଁ ଅଛି । ଆପଣଙ୍କ ରିଲେସନ କୁ ନେଇ ସମସ୍ଯା ଥିଲା । ଯାହା ଏବେ ସବୁ କିଛି ଠିକ ହୋଇଯିବ ।
୨- ଆପଣ ଯଦି ୯୯୯ ନମ୍ବର ଟି ବାଛିଛନ୍ତି ତେବେ ଆପଣ ଲାଇଫରେ ନୂଆ ଆରମ୍ଭ ହେବାକୁ ଯାଉଛି । ଆପଣଙ୍କ ଲାଇଫରେ କିଛି ଏମିତି ହୋଇଛି ଯାହା ପାଇଁ ଆପଣ ନୂଆ କରି ଆରମ୍ଭ କରିବେ । ଆପଣ ଲୋକଙ୍କ ସହ ଚର୍ଚ୍ଚା କରିଲେ ନିଜ ଲାଇଫକୁ ନେଇ ଭଲ ପରାମର୍ଶ ମିଳିବ । ତଥାପି ଆପଣ କଣ କରିବେ କଣ କାହି ସେଥିପାଇଁ ଚିନ୍ତା ରେ ଅଛନ୍ତି ।
ଆପଣ ଚିନ୍ତା କାରଣରୁ ସୋଇପାରୁ ନାହାନ୍ତି । ନିଜ କାମରେ ବହୁତ କ୍ଷତି ସହିଛଛି । ଆପଣଙ୍କର ଅତୀତରେ ବହୁତ ସହିଛନ୍ତି କଷ୍ଟ । କିନ୍ତୁ ଭବିଷ୍ୟତରେ ଆପଣଙ୍କ ପାଇଁ ସମୟ ଭଲ ରହିବ । ଆପଣ କେଉଁଠି ନା କେଉଁଠି ହୃଦୟ ରୁ ଭାଙ୍ଗି ପଡିଛନ୍ତି । ଆପଣଙ୍କୁ ପୁରୁଣା କଥା ମନେ ପଡୁଛି । ଆପଣଙ୍କ ଲାଇଫରେ ଯାହା ଶିଖିଛନ୍ତି ଯାହା ବୁଝି ଛନ୍ତି ତାହାକୁ ନେଇ ଆଗକୁ ବଢିବେ ।
ସମ୍ପର୍କ କୁ ନେଇ କ୍ଷତି ସହିଛନ୍ତି । ହୋଇପାରେ ଆପଣଙ୍କ ଲାଇଫରେ ଏମିତି କ୍ଷତି ହୋଇଛି ଯିଏ ଆପଣଙ୍କର ସବୁ କିଛି ଥିଲେ । ହୋଇପାରେ ସେ ମଣିଷଙ୍କର ଏବେ ମ୍ୟାରେଜ ହୋଇ ସାରିଛି । ଯାହା ପାଇଁ ଆପଣ ଲାଇଫରେ ଏତେ କଷ୍ଟ ପାଇଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।