Vastu Tips- ନିଜ ପର୍ସ ରେ ରଖନ୍ତୁ ଏହା ମଧ୍ୟରୁ କେବଳ 1 ଜିନିଷ, କେବେ ବି ହେବ ନାହିଁ ଧନର ଅଭାବ…

ନମସ୍କାର ବନ୍ଧୁଗଣ । ମଣିଷ ତା ଜୀବନରେ ଅର୍ଥ ର ଉପେକ୍ଷା କରିଥାଏ । ଧନର ମହତ୍ଵ ସମସ୍ତକ ଜୀବନରେ ସମାନ ରହିଛି । ଧନ ସମାଜରେ ନିଜର ବିଶେଷ ଧାରଣର ପରିଚୟ ପ୍ରଦାନ କରିଥାଏ । ଧନ ନ ଥିବା ଲୋକମାନଙ୍କୁ ସମାଜ ଜାଣିଥାଏ ଓ ଥିବା ଲୋକମାନଙ୍କୁ ଅଧିକ ଜାଣିଥାଏ । ଧନ ମଧ୍ୟ ଦୁଇ ପ୍ରକାରର ଆର୍ଶୀବାଦ ଆମମାନଙ୍କ ଜୀବନରେ ଆଣିଥାଏ । ଯଥା ଇଶ୍ଵରଙ୍କ ଠାରୁ ଆର୍ଶୀବାଦ ପ୍ରାପ୍ତ ଧନ ଘରର ଆବଶ୍ୟକ ଓ ଜୀବନକୁ ସୁନ୍ଦର ସରଳ କରିଥାଏ ।

ମାତ୍ର ଖରାପ ପଥରେ ଉପାର୍ଜନ କରିଥିବା ଧନ ଯେଉଁ ବାଟରୁ ଆସେ ସେ ବାଟ ଦେଇ ଚାଲି ମଧ୍ୟ ଯାଏ । ଆପଣ ସକାଳ ବାହାରକୁ ଯିବା ସମୟରେ ପର୍ସରେ ପଇସା ନେଇକି ଯାଇଥାନ୍ତି । ଘରକୁ ଫେରିବା ସମୟରେ ଆପଣଙ୍କ ପର୍ସ ଖାଲି ହୋଇଯାଇଥାଏ । କାରଣ ଦିନ ସାରା ର କର୍ଚ ପରେ ପଇସା ର ଅଭାବ ପରିଲକ୍ଷିତ ହୋଇଥାଏ । ତେବେ ଆଜି ଆମ ପର୍ସ ସମ୍ବନ୍ଧୀୟ କିଛି ବିଷୟ ଆପଣମାନଙ୍କ ଆଗରେ ରଖିବାକୁ ଇଛା କରୁଛୁ ।

ଆପଣ ବ୍ୟବହାର କରୁଥିବା ପର୍ସ ବର୍ଷ ବର୍ଷକୁ ବଦଳାଇ ଦିଅନ୍ତୁ । ତାହା ପୁରୁଣା ନ ହେଲେ ମଧ୍ୟ ତାହାକୁ ବଦଳାଇଦେବା ଉଚିତ୍ ହୋଇଥାଏ । ମାତ୍ର ଯଦି ଆପଣ ତାହାକୁ ଶୁଭ ବୋଲି ବିବେଚନା କରି ବଦଳାନ୍ତି ନାହିଁ ତେବେ ତାହା ଅଶୁଭ ହୋଇଥାଏ । କାରଣ ଟଙ୍କା ପଇସା ହେଉଛି ମା ‘ ଲକ୍ଷ୍ମୀ ଓ ମାତା କେବେ ବି ଅପରିଷ୍କାର ସ୍ଥାନରେ ରହିବାକୁ ଇଛା କରନ୍ତି ନାହିଁ ।

ଆପଣଙ୍କୁ ସମ୍ଭବ ହୁଏ ତ ପର୍ସକୁ ହଳଦୀ ପାଣିରେ ଧୋଇ ଶୁଖାଇ ଦିଅନ୍ତୁ । ଶୁଖିଲା ପରରେ ତାହାର ବ୍ୟବହାର କରନ୍ତୁ ଦେଖିବେ ଆପଣ ଆହୁରି ଉନ୍ନତି କରିବେ । ଆଜି କାଲି ର ଆଧୁନିକ ଅନଲାଇନ ପଦ୍ଧତି ଦ୍ଵାରା ଆମେ ଫୋନ ରେ ପଇସା ରଖୁ ଓ ପର୍ସ କୁ ଖାଲି କରିଥାଉ । ମାତ୍ର ତାହା ଭୁଲ ଭୁଲ ଆପଣ ଦରମା ପାଇବା ପରେ କିଛି ପଇସା ପର୍ସ ରେ ରଖି ତାହାକୁ ଘରର ସ୍ତ୍ରୀ ଓ ଆଉ କିଛି ପଇସା ଠାକୁରଙ୍କ ଘରେ ରଖନ୍ତୁ ।

ଦେଖିବେ ଏଭଳି କରିବା ଦ୍ଵାରା ଆପଣଙ୍କ ଧନର ବୃଦ୍ଧି ହୋଇଥାଏ । ପର୍ସକୁ କେବେ ବି ଝୁଲାଇକି ବା ଅପରିଷ୍କାର ସ୍ଥାନରେ ରଖିବେ ନାହିଁ ନଚେତ୍ ଆପଣ ମଧ୍ୟ ପରିସ୍ଥିତିରେ ଝୁଲିକି ରହିବେ । ସର୍ବଦା ପର୍ସ ପାଇ ସ୍ଵତନ୍ତ୍ର ସ୍ଥାନ ନିରୂପିତ କରି ରଖିବା ହେତୁ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିଥାନ୍ତି  । ଅଶ୍ଵତଥ ଗଛର ପତ୍ର ଟିକୁ ଆଣି ଗଙ୍ଗା ଜଳରେ ଧୋଇ ମାତା ଲକ୍ଷ୍ମୀଙ୍କ ଆଗରେ ପୂଜା କରି ପର୍ସରେ ରଖିଲେ ଧନବୃଦ୍ଧି ହୋଇଥାଏ । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *