ନମସ୍କାର ବନ୍ଧୁଗଣ ଯେଉଁ ମାନେ ପାନ ଖାଇଥାନ୍ତି ସେମାନଙ୍କୁ ଲୋକମାନେ ପସନ୍ଦ କରନ୍ତି ନାହିଁ ଏବଂ ବାରଣ ମଧ୍ୟ କରିଥାନ୍ତି । ଏହା ଠିକ କଥା କିନ୍ତୁ ପାନ ଭିତରେ ଯେଉଁ ଚୂନ ମସଲା ପକାଇ ଖାଇବା ଉଚିତ ନୁହେଁ ଏବଂ ତାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷ-ତି କାରକ ମଧ୍ୟ ହୋଇଥାଏ । କିନ୍ତୁ ଆମ ଆୟୁର୍ବେଦ ରେ ଯଦି ପାନ ର ମଝିରେ ଚାଉଳ ଦାନା ଯେତିକି ଚୂନ ଯେଉଁ ଥିରେ କ୍ୟାଲସିୟମ ଥାଏ ତାକୁ ପକାଇ ସେବନ କରିବା ଦ୍ୱାରା ଆମର ଅନେକ ରୋଗ ଭଲ ହୋଇଯାଇଥାଏ । ତେବେ ପାନ ଖାଇବା ଦ୍ୱାରା କି କି ଲାଭ ମିଳିଥାଏ ଆସନ୍ତୁ ଜାଣିନେବା ।
ପ୍ରଥମରେ ସକାଳୁ ସକାଳୁ ଉଠି ଆପଣ ଖାଲି ପେଟରେ ଯଦି ଗୋଟିଏ ପାନ ପତ୍ରରେ ଚାଉଳ ଦାନା ଭଳି ଚୂନ ମିଶାଇ ସେବନ କରିବା ଦ୍ୱାରା ଏହା ଆମ ହା-ଡ଼-କୁ ବହୁତ ମଜବୁତ କରି ଦେଇଥାଏ ଏବଂ ୬୦/୭୦ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ହା-ଡ଼ ବହୁତ ସବଳ ରୁହେ ଏବଂ ଆପଣଙ୍କୁ ଚଲାବୁଲା କରିବାରେ ମଧ୍ୟ କୌଣସି ଅସୁବିଧା ହୁଏ ନାହିଁ । ଏହା ଛଡା ଚାଲିଲା ବେଳେ ମଧ୍ୟ ଆଣ୍ଠୁରୁ କିଛି କଟକଟ ଶବ୍ଦ ଆସେ ନାହିଁ । ଯେଉଁ ମାନଙ୍କୁ ଅଣ୍ଟାରେ ମଧ୍ୟ ବି-ନ୍ଧା ଥାଏ କିମ୍ବା ଅଳ୍ପ କାମ କରିବା ପରେ ଆପଣଙ୍କୁ ନିଜ ଅଣ୍ଟାରେ ବହୁତ କ-ଷ୍ଟ ଅନୁଭବ ହୁଏ ଏହି ପାନକୁ ସେବନ କରିବା ଦ୍ୱାରା ମଧ୍ୟ ଏହା ବହୁତ ଆରାମ ଦେଇଥାଏ ଏବଂ ଶୀଘ୍ର ଭଲ ମଧ୍ୟ କରି ଦେଇଥାଏ ।
ଦ୍ଵିତୀୟ ରେ ଯଦି ଆପଣ ପୁଅ ହୁଅନ୍ତୁ କିମ୍ବା ଝିଅ ଯଦି ଆପଣଙ୍କ ଶରୀରରେ ହରମୋନ ର ମାତ୍ରାରେ କୌଣସି ଅସୁବିଧା ହୋଇ ଯାଇଥାଏ । ଆୟୁର୍ବେଦ ଅନୁସାରେ ଯଦି ଆପଣ ଙ୍କ ଶରୀରରେ ହରମୋନ ର ମାତ୍ରାରେ କୌଣସି ଅସୁବିଧା ଦେଖାଯାଏ ତେବେ ଆପଣଙ୍କୁ ୧୪୮ ପ୍ରକାର ରୋଗ ହେବ ହିଁ ହେବ। ସେ ଏବେ ହେଉ କିମ୍ବା ବୁଢା ହେବା ପରେ । କିନ୍ତୁ ହେବ ନିଶ୍ଚିତ । ଆପଣଙ୍କୁ ବାତ ରୋଗ କିମ୍ବା ପିତ ରୋଗ ମଧ୍ୟ ଆସିପାରେ କିମ୍ବା କଫ ରୋଗ ମଧ୍ୟ ଆସିପାରେ । ଯଦି ଆପଣ ସକାଳୁ ଉଠି ଗୋଟିଏ ପାନ ପତ୍ର କୁ ଚୋବେଇ ସେବନ କରନ୍ତି , ତେବେ ଏହା ଆମ ଶରୀରରେ ହରମୋନ ଲେବେଲ କୁ ସଠିକ ଭାବେ ରଖିବାରେ ସାହାଯ୍ୟ କରିଥାଏ ।
ଏହାଛଡା ଯଦି ଆପଣଙ୍କର ପାଚନ ତ-ନ୍ତ୍ର-ରେ କୌଣସି ସମସ୍ୟା ଦେଖା ଦେଉଛି କିମ୍ବା ଆପଣଙ୍କ ଖାଦ୍ୟ ଠିକ ଭାବରେ ହଜମ ହେଉ ନାହିଁ , ଏହାର କାରଣ ଆମର ଅଖାଦ୍ୟ । ଆମେ ବାହାର ଜିନିଷ ଯେପରି ତେଲ ମସଲା ଜାତୀୟ ଖାଦ୍ୟ କିମ୍ବା ଫାଷ୍ଟ ଫୁଡ଼ କୁ ଖାଇ ଆମ ଶରୀରକୁ ବହୁତ ଖ-ରା-ପ କରିଦେଇଛୁ ଏବଂ ଏହା ଯୋଗୁଁ ହଜମ ଠିକ ଭାବରେ ନ ହୋଇ ଅନେକ ରୋଗର ସୃଷ୍ଟି ମଧ୍ୟ ହେଉଛି। ଏହାକୁ ଠିକ କରିବା ପାଇଁ ପାନ ପତ୍ର ବହୁତ ଲାଭଦାୟକ ହୋଇଥାଏ । ଏବଂ ବହୁତ ଫାଇଦା ଦେଇଥାଏ ।
ତେଣୁ ଆପଣ ସକାଳୁ ଉଠି ଖାଲି ପେଟ ରେ ଗୋଟିଏ ପାନ ପତ୍ର କୁ ଖାଇବା ଦ୍ୱାରା ଆମ ପାଚନ ଶକ୍ତି ଠିକ ରୁହେ ଏବଂ ର-କ୍ତ ସଫା ହେବା ଦ୍ୱାରା ଆମ ତ୍ୱଚା ମଧ୍ୟ ବହୁତ ଉଜ୍ଜ୍ୱଳ ଦେଖା ଯାଏ । ତେଣୁ ପାନ ଖାଇବା ଭୁଲ ନୁହେଁ କିନ୍ତୁ ପାନ ଭିତରେ ଥିବା ମସଲା,ଖଇନି ଆଦି ସେଗୁଡିକ ବହୁତ ଖ-ରା-ପ କିନ୍ତୁ ଖାଲି ପାନପତ୍ର ର ସେବନ ଦ୍ୱାରା ଆମେ ଏହି ସବୁ ଅସୁବିଧା ରୁ ମୁ-କ୍ତ ହୋଇ ପାରିବୁ ।
ତେବେ ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ