ବଞ୍ଚିଥିବା ପର୍ଯ୍ୟନ୍ତ କେବେ ବି ହେବ ନାହିଁ ଦାନ୍ତ ବିନ୍ଧା, ଅଣ୍ଟା ବିନ୍ଧା, ଦେହ ଦରଜ, କେବେବି ହେବନି Hair fall, ଯାଦୁ କୁଣ୍ଡିଆ ସବୁଦିନ ପାଇଁ ଗାଏବ

ନମସ୍କାର ବନ୍ଧୁଗଣ ଯେଉଁ ମାନେ ପାନ ଖାଇଥାନ୍ତି ସେମାନଙ୍କୁ ଲୋକମାନେ ପସନ୍ଦ କରନ୍ତି ନାହିଁ ଏବଂ ବାରଣ ମଧ୍ୟ କରିଥାନ୍ତି । ଏହା ଠିକ କଥା କିନ୍ତୁ ପାନ ଭିତରେ ଯେଉଁ ଚୂନ ମସଲା ପକାଇ ଖାଇବା ଉଚିତ ନୁହେଁ ଏବଂ ତାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷ-ତି କାରକ ମଧ୍ୟ ହୋଇଥାଏ । କିନ୍ତୁ ଆମ ଆୟୁର୍ବେଦ ରେ ଯଦି ପାନ ର ମଝିରେ ଚାଉଳ ଦାନା ଯେତିକି ଚୂନ ଯେଉଁ ଥିରେ କ୍ୟାଲସିୟମ ଥାଏ ତାକୁ ପକାଇ ସେବନ କରିବା ଦ୍ୱାରା ଆମର ଅନେକ ରୋଗ ଭଲ ହୋଇଯାଇଥାଏ । ତେବେ ପାନ ଖାଇବା ଦ୍ୱାରା କି କି ଲାଭ ମିଳିଥାଏ ଆସନ୍ତୁ ଜାଣିନେବା ।
ପ୍ରଥମରେ ସକାଳୁ ସକାଳୁ ଉଠି ଆପଣ ଖାଲି ପେଟରେ ଯଦି ଗୋଟିଏ ପାନ ପତ୍ରରେ ଚାଉଳ ଦାନା ଭଳି ଚୂନ ମିଶାଇ ସେବନ କରିବା ଦ୍ୱାରା ଏହା ଆମ ହା-ଡ଼-କୁ ବହୁତ ମଜବୁତ କରି ଦେଇଥାଏ ଏବଂ ୬୦/୭୦ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ହା-ଡ଼ ବହୁତ ସବଳ ରୁହେ ଏବଂ ଆପଣଙ୍କୁ ଚଲାବୁଲା କରିବାରେ ମଧ୍ୟ କୌଣସି ଅସୁବିଧା ହୁଏ ନାହିଁ । ଏହା ଛଡା ଚାଲିଲା ବେଳେ ମଧ୍ୟ ଆଣ୍ଠୁରୁ କିଛି କଟକଟ ଶବ୍ଦ ଆସେ ନାହିଁ । ଯେଉଁ ମାନଙ୍କୁ ଅଣ୍ଟାରେ ମଧ୍ୟ ବି-ନ୍ଧା ଥାଏ କିମ୍ବା ଅଳ୍ପ କାମ କରିବା ପରେ ଆପଣଙ୍କୁ ନିଜ ଅଣ୍ଟାରେ ବହୁତ କ-ଷ୍ଟ ଅନୁଭବ ହୁଏ ଏହି ପାନକୁ ସେବନ କରିବା ଦ୍ୱାରା ମଧ୍ୟ ଏହା ବହୁତ ଆରାମ ଦେଇଥାଏ ଏବଂ ଶୀଘ୍ର ଭଲ ମଧ୍ୟ କରି ଦେଇଥାଏ ।


ଦ୍ଵିତୀୟ ରେ ଯଦି ଆପଣ ପୁଅ ହୁଅନ୍ତୁ କିମ୍ବା ଝିଅ ଯଦି ଆପଣଙ୍କ ଶରୀରରେ ହରମୋନ ର ମାତ୍ରାରେ କୌଣସି ଅସୁବିଧା ହୋଇ ଯାଇଥାଏ । ଆୟୁର୍ବେଦ ଅନୁସାରେ ଯଦି ଆପଣ ଙ୍କ ଶରୀରରେ ହରମୋନ ର ମାତ୍ରାରେ କୌଣସି ଅସୁବିଧା ଦେଖାଯାଏ ତେବେ ଆପଣଙ୍କୁ ୧୪୮ ପ୍ରକାର ରୋଗ ହେବ ହିଁ ହେବ। ସେ ଏବେ ହେଉ କିମ୍ବା ବୁଢା ହେବା ପରେ । କିନ୍ତୁ ହେବ ନିଶ୍ଚିତ । ଆପଣଙ୍କୁ ବାତ ରୋଗ କିମ୍ବା ପିତ ରୋଗ ମଧ୍ୟ ଆସିପାରେ କିମ୍ବା କଫ ରୋଗ ମଧ୍ୟ ଆସିପାରେ । ଯଦି ଆପଣ ସକାଳୁ ଉଠି ଗୋଟିଏ ପାନ ପତ୍ର କୁ ଚୋବେଇ ସେବନ କରନ୍ତି , ତେବେ ଏହା ଆମ ଶରୀରରେ ହରମୋନ ଲେବେଲ କୁ ସଠିକ ଭାବେ ରଖିବାରେ ସାହାଯ୍ୟ କରିଥାଏ ।


ଏହାଛଡା ଯଦି ଆପଣଙ୍କର ପାଚନ ତ-ନ୍ତ୍ର-ରେ କୌଣସି ସମସ୍ୟା ଦେଖା ଦେଉଛି କିମ୍ବା ଆପଣଙ୍କ ଖାଦ୍ୟ ଠିକ ଭାବରେ ହଜମ ହେଉ ନାହିଁ , ଏହାର କାରଣ ଆମର ଅଖାଦ୍ୟ । ଆମେ ବାହାର ଜିନିଷ ଯେପରି ତେଲ ମସଲା ଜାତୀୟ ଖାଦ୍ୟ କିମ୍ବା ଫାଷ୍ଟ ଫୁଡ଼ କୁ ଖାଇ ଆମ ଶରୀରକୁ ବହୁତ ଖ-ରା-ପ କରିଦେଇଛୁ ଏବଂ ଏହା ଯୋଗୁଁ ହଜମ ଠିକ ଭାବରେ ନ ହୋଇ ଅନେକ ରୋଗର ସୃଷ୍ଟି ମଧ୍ୟ ହେଉଛି। ଏହାକୁ ଠିକ କରିବା ପାଇଁ ପାନ ପତ୍ର ବହୁତ ଲାଭଦାୟକ ହୋଇଥାଏ । ଏବଂ ବହୁତ ଫାଇଦା ଦେଇଥାଏ ।

ତେଣୁ ଆପଣ ସକାଳୁ ଉଠି ଖାଲି ପେଟ ରେ ଗୋଟିଏ ପାନ ପତ୍ର କୁ ଖାଇବା ଦ୍ୱାରା ଆମ ପାଚନ ଶକ୍ତି ଠିକ ରୁହେ ଏବଂ ର-କ୍ତ ସଫା ହେବା ଦ୍ୱାରା ଆମ ତ୍ୱଚା ମଧ୍ୟ ବହୁତ ଉଜ୍ଜ୍ୱଳ ଦେଖା ଯାଏ । ତେଣୁ ପାନ ଖାଇବା ଭୁଲ ନୁହେଁ କିନ୍ତୁ ପାନ ଭିତରେ ଥିବା ମସଲା,ଖଇନି ଆଦି ସେଗୁଡିକ ବହୁତ ଖ-ରା-ପ କିନ୍ତୁ ଖାଲି ପାନପତ୍ର ର ସେବନ ଦ୍ୱାରା ଆମେ ଏହି ସବୁ ଅସୁବିଧା ରୁ ମୁ-କ୍ତ ହୋଇ ପାରିବୁ ।

ତେବେ ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *