ସମସ୍ତ ଚର୍ମ ରୋଗର ଘରୋଇ ଚିକିତ୍ସା, ଦେଖନ୍ତୁ କଣ କହୁଛନ୍ତି Dr. Anita Balakrishna

ଆଗରୁ ମଣିଷ ଅନେକ କାର୍ଯ୍ୟ ନିଜେ କରୁଥିଲା । ପ୍ରତେକ ଖାଦ୍ୟ ଜିନିଷ ଶୀତେବେଳେ ପ୍ରାକୃତିକ ଭାବେ ଉତ୍ପାଦିତ ହେଉଥିଲା । ସେତେବେଳେ ର ସମୟ ରେ ମଣିଷ ପ୍ରତେକ ଜିନିଷ ର ସମୟ ଜ୍ଞାନ ରଖୁଥିଲା । ଯେପରି ଠିକ ସମୟରେ ଶୋଇବା , ସଠିକ ସମୟ ରେ ଖାଇବା , ସଠିକ ସମୟରେ ଉଠିବା ଆଦି । ସେଟବେଳେ ମଣିଷ ସବୁ ରୋଗ ପାଇଁ ହଠାତ କୌଣସି ମେଡ଼ିସିନ ଖାଉ ନଥିଲେ । ସେମାନେ ନିଜର କିଛି ପ୍ରାକୃତିକ ଘରୋଇ ଉପଚାର ରେ ଭଲ ହେଉଥିଲେ । କିନ୍ତୁ ବର୍ତମାନ ସମୟରେ ମଣିଷ ସବୁ କାର୍ଯ୍ୟ କୁ ମେଶିନ ଦ୍ଵାରା କରିନେଉଛି ।

କାର୍ଯ୍ୟ ବ୍ୟସ୍ତ ମଧ୍ୟରେ ଖାଇବା , ଶୋଇବା ଆଦିର ଟାଇମ ସଠିକ ରାହୁଣୀ । ଏହା ଛଡା ଆଜି କାଲୀ ଅନେକ ଖାଦ୍ୟ ରସାୟନିକ ଭାବେ ଉତ୍ପାଦିତ କରାଯାଉଛି । ଯେଉଁ ଚାଷ ହେଉଛି ସେଥିରେ ବି ରସାୟନିକ ଜିନିଷ ମିଶୁଚି । ଯାହାର ସେବନ ଦ୍ଵାରା ଆମ ଶରୀର ଖାର୍ପ ହୁଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା କରିବା ଦ୍ଵାରା ଆପଣ ସୁସ୍ଥ ରହିପାରିବେ ।

ଆପଣ ଯେଉଁ ବି ପାରିବା ଆନୁଛନ୍ତି ତାହାକୁ ଭଲ ଭାବେ ଗରମ ପାଣିରେ ଧୋଇ ନିଅନ୍ତୁ । କାରଣ ଏହା ଆମେ ଯଦି ସାଲାଦ ଭଳି ଖାଇବା ତେବେ ଆପଣଙ୍କର ମଧ୍ୟରେ ସେହି ରସାୟନିକ ଜିନିଷ ଜୀବ । ତେଣୁ ଆପଣ ଏହାକୁ ଭଲଭାବଵ ଧୋଇନେବେ । ଆପଣ ନିଜର ଖାଦ୍ୟ ପେୟ ଓ ଶୋଇବାର ସଠିକ ସମୟ ରଖନ୍ତୁ ।

ଆପଣଙ୍କୁ ଯଦି କିଛି ଚର୍ମ ଜନିତ ରୋଗ ହୋଇଥାଏ ତେବେ ଆପଣ ଏହାକୁ କିପରି ଭଲ କରିବେ ? ଆପଣ ଯଦି ଗାଈ ରଖିଛନ୍ତି ତେବେ ଗାଈ ଯଦି ଛୁଆ ଜନ୍ମ କରି ନ ଥିବ । ତେବେ ସେହି ଗାଈ ର ମୁତ୍ର ଆଣି ଆପଣ ଏହାକୁ ଏକ କପ ପିଇପାରିବେ । ଏହା ଗନ୍ଧ ହୋଇଥାଏ ସତ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ ।

ଆପଣ ଏହି ଗୋମୁତ୍ର କୁ ଆଣି ଚର୍ମ ରୋଗ ହୋଇଥିବା ସ୍ଥାନରେ ଲଗାଇ ନେବେ । ଏହାପରେ ସାବୁନ ଲ୍ଗାଇବେ ନାହି । ଯଦି ଏହାର ଗନ୍ଧ ଆପଣ ସହ୍ୟ କରିପାରିବେଣୀ ତେବେ ଏହା ଉପରେ ଏଲୋବେରା ଘଷି ଦେବେ । ଗନ୍ଧ ଆଉ ହେବ ନାହି । ଯଦି ଆପଣଙ୍କର ମଳ ସଫା ହାଉ ନଥାଏ ତେବେ ଆପଣ ସକାଳୁ ଉଠି ଗରମ ପାଣି ପିଆନ୍ତୁ ।

ମଳ ସଫା ବା ପେଟ ସଫା ରହିବା ଦ୍ଵାରା ଆପଣଙ୍କ ର ଅଧା ଚର୍ମ ରୋଗ ଭଲ ହୋଇ ଯାଇଥାଏ । ଆପଣ ଲାଲ ଜାତୀୟ ପାରିବା ଯଥା ପୋଇ , ଭେଣ୍ଡି ଆଦି କୁ ୪ ମାସ ଖାଆନ୍ତୁ ନାହି । ୨ ରୁ ୩ ଥର ଖାଇବେ କିନ୍ତୁ ବେଶୀ ନୁହେ । ଶୁଖୁଆ , ଅଣ୍ଡା , ଚିଙ୍ଗୁଡି ଆଦି ର ସେବନ କରନ୍ତୁ ନାହି ଏହା ଦ୍ଵାରା ଚର୍ମ ରୋଗ ବଢିଥାଏ । ଏହି ସବୁ ଉପଚାର ମାନିବା ଦ୍ଵାରା ଚର୍ମ ରୋଗ ସମ୍ପୂର୍ଣ ୪ ମାସ ମଧ୍ୟ ରେ ଭଲ ହୋଇଯାଏ ଓ ଆଉ କେବେବି ହୁଏ ନାହି ।

Leave a Reply

Your email address will not be published. Required fields are marked *