ବେକରେ କେଉଁ ଜିନିଷ ପିନ୍ଧିଲେ ସବୁ ଟେନସନ୍ ଦୂର ହୋଇଥାଏ, ଜାଣନ୍ତୁ ….

ନମସ୍କାର ବନ୍ଧୁଗଣ ,  ଆଜି ଆମେ ଆପଣଙ୍କୁ ସ୍ଵସ୍ଥ ଓ ଲାଭଦାୟକ ଅନୁଚିନ୍ତା ବିଷୟରେ ଅବଗତ କରାଇବୁ । ଦିନରେ ଦୁଇକପ ଦହି ଖାଇଲେ ବାରମ୍ବାର ପରିସ୍ରା ହଉଥିଲେ ବନ୍ଦ ହୁଏ। ତୁଲସୀ ରସ ସହିତ ମହୁ ମିଶାଇ ସକାଳୁ ଖାଲଲି ପେଟରେ ଖାଇଲେ ବାରମ୍ବାର ପରିସ୍ରା ଭଲ ହୁଏ । ଦିନକୁ ଦୁଇଥର ଗ୍ରୀନ ଟି ପିଇଲେ  ବାରମ୍ବାର ପରିସ୍ରା ଠିକ ହୋଇଯାଇଥାଏ ।

ପରିସ୍ରା ଜନିତ ସମସ୍ୟା ଦ୍ଵାରା ଆପଣଙ୍କ ଆକ୍ରାନ୍ତ ଥିଲେ କୋଲ୍ଡ ଡ୍ରିଂକ, ମଦ ଓ ଚାହା ପିଅନ୍ତୁ ନାହିଁ । ବାରମ୍ବାର ପରିସ୍ରା ଯାଉଥିବା ରୋଗୀ ଖଟା ଫଳ, ଚିନୀ , ବିଲାତି ଓ କଞ୍ଚା ପିଆଜ ଖାଆନ୍ତୁ ନାହିଁ । ଶାସ୍ତ୍ର ମନରେ ନିଜ ପରିସ୍ରା ନିଜେ ପିଳେ ସ୍ଵାସ୍ଥ ଭଲ ରହିବା ସହିତ ବିଭିନ୍ନ ରୋଗ ଦୂରହୁଏ । ଯଦି ସାପ କାମୁଡିଥାଏ ନିଜ ପରିସ୍ରା ପିଳେ ଏବଂ କ୍ଷତ ସ୍ଥାନରେ ଲଗାଇଲେ ଉପଶମ ମିଳେ । ପରିସ୍ରା ନଳୀ ବିନ୍ଧୁଥିଲେ ଦୁଇ ଚାମଚ ଧନିଆକୁ ପାଣିରେ ଫୁଟାଇ ଥଣ୍ଡା ହେଲା ପରେ ପିଅନ୍ତୁ ।

ଏକ ଚାମଚ ମେଥିଗୁଣ୍ଡ ସହିତ ଏକ ଚାମୁଚ ମହୁ ମିଶେଇ ଦିନକୁ ଦୁଇଥର ଖାଇଲେ ପରିସ୍ରା କଷ୍ଟ ଦୂରହୁଏ । ଦିନକୁ ଦୁଇଥର ପଇଡ ପାଣି ପିଇବା ଦ୍ଵାରା ପରିସ୍ରା ଓ ବିନ୍ଧା ଦୂରହୁଏ । ପରିସ୍ରା ପୋଡା ହଉଥିଲେ ସାବୁନ କିମ୍ବା ସ୍ପ୍ରେ ବ୍ୟବହାର କରିବେ ନାହିଁ । ପରିସ୍ରା ପୋଡା ହେଉଥିଲେ ଅଧିକ ସମୟ ପରିସ୍ରାକୁ ରୋକିବା ଠିକ ହୋଇନଥାଏ । ପରିସ୍ରା ପୋଡା ହଉଥିଲେ ଅଧିକ ପରିମାଣରେ ଭିଟାମିନ- ସି ଯୁକ୍ତ ଖାଦ୍ଯ ଖାଇବା ଉଚିତ୍ ଓ ଏହା ଲାଭପ୍ରଦ ହୋଇଥାଏ ।

ପରିସ୍ରା ସମସ୍ୟା ପାଇଁ ଅଧିକ ପାଣି ଓ ଜାତୀୟ ଖାଦ୍ୟ ଖାଇବା ଉଚିତ୍ ହୋଇଥାଏ । ପରିସ୍ରା ପୋଡା ରୋକିବା ପାଇଁ ପାଣିରେ ଆପୁଲ ଭିନେଗାରରେ  ମହୁ ମିଶାଇ ପିଇଲେ  ଭଲହୁଏ । ପାଣି ପିଇଲାବେଳେ ଶୁଦ୍ଧ ପାଣି କିମ୍ବା ପାଣିକୁ ଫୁଟାଇ ପିଳେ ପରିସ୍ରା ସଂକ୍ରମଣ ଆଶଙ୍କା କମଥାଏ । ଖାଦ୍ୟ ଖାଇବା ସମୟରେ କାକୁଡି  ଅଧିକ ପରିମାଣରେ ଖାଇଲେ ପରିସ୍ରା ସଂକ୍ରମଣ ସମ୍ଭବନା କମଥାଏ । ଥଣ୍ଡା ପେଜରେ ଚିନି ମିଶାଇ ପିଳେ ପରିସ୍ରା ପୋଡାରୁ ଉପଶମ ମିଳିଥାଏ ।

ଆପଣଙ୍କ ନିଜ ଲୋକ ସହିତ କଷ୍ଟ କହିବ ଦ୍ଵାରା ଆପଣଙ୍କ ଟେନସନ୍ କମ ହୋଇଥାଏ । ବହିପଢିବା ହେତୁ ଟେନସନ୍ କମ ହୋଇଥାଏ । ବେକରେ ମୁନ୍ ସ୍ଟୋନ ଚାନ୍ଦି  ଚେନପିନ୍ଧିଲେ ଟେନସନ୍ କମ ହୋଇଥାଏ । ଶନିବାର ଦିନ ଅଶ୍ଵସ୍ତଥ ଗଛ ମୂଳରେ ସୋରିଷ ତେଲ ଦୀପ ଜାଲିଲେ ଟେନସନ୍  ଦୂର ହୋଇଥାଏ ।

ଶିବ ମନ୍ଦିରରେ ବେଲପତ୍ର ଚଢାଇ ମହା ମୃତୁଞ୍ଜୟ ମନ୍ତ୍ର ପାଠ କଲେ ଟେନସନ୍ କମ ହୋଇଥାଏ । ଶରୀରରେ ଥଣ୍ଡା, ଜର ଓ ପୀଡା ଟେନସନ୍ ର ଲକ୍ଷଣ ହୋଇଥାଏ । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ  ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *