ତକିଆ ତଳେ କେଉଁ ଚେର ରଖି ଶୋଇଲେ ରୋଗ ଯନ୍ତ୍ରଣା ଦୂର ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଶାସ୍ତ୍ରନିୟମ ଅନୁଯାୟୀ ଆପଣଙ୍କ ଘରେ ପାଳନ କରିବାର ନିୟମ ବିଧି । ଯାହା ଦ୍ଵାରା ଘରେ ଥିବା ବସ୍ତୁ ଦୋଷ ଦୂର ହୋଇ ଆପଣଙ୍କ ସୁଖ, ଶାନ୍ତି ଓ ନିରାରୋଗ୍ୟ ଜୀବନ ଅତିବାହିତ କରିଥାନ୍ତି । ଶୋଇବା ଘରେ କେବେବି ଠାକୁରଙ୍କ ଫଟ କିମଭା ମୂର୍ତ୍ତିରଖିବା ଅନୁଚିତ୍ ଏବଂ ଏହା ଦ୍ଵାରା ଘରେ ସ୍ଵାସ୍ଥ ସମସ୍ଯା ଦେଖାଯିବାର ସମ୍ଭାବନା ରହିଥାଏ ।

ପ୍ରତ୍ୟେକ ପୂର୍ଣ୍ଣିମାଦିନ ମହାଦେବଙ୍କୁ ପରିବାର ସହିତ ପୂଜା କରି ପରିବାର ସଦସ୍ୟ ନିରୋଗୀ ରହିବାର କାମନା କରିବା ଦ୍ଵାରା କଲ୍ୟାଣକରି ହୋଇଥାଏ । ଘରର ଦକ୍ଷିଣ ଦିଗରେ ହନୁମାନଙ୍କ ଫଟ  ଲଗାଇବା ଉଚିତ୍ ଏବଂ ଘରର ଦୁଆରରେ ମୁହଁରେ ଲଗେଇଳେ ଘରକୁ ଭୁତ ପ୍ରେତ ପ୍ରବେଶ କରିପାରିନଥାନ୍ତି । ଯଦି ଘରର କୋଣସି ସଦସ୍ୟଙ୍କର ରୋଗ ଭଲ ହେଉନଥାଏ ତେବେ ଅଟାର ଗୁଳାକରି ତାଙ୍କ ମୁଣ୍ଡ ଚାରିପାଖରେ ତିନିଥର ବୁଲାଇ ଗାଈକୁ ତିନିଥର ଖୁଆଇବ ଶରୀର ଆରୋଗ୍ଯ ହୋଇଥାଏ ।

ସେହିପରି ରୋଗଗ୍ରସ୍ତ ଲୋକଙ୍କ ମୁଣ୍ଡ ଚାରିପାଖରେ ଢାଳେ ପାଣି ତିନିଥର ବୁଲାଇ ଅସ୍ତଗଛ ମୂଳରେ ତିନିଦିନ ଅର୍ପଣକଲେ ଶରୀର ଶୀଘ୍ର ଆରୋଗ୍ଯ ହୋଇଥାଏ । ରୋଗଗ୍ରସ୍ତ ଲୋକମାନେ ପୂର୍ବଦିଗକୁ ମୁଖକରି ଔଷଧଖାଇବା ମଙ୍ଗଳ ହୋଇଥାଏ ଏବଂ ଶୀଗର ସୁସ୍ଥତା ପାଇଥାଏ । ଘରର ଦକ୍ଷିଣ ଦିଗରେ ଔଷଧ ରଖିବାଦ୍ଵାରା ଅଶୁଭ ହୋଇଥାଏ ଏବଂ ଔଷଧ ଖାଇବାର ଅଭ୍ୟାସ ବୃଦ୍ଧିହେବା ସହିତ ଅମଙ୍ଗଳକାରୀ  ହୋଇଥାଏ ।

ଯଦି କୋଣସି ଲୋକ ଭୟଙ୍କର ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ଶୋଇବା ସମୟରେ ତାଙ୍କ ମୁଣ୍ଡପାଖରେ ରୂପାପାତ୍ରରେ କେଶର ପକାଇ ଜଳ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ମଙ୍ଗଳବାର ଓ ଶନିବାର ଦିନ ହନୁମାନଙ୍କ ମୂର୍ତ୍ତିରୁ ସିନ୍ଦୁରଆଣି ରୋଗୀ ଲୋକଙ୍କ ମଥାରେ ଲଗାଇବା ଦ୍ଵାରା ତାଙ୍କର ଶରୀର ଶୀଘ୍ର ସୁସ୍ଥ ହୋଇଥାଏ ।

ଅଶୋକ ଗଛର ତିନୋଟି ତାଜା ପତ୍ରକୁ ପ୍ରତିଦିନ ସକାଳଉ ଚୋଇବାଇ ଦ୍ଵାରା ଶରୀର ସୁସ୍ଥ ରହିଥାଏ ତାସହିତ ସମସ୍ତ ପ୍ରକାର ଚିନ୍ତା ଏବଂ ସମସ୍ଯା ଦୂରହୋଇଥାଏ । ଯଦି କୋଣସି ଲୋକଙ୍କ ଶରୀର ଅଧିକଦିନ ପର୍ଯ୍ୟନ୍ତ ଅସୁସ୍ଥ ରହିଥାଏ ତେବେ ଶୋଇଲାବେଳେ ତାଙ୍କ ତକିଆତଳେ ଅଶ୍ବସ୍ତ ଗଛର ଚେର ରଖିବା ଦ୍ଵାରା ଶରୀର ଶୀଘ୍ର ସୁସ୍ଥ ହୋଇଥାଏ ।

ଅଧିକ ଦିନ ରୋଗଗ୍ରସ୍ତ ହୋଇଥିଲେ ତକିଆ ତଳେ ମାଣିକ୍ୟରଖି  ଶୋଇବାଦ୍ଵାରା  ଶୁଭ ହୋଇଥାଏ ଏବଂ ଶରୀର ଶୀଘ୍ର ଆରୋଗ୍ୟ  ହୋଇଥାଏ । ଶିବଲିଙ୍ଗ ଉପରେ କ୍ଷୀର ଅର୍ପଣ କରିବା ଦ୍ଵାରା ଘରେ ବା ଅଫିସ ଦେଖାଯାଉଥିବା କଳହ ଦୂର ହୋଇଯାଇଥାଏ ।

ଏହା ବ୍ଯତୀତ ଶିବଲିଙ୍ଗ ଉପରେ କ୍ଷୀର ଅର୍ପଣ କରିବା ଶୁଭ ଏବଂ ଆପଣ ତୀକ୍ଷଣ ବୃଦ୍ଧି ପ୍ରାପ୍ତ ହୁଅନ୍ତି । ଯଦି କୋଣସି ଲୋକ ବାରମ୍ବାର ରୋଗଗ୍ରସ୍ତ ହୁଅନ୍ତି ତେବେ ଶିବଲିଙ୍ଗ ଉପରେ ଗୁଆଘିଅ ଅଭିଷେକ କରିବା ଦ୍ଵାରା ରୋଗ ଦୂରହୋଇଥାଏ । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *