ପୁଅ ହୁଅନ୍ତୁ ବା ଝିଅ, ମାତ୍ର 5 ଦିନରେ ଭାତୁଡି ଜନିତ ସମସ୍ୟା ହୋଇଯିବ ଗାୟବ, ଆଜି ହିଁ କରନ୍ତୁ ଏହି ଘରୋଇ ଉପାୟ 100% ଗ୍ୟାରେଣ୍ଟି ( Healthy Tips )

ତିଳ ଏବଂ ଭାତଗୁଡ଼ି ଏହା ଶରୀର ର କେଉଁ ଜାଗାରେ ବି ହୋଇଥାଉ ଶେଷ କରିଦେବ ଏହି ଉପାୟ । ତେବେ ବନ୍ଧୁଗଣ ଏହି ସମସ୍ୟା ପାଇ ମୁଁ ଏକ ଉପାୟ ଆପଣ ଙ୍କ ନିକଟ ରେ ଉପସ୍ଥାପିତ କରୁଅଛି । ଏହା ସାଧାରଣ ତଃ ଏମିତି ସ୍ଥାନ ରେ ହୋଇ ଥାଏ ଏହାକୁ ଆମେ କପଡ଼ା ପିନ୍ଧି ମଧ୍ୟ ଢାଙ୍କି ପାରିବ ନାହିଁ । ତେବେ ଆସନ୍ତୁ ଯାନିରଖିବା ଏହି ଉପାୟ ଗୁଡ଼ିକ । ବା ଏହାର ଉପଚାର ସମ୍ପର୍କ ରେ ।

ଏହି ଉପାୟ କୁ ଆପଣାଇବା ପାଇଁ ଆପଣ ଙ୍କୁ ଦରକାର କୌଣସି ବି ତୁଥପେଷ୍ଟ୍ । ଅଳ୍ପ ମାତ୍ର ରେ ତୁଥପେଷ୍ଟ ଏକ ପତ୍ର ରେ ନିଅନ୍ତୁ । ଏହା ପାଇ ଆପଣ ଙ୍କୁ ଆବଶ୍ୟକ ଜଡ଼ା ତେଲ । ଜଡ଼ା ତେଲ ବୋହୁତ ଲାଭଦାୟକ ଅଟେ । ଏହାପରେ ବେକିଙ୍ଗ ସୋଡା କୁ ଗୋଟେ ଚାମଚ୍ ପ୍ରୟୋଗ କରନ୍ତୁ । ଏହା ଭାତଗୁଡ଼ି କୁ ଶୁଖାଇ ଝଡାଏବାରେ ସାହାର୍ଯ୍ୟ କରିଥାଏ ।

ଏବଂ PH ର ପରିମାଣ ଠିକ୍ ରଖିଥାଏ । ଏବଂ ଚର୍ମ ର ଗ୍ଲୋ କରିଥାଏ । ବା ଆପଣ ଙ୍କ ଚର୍ମ ଚକ୍ ଚକ୍ ରଖିଥାଏ । ଏହା ଆପଣ ଙ୍କୁ କୌଣସି ବି ତେଜରାତି ଦୋକାନ ରୁ ମିଳି ଯାଇପାରେ । ଏହାକୁ ଅନଲାଇନ ରେ ବି ଅର୍ଡର କରି ପାରିବେ । ଯେଉଁ ଜାଗା ରେ ଭାତଗୁଡ଼ି ବା ତିଳ ଅଛି ସେଠାରେ ଲଗାନ୍ତୁ ଏବଂ ଏହାକୁ କୌଣସି ଜରି ସାହାର୍ଯ୍ୟ ରେ ବାନ୍ଧି ଦିଅନ୍ତୁ ଏବଂ ତାହାଉପରେ ଗୋଟିଏ ସୂତା ରେ ଟାଇଟ୍ କରି କରି କୁ ଭଲ ଭାବେ ବାନ୍ଧି ଦିଅନ୍ତୁ ।

ଆପଣ ଏହାକୁ 15 ରୁ 20 ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହାପରେ ଆପଣ ଏହାକୁ ଖୋଲି ଧୋଇଦିଅନ୍ତୁ । ସମ୍ମାନ ସ୍ଥାନ ରେ ସେହି ପରି ଭାବେ 10 ରୁ 12 ଥର ଲଗାଇ ଦେଖନ୍ତୁ ଆପଣ ଙ୍କ ଭାତଗୁଡି ଏବଂ ତିଳ ଗୁଡ଼ିକ କୁଆଡେ ଗାୟବ ହୋଇଯିବ । ବାରମ୍ବାର ଏହାର ପ୍ରୟୋଗ ଦ୍ଵାରା ଏହା ସଫା ହେଇଯିବ । ସପ୍ତାହ ରେ 3 ଥର ଏହାର ବ୍ୟବହାର କରନ୍ତୁ । ଦେଖିବେ 2 ରୁ 3 ସପ୍ତାହ ମଧ୍ୟ ରେ ଏହା ସଫା ହେବାକୁ ଲାଗିବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ  ।

Leave a Reply

Your email address will not be published. Required fields are marked *