ଭୂତ କରେଇଲା Car ଦୁର୍ଘଟଣା ଏବଂ ତାପରେ ଯାହା ଘଟିଲା, ଦୟାକରି ଛୋଟ ଛୁଆ ଏହାକୁ ଦେଖନ୍ତୁ ନାହିଁ, ଭୂତ ସତରେ ଅଛନ୍ତି…

ଏମିତି କିଛି ଭିଡ଼ିଓ ଆପଣ ଇଣ୍ଟରନେଟ ରେ ଏବଂ ମୋବାଇଲ ସାହାଯ୍ୟ ରେ ଅନ୍ୟ ଆପ ରେ ମଧ୍ୟ  । ଆଜି କାର ଦୁନିଆ ର ଖବର ଜାଣି ପରିଥାଉ । ବେଳେ ବେଳେ ଏମିତି କିଛି । ଭିଡ଼ିଓ ରେକର୍ଡ ହୋଇ ଯାଏ ଯାହା ସମସ୍ତଙ୍କ ଛାତି ଥରରେଇ ଦେଇଥାଏ । ଏହା ଏତେ ରହସ୍ୟ ମୟ ଅଟେ ଯେ ଯଦି ଏହାର ଭିଡିଓ ନ ଦେଖେ ତାହେଲେ ମନରେ ସଙ୍କୋଚ ଭାରି ରହି ଥାଏ ।

ଏବଂ ଏହି ମଧ୍ୟ ରେ ଏତେ ଆମେ ବିଭୋର ହେଇ ଯାଉ ଯେ ଗୋଟେ ପରେ ଗୋଟେ ଭିଡିଓ ଦେଖିବାକୁ ମନୋରମ ଲାଗିଥାଏ । ଯଦି କୌଣସି ବ୍ୟକ୍ତି କହେ ଯେ ତାର ସାମ୍ନା କୌଣସି ଭୂତ ସହ ହୋଇଛି ତାହା ଶୁଣିଲେ ଆପଣ ଆଚମ୍ବିତ ହୋଇଯିବେ । ଏବଂ ଯଦି କୌଣସି ବ୍ୟକ୍ତି ଏହି କଥା କହେ; ଯେ ପର୍ଯ୍ୟନ୍ତ ଆମେ ନିଜ ଆଖିରେ ନ ଦେଖିଚି ସେ ପର୍ଯ୍ୟନ୍ତ ବିଶ୍ୱାସ ମଧ୍ୟ ହୁଏ ନାହିଁ ।

ଏହି ଦୋକାନ ଟି ରେ ସିସିଟିଭି ଦେଖୁଥିବା ସମୟ ରେ ଗୋଟେ ଲୋକ ଟେ ଯେତେବେଳେ ବାଇକ୍ ଟିଏ ନାଇ ଯାଉଥିଲା ସେତେବେଳେ ଗୋଟେ ଝିଅ ଧଳା ବସ୍ତ୍ର ପିନ୍ଧି ତାର ସାମ୍ନା କୁ ଆସିଗଲା ହଠାତ୍ ଝିଅ କୁ ଦେଖି ଲୋକ ଟି ରାସ୍ତା ମଝିରେ ବାଇକ୍ ରୋକି ଦ କିନ୍ତୁ ସେ ଝିଅ ହଠାତ୍ ଅଦୃଶ୍ୟ ହେଇଗଲା । ଏହା ପରେ ସେ ବାଇକ୍ ରୁ ଓହ୍ଲାଇ ଚେକ୍ କରେ ତ ସେ ଝିଅ ଟି ପୁଣି ଦେଖା ଯାଏ ।

ଲୋକଟି ଭୟ ରେ ସେଠାରୁ ଦୌଡ଼ି ପଳେଇ ଗଲା । ଏହି ଘଟଣା ସତରେ ରହସ୍ୟ ମୟ ଥିଲା । ଫ୍ରେଣ୍ଡସ କୌଣସି ମଣିଷ ବା ପଶୁ ବିନା ମୁଣ୍ଡ ରେ ଜୀବିତ ରହି ପାରିବେ ନାହିଁ କିନ୍ତୁ ଚାଇନା ର ଏକ ରୋଡ ରେ ଏକ ଏମିତି ଲୋକଙ୍କୁ ଦେଖା ଗଲା ଯାହାର ମୁଣ୍ଡ ନଥିଲା ଥିଲା ଖାଲି ଅତୃପ୍ତ ଶରୀର । କିଛି ଲୋକ କୁକୁଡ଼ା କୁ କହିବା ପାଇ କୁକୁଡ଼ା ର ମୁଣ୍ଡ କାଟି ଦେଲେ କିନ୍ତୁ ସେହି କୁକୁଡ଼ା ଜୀବିତ ଥିଲା ଓ ଚାଲୁ ମଧ୍ୟ ଥିଲା ।

ଗୋଟିଏ ପରିବାର କାର ରେ ବସି ବୁଲିବାକୁ ଯାଉଥିଲେ କାର ରେ ଥିବା ମହିଳା କାର ର ଅଦୃଶ୍ୟ ଅବର୍ଣ୍ଣନୀୟ ଏରିଆ ର ଭିଡିଓ ସୁଟ କରୁଥିଲେ ଏହି ସମୟ ରେ ସେମାନେ ଦେଖିଲେ ଯେ ରାସ୍ତା କଡ଼ରେ ଥିବା ଏକ ଗଛ ରେ ଗୋଟେ ମଣିଷ ଝୁଲି ରହିଛି ସେ ଧଳା ବସ୍ତ୍ର ପିନ୍ଧି ରହିଛି । ଗୋଟେ ଝିଅ ରାତିରେ ମୁଁହ ଧୋଇ ଶୋଇବାକୁ ଯିବା ସମୟ ରେ କେହି ଗୋଟେ ଅଦୃଶ୍ୟ ବ୍ୟକ୍ତି ତାକୁ ଧକ ମାରିଲା ।

ଏବଂ ଝିଅ ଟି ପେଲି ହୋଇଗଲା । ହଠାତ୍ ଗୋଟେ ଗାଡ଼ି ଟି ରାସ୍ତା ରେ ଅଟକି ଯାଉଚି ଏବଂ ତା ପରେ ଏହା ସହ ଏକ ସଙ୍ଗେ 4 ଟି ଗାଡ଼ି ର ଦୁର୍ଘଟଣା ଘଟୁଛି ଏହା ପର୍ଯ୍ୟନ୍ତ ଏବେ ବି ଜଣା ଯାଇନି ଯେ କାହିଁକି ଏପରି ଘଟିଲା । ଏହି ପୋଷ୍ଟ ଟି ଗୋଗତେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *