Vastu Tips – ଶଙ୍ଖ ଘରେ ରଖିଛନ୍ତି କି ? ଏହି ଭୁଲ କରନ୍ତୁ ନାହିଁ ସାବଧାନ ! ନହେଲେ ହେବ ସର୍ବନାଶ

ପ୍ରତେକ ଘରେ ଆମ ହିନ୍ଦୁ ଘରେ ଶଙ୍ଖ ଥାଏ । ମାତ୍ର ଏହାକୁ ରଖିବାର କିଛି ନିୟମ ଅଛି । ଆମେ ଜାଣିକି କରୁ କିମ୍ବା ଆଏ ଏହାକୁ ନ ଜାଣିକି କରୁ ଯାହାଭି ହେଉ ଏହା ଆମକୁ ବହୁତ ଖରାପ ପ୍ରଭାବ ପକାଇ ଥାଏ । ଆପଣ ଜାଣି  ଥିବେ କି ସନ୍ଧ୍ୟା ସମୟରେ ଆପଣଙ୍କ ଘରେ ଖରାପ ଶକ୍ତି ମନ ଥାଏ । ଆପଣ ଏହାକୁ ସକାଳ ବେଳା ବଜାଇ ଥାନ୍ତି ମାତ୍ର ଏହାକୁ ଆମେ ସନ୍ଧ୍ୟା ସମୟ ରେ ବଜାଇ ଥାଉ ।

ଏହା ର ଆବାଜ ଶୁଣିବା ମାତ୍ରେ ଆମେ ଖାଇବା ବନ୍ଦ ଅକରିବା ଦରକାର ତେଣୁ ଆପଣ ବେଳାରେ ଏହାକୁ ବଜାଇବା ଭଲ ନୁହେଁ । ଆପଣ ଦେଖି ଥିବେ କି କିଛି ଦିନ ସମୟରେ ପୂଜା ଅକରିବା ପାଇଁ ପସନ୍ଦ ଅକ୍ରିୟ ନଥାନ୍ତି ସେମାନେ ଖୁବ ଡେରିରେ ଉଠିଥାନ୍ତି ଓ ଡେରିରେ ପୂଜା କରି ଥାନ୍ତି ଆପଣ ପୂଜା କରନ୍ତୁ ।

ମାତ୍ର ଘଣ୍ଟ କିମ୍ବା ଶଙ୍ଖ ବଜାଇବା ଭଲ କଥା ନୁହେଁ । ଏହା ସହ ଆପଣ ଯଦି ଏହାକୁ ତଳେ ରଖୁଛନ୍ତି ଏହା ଅମଧ୍ୟ ଭଲ କଥା ନୁହେଁ ଆପଣ ଏହାକୁ ଏକ କପଡା ରେ ରଖିବା ଦରକାର । ଆଜି କାଲୀ ଏହା ପାଇଁ ଏକ ଷ୍ଟାଣ୍ଡ ମଧ୍ୟ ଆସିଗଲାଣି ଆପଣ ଏହାକୁ ଷ୍ଟାଣ୍ଡ ରେ ରଖି ପାରିବେ ।

ଆପଣ ଯଦି ଶଙ୍ଖ କୁ ବଜାଉ ଛନ୍ତି ଏହାକୁ ଆପଣ ଧୋଇକି ରଖିବା ଭଲ ହୋଇ ଥାଏ । ଆପଣ ଏହାକୁ 3 ଥର ସାଧାରଣ ଭାବେ ବଜାଉ ଥିବେ ମାତ୍ର ଏହାକୁ ଆପଣ 3 ଆଉ ଅଧା ବାଯାଇବା ଭଲ ହୋଇଥାଏ । ଆପଣ ଯଦି ଦକ୍ଷିଣ ଅମୁଖା ଶଙ୍ଖ ରଖୁଛନ୍ତି ଏହାକୁ ଆପଣ ଖୁବ ଧ୍ୟାନର ସହ ରଖିବା କଥା ।

ମା ଲକ୍ଷ୍ମୀ ଙ୍କ ସହ ଭଗବାନ ବିଷ୍ଣୁ ଙ୍କ ପାଇଁ ମଧ୍ୟ ଏହା ଖୁବ ପସନ୍ଦର ଜିନିଷ । ଏହାକୁ ବଜାଇବା ଦ୍ଵାରା ଆମ ପରିବେଶ ରେ ହେଉଥିବା ପରିବର୍ତ୍ତନ ଆମକୁ ଏକ ସୁନ୍ଦର ପରିବର୍ତ୍ତନ ଦେଇ ଥାଏ । ଆପଣ ଯଦି ବଜାଇ ପାରୁ ନାହାଁନ୍ତି ଏହାକୁ ଅଧାରେ ଛାଡି ଦେଉଛନ୍ତି ତେବେ ଆପଣ ଏହାକୁ ବଜାଇବା ଛାଡି ଦିଅନ୍ତୁ ।

କାରଣ ଏହାକୁ ଆପଣ ଅଧାରେ ବନ୍ଦ କରିବା ଦ୍ଵାରା ଖରାପ ଶକ୍ତି ମାନଙ୍କ ଆଗମନ ହୋଇ ଥାଏ ଘରକୁ ।  ଆପଣ ହୃଦ ରୋଗୀ କିମ୍ବା ଗ୍ୟାସ୍ତ୍ରୀକ ରୋଗ ରେ ଆକ୍ରାନ୍ତ ହୋଇ ଥାନ୍ତି ଆପଣ ଏହାକୁ ବଜାଇବା ଭଲ ହୋଇ ଥାଏ ।  ଆପଣ କିନ୍ତୁ ସ୍ନାନ କରିକି ଏହାକୁ ବଜାଇବା ଭଲ । ଆପଣ ମା ଲକ୍ଷ୍ମୀ ଙ୍କୁ ଯଦି ପ୍ରସନ୍ନ କରିବା ପାଇଁ ଚହୁଁଛନ୍ତି ତେବେ ଆପଣ ଦକ୍ଷିଣ ମୁଖା ଶଙ୍ଖ କୁ ରଖି ପୂଜା କରନ୍ତୁ । ମାତ୍ର ଆପଣ ଆଉ ଏକ ଶଙ୍ଖ ରଖି ପାରିବେ ଯାହା ଦ୍ଵାରା ଆପଣ ପୂଜା କରି ପାରିବେ । ଆପଣ ଯଦି ଶଙ୍ଖ ପାଣିକୁ ପିଉଛନ୍ତି ତେବେ ଆପଣଙ୍କ ଜୀବନର ଅନେକ ରୋଗ ସମାଧାନ ହୋଇଯିବ । ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *