ବୀଜ ଏବଂ ଯୌନ ଶକ୍ତି ବଢାଇବା ପାଇଁ ଏହି ୭ଟି ଜିନିଷ ହୋଇଥାଏ ବହୁତ ଉପକାରୀ, 90 ବର୍ଷ ବୁଢାକୁ ବି ଦେଇଦିଏ ୨୦ ବର୍ଷର ଟୋକାର ଶକ୍ତି

ବନ୍ଧୁଗଣ ପ୍ରତେକ ମନୁଷ୍ୟ ର ଶରୀର ସମାନ ହୋଇନଥାଏ । ଖାଦ୍ୟ ପାନରେ ପରିବର୍ତନ ଦ୍ଵାରା ମଧ୍ୟ ଶରୀରରେ ପରିବର୍ତନ ହୋଇଥାଏ । କାହାର ଖାଦ୍ୟ ପାନରେ ପରିବର୍ତନ ଦ୍ଵାରା ତ କାହାର ଚିନ୍ତା ବଢିବା ଦ୍ଵାରା ତ ଅନ୍ୟ କାହାର ନିଦ୍ରା ଅଭାବ ଦ୍ଵାରା ଶରୀରର ସ୍ୱାସ୍ଥ୍ୟ ନିର୍ଭର କରିଥାଏ । ଏହା ଦ୍ଵାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ସହ ଶୂକ୍ରାଣୁ ଅଭାବ ମଧ୍ୟ ହୋଇଥାଏ । ତେବେ ଶୂକ୍ରାଣୁ ହିଁ ପୁରୁଷ ଶରୀରର ମୁଖ୍ୟ ଜିନିଷ ହୋଇଥାଏ । ତେବେ କେଉଁ ଖାଦ୍ୟ ଖାଇଲେ ଆମେ ଏହିଭଳି ସମସ୍ୟା ଠାରୁ ମୁକ୍ତି ପାଇପାରିବେ ଆସନ୍ତୁ ଏହା ବିଷୟରେ ଜାଣିବା ।

1;- ଅଣ୍ଡା- ପ୍ରତେକ ଦିନ ଅଣ୍ଡା ସେବନ କରିବା ଶରୀର ପାଇଁ ବହୁତ ଭଲ ହୋଇଥାଏ । ଅଣ୍ଡା ଶୂକ୍ରାଣୁ ବୃଦ୍ଧି କରିବାରେ ସାହାଜ୍ୟ କରିଥାଏ । ଏହା ଶୂକ୍ରାଣୁ ସେଲ କୁ ଫ୍ରି ରେଡିକ୍ଳେଶ ର ପ୍ରଭାବ ଠାରୁ ରକ୍ଷା କରିଥାଏ ।

2;- ପାଣି- ଉଚିତ ପରିମାଣରେ ପାଣି ପିଇବା ଦ୍ଵାରା ଶରୀରର ବର୍ଜ୍ୟବସ୍ତୁ ବାହାର ଯାଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ । ପାଣି ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

3;- ଲିଚୁ- ଏହାର ସେବନ କରିବା ଦ୍ଵାରା ପୁରୁଷ ମାନଙ୍କ ଶରୀରରେ ଫର୍ଟିଲାଇଜେସନ ବୃଦ୍ଧି ହୋଇଥାଏ ଯାହା ଦ୍ଵାରା ଶରୀରରେ ଶୂକ୍ରାଣୁ ମଧ୍ୟ ବୃଦ୍ଧି ପାଇଥାଏ ଏବଂ ଆପଣଙ୍କୁ ଶୂକ୍ରାଣୁ ଅଭାବ ସମସ୍ୟା ଠାରୁ ମୁକ୍ତି ମିଳିଥାଏ ।

4;- ରସୁଣ – ଏଥିରେ ଥିବା ଏସିଲିନ କମ୍ପାଉଣ୍ଡ ପୁରୁଷ ମାନଙ୍କ ଯୌନଙ୍ଗ ରେ ରକ୍ତ ସଂଚାଳନ ସଠିକ ଭାବେ କରିଥାଏ । ଯାହା ଫଳରେ ଶରୀରରେ ଶୂକ୍ରାଣୁ ବୃଦ୍ଧି ହୋଇଥାଏ ।

5;- ବୋଇତାଳୁ ମଞ୍ଜି – ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାର ସେବନ କରିବା ଦ୍ଵାରା ପୁରୁଷ ମାନଙ୍କ ସେକ୍ସ ହରମୋନ ବୃଦ୍ଧି ପାଇଥାଏ । ଏବଂ ଏହା ଯୌନ ଶକ୍ତି କୁ ତ୍ୱରାନ୍ୱିତ କରେ ।

6;- ଡାର୍କ ଚକୋଲେଟ;- ଏଥିରେ ଥିବା ଆର୍ଜିନିନୀନ ଏମୀନ ଏସିଡ ଶରୀରରେ ଶୂକ୍ରାଣୁ ବୃଦ୍ଧି କରିବାରେ ବହୁତ ଉପକାରୀ ହୋଇଥାଏ । ଏହାର ସେବନ କରିବା ବହୁତ ଲାଭଦାୟକ ହୋଇଥାଏ ।

7;- ଅଦା – ଅଦାର ସେବନ କରିବା କେତେ ଭଲ ହୋଇଥାଏ ଏହା ଆପଣ ସମସ୍ତେ ଜାଣିଥିବେ । ଏହାର ସେବନ କରିବା ଦ୍ଵାରା ଶରୀରରେ ସେକ୍ସ ହରମୋନ ବୃଦ୍ଧି ହୋଇଥାଏ । ଏଥିରେ ଥିବା ଭିଟାମିନ ବି ସେକ୍ସ ହରମୋନ ବୃଦ୍ଧି କରିଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *