ବୀଜ ଏବଂ ଯୌନ ଶକ୍ତି ବଢାଇବା ପାଇଁ ଏହି ୯ଟି ଜିନିଷ ହୋଇଥାଏ ବହୁତ ଉପକାରୀ, 90 ବର୍ଷ ବୁଢାକୁ ବି ଦେଇଦିଏ ୨୦ ବର୍ଷର ଟୋକାର ଶକ୍ତି….. ( Healthy Tips )

ବନ୍ଧୁଗଣ ପୁରାତନ ସମୟରେ ଲୋକ ଏବଂ ବର୍ତ୍ତମାନ ର ଲୋକ ମାନଙ୍କ ମଧ୍ୟରେ ବ୍ୟବହାର, ଖାଦ୍ୟପାନ, ଚାଲି ଚଳନ, ଜୀବନଶୈଳୀ ଆଦିରେ ବହୁତ ପରିବର୍ତ୍ତନ ଦେଖାଯାଉଛି । ଏଥିପାଇଁ ବହୁତ କାରଣ ରହିଛି ଯେପରି, ଅନିଦ୍ରା ହେବା, ଅତ୍ୟଧିକ ପରିଶ୍ରମ କରିବା, ଖାଦ୍ୟର ସେବନ ଆଦି ହୋଇପାରେ । ତେବେ ଯଦିଓ ଗାଁ ମାନଙ୍କରେ ଏହି ସମସ୍ୟା ଏତେ ମାତ୍ରାରେ ରହିନାହିଁ କିନ୍ତୁ ସହରରେ ଲୋକମାନଙ୍କ ଜୀବନଶୈଳୀ ପୁରା ପୁରି ପରିବର୍ତ୍ତନ ହୋଇଗଲାଣି ।

ତେବେ ଏହା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ବିଶେଷ କରି ପୁରୁଷ ମାନଙ୍କ କ୍ଷେତ୍ରରେ ଶୁକ୍ରାଣୁ ର ଅଭାବ ଦେଖିବାକୁ ମିଳୁଚି । ଯାହା ପୁରୁଷ ଶରୀର ପାଇଁ ନିହାତି ଆବଶ୍ୟକ । ଆଜିକାଲି ଏହି ସମସ୍ୟା ଖୁବ ମାତ୍ରାରେ ବଢ଼ିବାରେ ଲାଗିଛି । ଆଉ ବୀର୍ଯ ର ଅଭାବ କାରଣରୁ ପୁରୁଷର ଜ୍ୟୋତି, ଶାରିରୀକ ଗଠନ, ସୃଜନ ସିଲତା ଆଦି କମି ବାରେ ଲାଗିଛି । ତେବେ ଏଥିପାଇ ଆଜି ଆମେ ଆପଣଙ୍କ ପାଇଁ କିଛି ଏପରି ଖାଦ୍ୟ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରିବା ଦ୍ଵାରା ଆପଣ ଏହି ସମସ୍ୟା ଠାରୁ ମୁକ୍ତି ପାଇପାରିବେ । ତେବେ ଚାଲନ୍ତୁ ଜାଣିବା ।

ପାଳଙ୍ଗ ଶାଗ- ଏଥିରେ ଥିବା ଫଲିକ ଏସିଡ ପୁରୁଷ ଶରୀରରେ ଶୁକ୍ରାଣୁ ର ପରିମାଣ କୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଆଭୋକାଡୋ- ଏହା ମଧ୍ୟ ଶରୀରରେ ହରମୋନ କୁ ବୃଦ୍ଧି କରି ଶୁକ୍ରାଣୁ ର ପରିମାଣ ବୃଦ୍ଧି କରାଏ କାରଣ ଏଥିରେ ମହଜୁଦ ରହିଛି ଭିଟାମିନ ବି ସିକ୍ସ୍ ।

ପାଣି- ପାଣି ଶରୀରକୁ ସୁସ୍ଥ ରଖିବା ସହିତ ଶରୀରର ଅଦରକାରୀ ବର୍ଜ୍ୟବସ୍ତୁ କୁ ବାହାର କରିବାରେ ସହାୟକ ହୋଇଥାଏ ।

ରସୁଣ- ରସୁଣ ରେ ଥିବା ଏଲିସିନ କମ୍ପାଉଣ୍ଡ ପୁରୁଷ ମାନଙ୍କ ଯୌନାଙ୍ଗ ରେ ରକ୍ତ ସଂଚାଳନ ନୟନ୍ତ୍ରଣ କରି ଥାଏ ଏହା ସହିତ ଶରୀର ରେ ଶୂକ୍ରାଣୁ ବୃଦ୍ଧି କରି ଥାଏ ।

ଅଣ୍ଡା- ଏହି ଅଣ୍ଡା ଶୂକ୍ରାଣୁ ବୃଦ୍ଧି ରେ ସହାୟକ ହୋଇ ଥାଏ, କାରଣ ଏହା ଶୂକ୍ରାଣୁ ସେଲ କୁ ଫ୍ରି ରେଡ଼ିକ୍ଳେଶ ର ପ୍ରଭାବ ରୁ ରକ୍ଷା କରି ଥାଏ ।

ଅଦା- ଏହି ଅଦା ଶରୀର ପାଇଁ ଅତ୍ୟନ୍ତ ଭାବରେ ଆବଶ୍ୟକତା ରହିଛି । ଯୌନ ହରମୋନକୁ ବୃଦ୍ଧି କରିବା ସାଙ୍ଗକୁ ରକ୍ତ ସଞ୍ଚାଳନରେ ମଧ୍ୟ ସାହାଯ୍ୟ ହୋଇଥାଏ ।

ଲିଚୁ:- ଲିଚୁ ଏକ ଭଲ ଖାଦ୍ୟ ପଦାର୍ଥ ଅଟେ । ଲିଚୁ ଖାଇବା ଦ୍ୱାରା ପୁରୁଷ ମାନଙ୍କର ଫର୍ଟିଲାଇଜେନସ ବୃଦ୍ଧି ହେବା ସାଙ୍ଗକୁ ପୁରୁଷ ମାନଙ୍କ ଶୁକ୍ରାଣୁର ବହୁତ ବୃଦ୍ଧି ହୋଇଥାଏ । ଯାହା ଫଳରେ କି ଯୌନ ଶକ୍ତି ବୃଦ୍ଧି ହକିଥାଏ ।

ବୋଇତାଳୁ ମଞୀ- ଏହା ମଧ୍ୟ ପୁରୁଷ ସେକ୍ସ ହୋର୍ମୋନ ଟେଷ୍ଟସ୍ଟେରନ ଉତ୍ପନ କରିବା ସହ ଯୌନ ଶକ୍ତି କୁ ବୃଦ୍ଧି କରେ ।

ଡାର୍କ ଚକଲେଟ- ମାର୍କେଟ ରେ ମିଳୁଥିବା ଡାର୍କ ଚକଲେଟ ରେ ଆର୍ଜିନିନ ନାମକ ଏକ ଏମିନୋ ଏସିଡ ପୁରୁଷ ଙ୍କ ଶୁକ୍ରାଣୁ ବୃଦ୍ଧି ରେ ସହାୟକ ହୋଇଥାଏ । ତେବେ ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଆପଣ ଏହି ଧାତୁ ସମସ୍ୟାରୁ ମୁକ୍ତି ପାଇପାରିବେ । ଆଶା କରୁଛି ଆପଣ ଙ୍କୁ ଏହି ତଥ୍ୟ ନିଶ୍ଚିତ ଭାବେ ଉପାଦେୟ ହେବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *