ବିନା ଔଷଧରେ କୋଲେଷ୍ଟ୍ରୋଲ କଣ୍ଟ୍ରୋଲ ହୋଇଯିବ, କେବଳ କରନ୍ତୁ ଏହି 1 ଉପାୟ ( Healthy Tips )

ବନ୍ଧୁଗଣ କଲେଷ୍ଟ୍ରୋଲ ଏକ ଏମିତି ଜିନିଷ ଅଟେ ଯାହା ଆପଣଙ୍କ ହାର୍ଟ ସମସ୍ୟାକୁ ଉତ୍ପନ କରିବା ପାଇଁ ଏକ ବହୁତ ବଡ କାରଣ ଅଟେ । ଦୁଇ ପ୍ରକାର କଲେଷ୍ଟ୍ରୋଲ ଆମ ଶରୀର ମଧ୍ୟରେ ମିଳିଥାଏ । ଗୋଟେ ହେଉଛି ଏଚଡ଼ିଏଲ କଲେଷ୍ଟ୍ରୋଲ ଏବଂ ଅନ୍ୟଟି ହୋଇଥାଏ ଏଲ୍ଡିଏଲ କଲେଷ୍ଟ୍ରୋଲ । ଏମିତିରେ କଲେଷ୍ଟ୍ରୋଲ କୁ କମ କରିବା ପାଇଁ ଡ଼ାଏଟ, ଜୀବନଶୈଳୀ ଏବଂ ଓଜନ ଉପରେ ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ ।

କିନ୍ତୁ ଏହା ସହିତ ଏମିତି କିଛି ଚମତ୍କାର ଘରୋଇ ଉପାୟ ରହିଛି ଯାହା କଲେଷ୍ଟ୍ରୋଲ କୁ କମ କରିବାରେ କାମ କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ରାମବାଣ ଉପାୟ ବିଷୟରେ କହିବୁ ଯାହା ଆପଣଙ୍କ କଲେଷ୍ଟ୍ରୋଲ କମ କରିବାରେ ବହୁତ୍ ଅଧିକ ଲାଭଦାୟକ ହୋଇଥାଏ । ଆପଣଙ୍କୁ ରୋଗ ମାନଙ୍କ ଠାରୁ ଦୂରେଇ ରଖିଥାଏ ଏବଂ ହାର୍ଟ ଜନିତ ସମସ୍ୟା ହେବାକୁ ଦେଇନଥାଏ । ତେବେ ଚାଲନ୍ତୁ ଜାଣିବା ।

ପ୍ରଥମ ଜିନିଷ ଯାହା ଆପଣଙ୍କ କଲେଷ୍ଟ୍ରୋଲ ଲେଭେଲ କୁ କମ କରିଥାଏ ତାହା ହେଉଛି ରସୁଣ । କଲେଷ୍ଟ୍ରୋଲ କୁ କମ କରିବାରେ ରସୁଣ ଖୁବ ଚମତ୍କାରି ହୋଇଥାଏ । ରସୁଣ ରେ ଏଲିଶିନ ରହିଥାଏ ଯାହା ଦ୍ଵାରା କଲେଷ୍ଟ୍ରୋଲ କମ ହୋଇଥାଏ । ରସୁଣ ଆପଣଙ୍କ ଶରୀରରେ ଥିବା ଖରାପ କଲେଷ୍ଟ୍ରୋଲ କୁ କମ କରିଥାଏ ଏବଂ ବ୍ଲଡ ପ୍ରେସର କୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ । ସକାଳେ ଖାଲି ପେଟରେ ଆପଣ ଏକ ରସୁଣ ପାଖୁଡ଼ା କୁ ଚୋପା ଛଡ଼ାଇ ଚୋବେଇ ଖାଇନିଅନ୍ତୁ ଏବଂ ଏହାପରେ ଗୋଟେ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ଧ୍ୟାନ ରଖିବେ ଏହାର ସେବନ କରିବାର ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେନି । ଏହାର ସେବନ କରିବା ଦ୍ଵାରା ଦେଖିବେ ଆପଣଙ୍କ କଲେଷ୍ଟ୍ରୋଲ କମ ହୋଇଯିବ ।

ଦିତୀୟ ସାମଗ୍ରୀ କାହା ଆପଣଙ୍କ କଲେଷ୍ଟ୍ରୋଲ କୁ କମ କରିଥାଏ ତାହା ଅଟେ ଗୋଟା ଧନିଆ । ଆମ ଶରୀର ପାଇଁ ଧନିଆ ବହୁତ ଭଲ ହୋଇଥାଏ । ଆୟୁର୍ବେଦିକ ଔଷଧରେ ଏହାର ବ୍ୟବହାର ବହୁତ ଅଧିକ ହୋଇଥାଏ । ଏହା ଶରୀରରେ କଲେଷ୍ଟ୍ରୋଲ କୁ ଖୁବ କମ ସମୟରେ ଠିକ କରିଥାଏ । ଆପଣ ଏହାକୁ ଭାଜିକି ଖାଆନ୍ତୁ । ଗୋଟେ ଦିନରେ କେବଳ ଦୁଇ ଚାମଚ ଧନିଆ ର ସେବନ କରନ୍ତୁ ।

ତୃତୀୟ ଜିନିଷ ଯାହା କଲେଷ୍ଟ୍ରୋଲ କୁ କମ କରିବାରେ ରାମବାଣ ଉପାୟ ହୋଇଥାଏ ତାହା ଅଟେ ଇସବଗୋଲ ଭୂଷି ଏଥିରେ ବହୁତ ମାତ୍ରାରେ ଫାଇବର ରହିଥାଏ । ଏହା ଦ୍ବାରା ଆପଣଙ୍କ ଶରୀରରେ ଫ୍ୟାଟ କଣ୍ଟ୍ରୋଲ ହୋଇଥାଏ ପ୍ରତିଦିନ ଆପଣ ଏକ ଗ୍ଲାସ ପାଣିରେ ଦୁଇ ଚାମଚ ଇସବଗୋଲ ଭୁଷି ପକାଇ ରାତିସାରା ସେହିପରି ଛାଡ଼ି ଦିଅନ୍ତୁ । ସକାଳୁ ଆପଣ ଖାଲି ପେଟରେ ଏହାର ସେବନ କରନ୍ତୁ । ଏହା କପେଷ୍ଟ୍ରୋଲ ସହିତ କଷ୍ଠକଥିନ୍ୟ, କବଜ ଭଳି ସମସ୍ୟା କୁ ମଧ୍ୟ ଦୂର କରିଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *