25 ବର୍ଷରୁ ଚାଲୁଥିବା ଡାଇବେଟିସ ଔଷଧ କେବଳ 7 ଦିନରେ ବନ୍ଦ ହୋଇଯିବ, କରନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ସୁଗର ବା ଡାଇବେଟିସ ଆଜିକା ସମୟରେ ବହୁତ ବଡ ସମସ୍ୟା ଅଟେ । ଏହା କାରଣ ଆପଣଙ୍କ ଦିନଚର୍ଚ୍ଚରେ ପରିବର୍ତ୍ତନ ଏବଂ ଖାଦ୍ୟରେ ଅନିୟମତା । ଡାଇବେଟିସ ପାଇଁ ଆଲୋପଥି ମେଡିସିନ ରେ ଲୋକ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହାର କୌଣସି ବି ପରିଣାମ ମିଳୁନାହିଁ । ବନ୍ଧୁଗଣ ଛୋଟ ପିଲାଙ୍କ ଠାରୁ ନେଇ ବଡ ଲୋକଙ୍କ ପର୍ଯ୍ୟନ୍ତ ଏହି ସମସ୍ୟା ଦେଖା ଦେଉଛି ।

ଏହି ରୋଗ ହେବା ଦ୍ବାରା ମନୁଷ୍ୟକୁ ଜୀବନସାରା ଔଷଧ ଖାଇବାକୁ ପଡ଼ିଥାଏ । କିନ୍ତୁ ଏହାର ଉପଚାର ଆପଣ ଆପଣଙ୍କ ଘରେ କରିପାରିବେ । ଏହି ଉପଚାର କୁ ବନେଇବା ପାଇଁ ଆପଣଙ୍କୁ କେବଳ ଦୁଇଟି ଜିନିଷର ଆବଶ୍ୟକତା ପଡ଼ିବ । ଏହି ଉପଚାର କୁ ଯଦି ଆପଣ ବନେଇ କେବଳ ୭ ଦିନ ବ୍ୟବହାର କରିବେ ତେବେ ଆପଣଙ୍କ ଡାଇବେଟିସ ସବୁଦିନ ପାଇଁ ଦୂର ହୋଇଯିବ । ଏହା ସହିତ ଏହି ଉପଚାର ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଦେବ । ଯାହା ଫଳରେ ଆପଣ ସବୁବେଳେ ସୁସ୍ଥ ରହିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାରକୁ ବନେଇବାର ବିଧି ବିଷୟରେ । ଏବଂ ଏହାକୁ ସେବନ କରିବାର ଉପାୟ ବିଷୟରେ ।

ବନ୍ଧୁଗଣ ପ୍ରଥମେ ଏକ ଗ୍ଲାସ ପାଣି ନେଇ ଏକ ପାତ୍ରରେ ଫୁଟାନ୍ତୁ । ଏବେ ସେଥିରେ ଏକ ଚାମଚ ମେଥି ଦାନା ପକାନ୍ତୁ । ମେଥି ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ମେଥି ଆମକୁ ଅନେକ ପ୍ରକାରର ରୋଗରୁ ବଞ୍ଚାଇ ଥାଏ । ଏଥିରେ ଅନେକ ପ୍ରକାରର ପୌଷ୍ଟିକ ତତ୍ତ୍ୱ ମିଳିଥାଏ ଯେମିତିକି ପ୍ରୋଟିନ, କାର୍ବୋହାଇଡ୍ରେଟ, ଆଇରନ, କପର, ଭିଟାମିନ ଇତ୍ୟାଦି ।

ଏହାର ପ୍ରୟୋଗ କରିବା ଦ୍ୱାରା ତକ୍ସିନ ବାହାରକୁ ବାହାରିଯାଏ ଏବଂ ଆମର କିଡନୀ ସୁସ୍ଥ ରହିଥାଏ । ଏହା ଛଡା ଆମ ଗ୍ୟାସଟିକ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଉଚ୍ଚରକ୍ତଚାପ ଓ ମଧୁମେହ ରୋଗୀଙ୍କ ପାଇଁ ମେଥିଦାନା କୌଣସି ବରଦାନ ଠାରୁ କମ ନୁହେଁ । ଦିତୀୟ ସାମଗ୍ରୀ ଆମେ ଏଥିରେ ମିଶେଇବା ତାହା ହେଉଛି ୧ ଚାମଚ ହଳଦୀ । ଆମ ଶରୀର ପାଇଁ ହଳଦୀ କେତେ ଉପକାରୀ ଏହା ପ୍ରାୟତଃ ଆପଣ ସମସ୍ତେ ଜାଣିଛନ୍ତି ।

ହଳଦୀର ପ୍ରୋଟିନ, ଭିଟାମିନ ଏ, କାର୍ବୋହାଇଡ୍ରେଟ ଏବଂ ମିନେରାଲ ପ୍ରଚୁର ମାତ୍ରାରେ ମିଳିଥାଏ । ହଳଦୀର ବ୍ୟବହାର ଆମକୁ କ୍ୟାନ୍ସର, ଏବଂ ଥଣ୍ଡା କାଶ ଠାରୁ ମଧ୍ୟ ବଞ୍ଚାଇଥାଏ । ବନ୍ଧୁଗଣ ହଳଦୀ କୁ ଆୟୁର୍ବେଦ ରେ କ୍ୟାନ୍ସର ଭଳି ଉପଚାର ରେ ମଧ୍ୟ ବ୍ୟବହାର କରାଯାଇଥାଏ । ହଳଦୀର ଅଳ୍ପ ମାତ୍ରା ପ୍ରତିଦିନ ସେବନ କରିବା ଦ୍ୱାରା ଶରୀରରେ ବନୁଥିବା କ୍ୟାନ୍ସର କୋଷିକା ନଷ୍ଟ ହୋଇଥାଏ । ତେବେ ଏହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହି ପାଣି ଫୁଟି ଅଧା ଗିଲାସ ନ ହୋଇଯିବ ।

ଏହାପରେ ଆପଣ ଏହାକୁ ଆଞ୍ଚରୁ ଓହ୍ଲାଇ ଛାଣି ଦିଅନ୍ତୁ । ଆପଣ ଏହି ଲାନି ହାଲକା ଉଷୁମ ଥିଲା ସମୟରେ ସେବନ କରନ୍ତୁ । ଏହାକୁ ଦିନ ଦୁଇ ଥର, ସକାଳେ ଥରେ ଖାଲି ପେଟରେ ଏବଂ ସନ୍ଧ୍ୟାରେ ଥରେ । ଏହାର କେବଳ ୭ ଦିନ ସେବନ କରିବା ଦ୍ଵାରା ଦେଖିବେ ଆପଣଙ୍କ ଡାଇବେଟିସ ପୁରା ଶେଷ ହୋଇଯାଇଥିବା ଏବଂ କଣ୍ଟ୍ରୋଲ ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *