ଧଳା ବାଳ କଳା ହେବ, କେଶ ଜନିତ ସମସ୍ତ ସମସ୍ୟାର ସମାଧାନ କେବଳ ଏହି ଗୋଟିଏ ତେଲ ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଚମତ୍କାରୀ ତେଲ ବିଷୟରେ କହିବୁ । ଯାହା ଆମଲା ରୁ ତିଆରି ହେବ । ଆପଣ ଜାଣିଥିବେ ଆମଲା ଆମ ସ୍ୱାସ୍ଥ୍ୟ ଆଇନ କେତେ ଲାଭଦାୟକ ଅଟେ । ଏହା ଇମ୍ୟୁନିଟି କୁ ବଢାଇବା ସହ କେଶ, ସ୍କିନ ପାଇଁ ବହୁତ ଲାଭଦାୟକ ଅଟେ । ଆମଲା ସର୍ବଦା ଖାଇବା ଓ ଏହାର ତେଲ ବ୍ୟବହାର କରିବା ଜରୁରୀ । ଅଧିକାଂଶ ଲୋକଙ୍କର ବୟସ ପୂର୍ବରୁ କେଶ ଧଳା ହୋଇଯାଏ ।

ଆଜିକାଲି ଛୋଟ ପିଲାଙ୍କ ଠାରେ କେଶ ଧଳା ହୋଇଯାଉଛି । ଆଜି ଆମେ ଆପଣଙ୍କୁ କହିବୁ ଆମଲା ର ପ୍ରୟୋଗ କିପରି କରି କେଶ ଧଳାରୁ କଳା କରି ପାରିବେ । ଆପଣ ଆମଲା ତେଲ ବା ପାଉଡର ଷ୍ଟୋର କରି ରଖିପାରିବେ । ଏହି ତେଲ ବନାଇବା ପାଇଁ 250 ଗ୍ରାମ ଆମଲା ଆବଶ୍ୟକ । ତାପରେ ଆମଲାକୁ ମୋଟା ଇସ କାଟି ଆଟି ଦିଅନ୍ତୁ ଓ ଏହାର ମଞ୍ଜି କାଢି ଦିଅନ୍ତୁ । ଆପଣଙ୍କୁ ଲୁହା କଢେଇ ର ଆବଶ୍ୟକ ପଡିବ ।

ଦ୍ଵିତୀୟ ସାମଗ୍ରୀ ହେଉଛି ଅଧା କପ ସୋରିଷ ତେଲ ଓ ତୃତୀୟ ସାମଗ୍ରୀ ହେଉଛି ଅଧା କପ ନଡିଆ ଅଟେଲ । ଆପଣ ଚାହିଁଲେ ରାଶି ତେଲର ବ୍ୟବହାର କରି ପାରିବେ । ସବୁ ଆମଲା କୁ ଭଲ ଭାବେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଆମଲା ରେ ଜମା ବି ପାଣିର ବ୍ୟବହାର କରନ୍ତୁ ନାହି । ଆମଲାରେ ସୋରିଷ ଓ ନଡିଆ ତେଲ ପକାଇ ଏହାର ଭଲ ଭାବେ ପେଷ୍ଟ ତିଆରି କରନ୍ତୁ ।

ଏହା ପରେ ଆମଲା ପେଷ୍ଟ କୁ ଲୁହା କଢେଇରେ ପକାନ୍ତୁ । ଏହାକୁ ଲୋ ଫ୍ଲେମ ରେ ବନାଇବାକୁ ଚେଷ୍ଟା କରନ୍ତୁ । 25ରୁ 30 ମିନିଟ ଆପଣ ଏହାକୁ ଫୁଟାନ୍ତୁ । ତା ପରେ ଏକ ପାତ୍ରକୁ ତେଲ କାଢି ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହାକୁ 2 ପ୍ରକାରରେ ତିଆରି କରିବେ । ଆପଣ ଏହାକୁ ଚାହୁଁଲେ ପୁରା ରାତି ଲୁହା କଢେଇରେ ପକାଇ ରଖିପାରିବେ । ସକାଳୁ ଏହାକୁ ଛାଣି ନେବେ । ଏହା ସହଜ ଉପାୟ ଅଟେ ।

କିନ୍ତୁ ଏହି ଉପାୟ ରେ ତେଲ ବହୁତ କମିଯିବ । ଅନ୍ୟ ଏକ ଉପାୟ ହେଉଛି ଏକ କଟନ କପଡା ସାହାଯ୍ୟରେ ଆମଲା ପେଷ୍ଟ ପକାଇ ଏହାର ତେଲ ବାହାର କରନ୍ତୁ । କପଡା ସହୟତାରେ ଛାଣିବା ଦ୍ଵାରା ବହୁତ ଭଲ ଭାବେ ତେଲ ବାହାରିବ । ଏବେ ଆପଣ ସେହି ତେଲକୁ ଲୁହା କଢେଇ ରେ ରଖିଲେ ଆଇରନର ତତ୍ତ୍ଵ ଆସିଯିବ । ଯାହା କେଶ ପାଇଁ ବହୁତ ଲାଭଦାୟକ ଅଟେ ।

ଏଥିରେ ଆମଲା ପାଉଡର ପକାଇଲେ ଏହାର ରଙ୍ଗ କଳା ହୋଇଯିବ । ଆପଣଙ୍କର କେଶ ରେ ଏହି ତେଲ ଲଗାଇଲେ ନ୍ଯାଚୁରାଲ କଳା ହୋଇଯିବ । ବିନା ଆମଲା ପାଉଡର ରେ ଏହି ତେଲ ଲଗାଇଲେ ଆପଣଙ୍କ କେଶ ସ୍ମୁଥ, ରେଶମୀ, କଳା ବା ସହ କେଶ ଜନିତ ଅନେକ ସମସ୍ଯା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *