ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଏପରି ଏକ ଉପାୟ ସମ୍ପର୍କ ରେ କହିବୁ ଯାହା ଆପଣ ଙ୍କ ର ପୁରୁଣା ରୁ ପୁରୁଣା ଡାଇବେଟିସ କୁ ଦୁରକରିଦେବ । ତାହେଲେ ଚାଲନ୍ତୁ ଜାଣିବା ଏହାକୁ କଣ୍ଟ୍ରୋଲ କରିବା ପାଇଁ ଆପଣ ଏହାକୁ କେମିତି କରିବେ ବା ଏହାକୁ ସେବନ କିପରି କରିବେ, 50 ଗ୍ରାମ ଭଜା ସୋଲ ନିଅନ୍ତୁ । ଏହା ଆପଣ ଙ୍କୁ ମାର୍କେଟ ରୁ ସହଜ ରେ ମିଳିଯିବ । ଏହାକୁ ଆପଣ ଚୋପା ସହ ନେବେ । ଯଦି ଆମେ ଏହାର ଫାଇଦା ବିଷୟ ରେ ଆଲୋଚନା କରିବା ତେବେ ଏଥିରେ ବୋହୁତ ଭିଟାମିନ, ମିନେରାଲ, ଆଦି ରହିଥାଏ ।
ଏହା ଆମର ପେଟ ସମସ୍ୟା କୁ ଦୁର କରିଥାଏ । କୌଣସି ପ୍ରକାର ରୋଗ ହେବାକୁ ଦନହିଁ । ବା ଏଥିରୁ ଅଭଳିତ ଗୁଣ ମିଳିଥାଏ । ଯାହା ଆମ ଶରୀର କୁ ଫାଇଦା ପହଞ୍ଚାଇଥାଏ । ଦୂତୀଆ ସଂଗ୍ରି ହେଉଛି ମେଥିଦାନା । ଆପଣ ମାନେ ଜାଣିଥିବେ କି ଏହା ଆମ ବ୍ଲଡ଼ ସୁଗର ରେ ବୋହୁତ ଅଧିକ ଫାଇଦା ମିଳିଥାଏ । 100 ଗ୍ରାମ ମେଥିଦାନା ନିଅନ୍ତୁ ।
ତୃତୀୟ ସାମଗ୍ରୀ ହେଉଛି ଜୁଆଣି ଏହାକୁ 50 ଗ୍ରାମ ନିଅନ୍ତୁ । ଏହି ସମସ୍ତ ସାମଗ୍ରୀ କୁ ଆପଣ ଙ୍କୁ ଠିକ୍ ଭାବେ ନେବାକୁ ହେବ । ଯଦି ଆପଣ ଆକୁ ସବୁଦିନ ବ୍ୟବହାର କରିବେ ଏହାଠୁ ବୋହୁତ ଅଧିକ ସହଯୋଗ ମିଳିବ । ଆଣ୍ଟି ଓକ୍ସିଡେଣ୍ଟ ମିଳେ ଯାହା ସୁଗର୍ କୁ ଠିକ୍ ରେ ରଖେ । ତେବେ ଚତୁର୍ଥ ସାମଗ୍ରୀ ହେଉଛି କାଲି ଜିରି । ଏହା ଆପଣ ଙ୍କୁ କୌଣସି ତେଜରାତି ଦୋକାନ ରେ ମିଳିବ ।
ପଞ୍ଚମ ସାମଗ୍ରୀ ହେଉଛି ଡାଲଚିନି ତାହା ପୁଣି 2 ଖଣ୍ଡ । ମେଥି କୁ ପ୍ରଥମେ ଆପଣ ଭାଜି ଦିଅନ୍ତୁ । ଏହା ପରେ ଜୁଆଣି କୁ ଭାଜନ୍ତୁ । ସୋଲା କୁ ମଧ୍ୟ ଭାଜି ଦିଅନ୍ତୁ । ଏହା ପରେ ଡାଲଚିନି ଓ ଜିରୀକୁ ମଧ୍ୟ ଭାଜି ଦିଅନ୍ତୁ ଏହା କୁ ଭାଜିବା ଦ୍ଵାରା ଅଧିକ ଦିନ ପର୍ଯ୍ୟନ୍ତ ଆପଣ ଏହାକୁ ଷ୍ଟୋର କରି ରଖିପାରିବେ । ଭାଜି ସାରିବା ପରେ ଏହି ସାମଗ୍ରୀ କୁ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଏହାକୁ ଚାହା ସହ ଏକ ଗ୍ଲାସ୍ ପାଣି ରେ ମିଶାଇ ପି ପାରିବେ ।